ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ସମସ୍ତ ନୀତି ଆଦର୍ଶକୁ ଅନୁସରଣ କରିଲେ ମାନବ ଜାତିରେ ସଫଳତା ହାସଲ କରି ପାରିବ । ଚାଣକ୍ୟ କହିଛନ୍ତି ଯଦି କେହି ଆପଣଙ୍କ ଭଲ କାମରେ ସନ୍ଦେହ କରୁଛନ୍ତି ତେବେ କରୁଥାନ୍ତୁ । କାରଣ ସନ୍ଦେହ କେବଳ ସୁନାର ଶୁଦ୍ଧତା ଉପରେ କରାଯାଏ । ମଣିଷ ନିଜ କର୍ମ ଉପରେ ବିଶ୍ଵାସ ରଖିବା ଉଚିତ ରାଶି ଉପରେ ନୁହେଁ । ରାଶି ତ ଭ୍ଗାବନା ରାମଚନ୍ଦ୍ର ଓ ରାବଣଙ୍କର ଏକ ଥିଲା କିନ୍ତୁ ନିୟତି ତାଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ଦେଇଥିଲା ।
ଲୋକେ କୁହନ୍ତି ଭାଗ୍ୟ ପୂର୍ବରୁ ଲେଖା ସାରିଛି ତେଣୁ ଚେଷ୍ଟା କରିବାରେ କିଛି ମିଳିବ ନାହି । କିନ୍ତୁ ଚାଣକ୍ୟଙ୍କ ମତରେ ଚେଷ୍ଟା କରିବା ଦ୍ଵାରା କିସ୍ମତ ବଦଳିଯାଏ । ଯେମିତି ଗୋଟେ ଶୁଖିଲା ଗଛକୁ ନିଆଁ ଲଗାଇଲେ ପୁରା ଜଙ୍ଗଲ ଜାଲିଯାଏ ସେହିପରି ପାପୀ ପୁରା ଗୋଟେ ପରିବାରକୁ ବରବାତ କରିଦିଏ । ଫୁଲର ବାସନା କେବଳ ପବନରେ ନହକି ତାହାଏ କିନ୍ତୁ ବ୍ୟକ୍ତିର ଭଲ କାମ ସବୁ ଆଡେ ଖେଳିଥାଏ ।
ସାପର ଚୋଟ, ବିଛାର ଚୋଟରେ ବିଷ ରହିଥାଏ କିନ୍ତୁ ଦୁଷ୍ଟ ବ୍ୟକ୍ତି ଠାରେ ପୁରା ବିଷ ଭାରି ରହିଥାଏ । ମିତ୍ରାଡ଼ାରେ ସ୍ଵାର୍ଥ ରହିଥାଏ । ଏମିତି କୌଣସି ମିତ୍ରତା ନାହି ଯେଉଁଠି ସ୍ଵାର୍ଥ ନ ଥିବ । ଅପମାନ ହୋଇ ମାରିବା ଅପେକ୍ଷା ମାରିବା ଠିକ ହୋଇଥାଏ କାରଣ ମୃତ୍ୟୁ ଗୋଟେ କ୍ଷଣ ପାଇଁ ଦୁଖ ଦେଇଥାଏ । କିନ୍ତୁ ଅପମାନ ପ୍ରତେକ ଦିନ ଜୀବନରେ ଦୁଖ ଦେଇଥାଏ । ଯାହାର ଜ୍ଞାନ କେବଳ ପୁସ୍ତକରେ ସୀମିତ ରହିଛି ଓ ଯାହାର ଧନ ଅନ୍ୟର କବଜାରେ ସୀମିତ ଥାଏ ସେହି ବ୍ୟକ୍ତି ଜରୁରୀ ସମୟରେ ନିଜର ଜ୍ଞାନ କି ଧାନ ପ୍ରୟୋଗ କରିପାରେ ନାହି ।
ଗୋଟେ ପାଠ ନ ପଢିଥିବା ବ୍ୟକ୍ତିର ଜୀବନ ନିରର୍ଥକ ହୋଇଥାଏ ଯେମିତି କୁକୁରର ଲାଞ୍ଜ ହୋଇଥାଏ । ଗୋଟେ ରାଜାର ଶକ୍ତି ତାର ଖଣ୍ଡାରେ ରହିଥାଏ କିନ୍ତୁ ଗୋଟେ ନୈଷ୍ଠିକ ବ୍ରାମହଣର ଶକ୍ତି ତାର ଆଧ୍ୟାତ୍ମିକ ଜ୍ଞାନରେ ରହିଥାଏ । ଗୋଟେ ନାରୀର ଶକ୍ତି ତାର ସୁନ୍ଦରତା, ବାଣୀ ଓ ଯୌବନରେ ରହିଥାଏ । ବ୍ୟକ୍ତିକୁ ସେହି କାମ ଆଗ କରିବା ଉଚିତ ଯାହା ଦ୍ଵାରା ଅଧିକ ଫଳ ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ଆପଣଙ୍କ କଥା ଶୁଣିବା ପରେ ଅଣଦେଖା କରିଥାଏ ସେହି ବ୍ୟକ୍ତି ଉପରେ କେବେବି ଭରସା କରିବା ଅନୁଚିତ ।
ଯେଉଁ ବ୍ୟକ୍ତି ଶାରୀରିକ ଶକ୍ତିରେ ଦୁର୍ବଳ କିନ୍ତୁ ମନର ଶକ୍ତିରେ ତାକତବାନ ହୋଇଥାଏ ସେ ଜୀବନରେ ହାର ମାନେ ନାହି । ଏଭଳି ବ୍ୟକ୍ତିକୁ ଦୁନିଆର କୌଣସି ଶକ୍ତି କେବେ ବି ହରାଇ ପାରିବ ନାହି । ତେବେ ଏହା ଥିଲା ଆଚାର୍ଜ୍ୟ ଚାଣକ୍ୟଙ୍କ ନୀତିବାଣୀ ଯାହା ପ୍ରତେକ ମାନବ ଜାତିକୁ ଅନୁସରଣ କରିବା ଉଚିତ ।
ଏହା ଦ୍ଵାରା ବ୍ୟକ୍ତି ତା ଜୀବନରେ ଅନେକ ସଫଳତା ହାସଲ କରିବା ପାଇଁ ସକ୍ଷମ ହୋଇ ପାରିବ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।