ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସାଧାରଣ ଜ୍ଞାନ ଆହରଣ କରିବା ନିହାତି ଜରୁରୀ ଅଟେ । ସେଥିପାଇଁ ବ୍ୟକ୍ତି କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । କିନ୍ତୁ ଅନେକ ସମୟରେ ଏମିତି କିଛି କଥା ରହିଥାଏ ଯାହା ଆମ ପାଠ ରେ ନ ଥାଏ । ତାହା ସବୁ ସାଧାରଣ ଜ୍ଞାନ ହୋଇଥାଏ ଯାହାକୁ ଆମକୁ ବାହାରୁ ଶିଖିବାର ଥାଏ । ଯାହା ବିଷୟରେ ବିଦ୍ୟାର୍ଥୀ ମାନେ ଅଜଣା ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
୧- ମୃତ୍ୟୁ ପରେ ମଣିଷର ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?
ଉତ୍ତର- ୧୦ ମିନିଟ ଯାଏଁ
୨- ମହାଭାରତ ଯୁଦ୍ଧ କେତେ ଦିନ ଯାଏଁ ଚାଲିଥିଲା ?
ଉତ୍ତର- ୧୮ ଦିନ
୩- କେଉଁ ପକ୍ଷୀ କେବଳ ବର୍ଷା ରେ ପାଣି ପିଇଥାଏ ?
ଉତ୍ତର- ଚାତକ ପକ୍ଷୀ
୪- ସବୁଠାରୁ ପ୍ରଥମେ କେଉଁ ଦେଶରେ ବଳବ ତିଆରି ହୋଇଥିଲା ?
ଉତ୍ତର- ଆମେରିକାରେ
୫- ମସା ମାନଙ୍କୁ ସବୁଠାରୁ ଅଧିକ କେଉଁ ରଙ୍ଗ ପସନ୍ଦ ହୋଇଥାଏ ?
ଉତ୍ତର- ନାଲି ରଙ୍ଗ
୬- ଲୁହ ରେ କେଉଁ ପଦାର୍ଥ ରହିଥାଏ ?
ଉତ୍ତର- ସାମାନ୍ଯ ଲୁଣ
୭- ଶରୀରର କେଉଁ ଅଙ୍ଗ କେବେ ଆରାମ ପାଏ ନାହି ?
ଉତ୍ତର- ହୃଦୟ
୮- ମନୁଷ୍ୟ ର ଚେହେରାରେ କେତୋଟି ହାଡ ଅଛି ?
ଉତ୍ତର- ୧୪ଟି
୯- କେଉଁ ଜୀବ ର ହୃଦୟ ତାର ମୁଣ୍ଡ ଉପରେ ରହିଥାଏ ?
ଉତ୍ତର- ସାମୁଦ୍ରିକ କଙ୍କଡା
୧୦- କେଉଁ ଦେଶକୁ ହୀରା ଓ ସୁନାର ଦେଶ କୁହା ଯାଇଥାଏ ?
ଉତ୍ତର- ସାଉଥ ଆଫ୍ରିକା
୧୧- ଯଦି ବାଯୁମଣ୍ଡଳ ନ ଥିବ ତେବେ ଆକାଶର ରଙ୍ଗ କେମିତି ହେବ ?
ଉତ୍ତର- କଳା
୧୨- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?
ଉତ୍ତର- ସରୋଜିନୀ ନାଇଡୂ
୧୩- ଏମିତି କେଉଁ ପକ୍ଷୀ ଯିଏ ପୁରା ଜୀବନ କଳା ରେ ଗଛ ଉପରେ ବସେ ନାହି ?
ଉତ୍ତର- ଟିଟୋନୀ ପକ୍ଷୀ
୧୪- ସବୁଠାରୁ ତେଜ ବଢୁଥିବା ଗଛର ନାମ କଣ ?
ଉତ୍ତର- ବାଉଁଶ
୧୫- ଏମିତି କେଉଁ ଫୁଲ ଅଛି ଯାହାର ଓଜନ ୧୦ କିଲୋଗ୍ରାମ ଯାଏଁ ହୋଇଥାଏ ?
ଉତ୍ତର- ରିପ୍ଲେସୀୟା ଫୁଲ
୧୬- ବେଲୁନ ରେ କେଉଁ ଗ୍ଯାସ ଭରା ଯାଇଥାଏ ?
ଉତ୍ତର- ହାଇଡ୍ରୋଜେନ ଗ୍ଯାସ ।
୧୭- କେଉଁ ଫୁଳ ଭିତରେ ବିଷ ମିଳିଥାଏ ?
ଉତ୍ତର- ସେଓ
୧୮- ଭାରତର ମୁସ୍ଲିମ ରାଷ୍ଟ୍ରପତି ପ୍ରଥମେ କିଏ ଥିଲେ ?
ଉତ୍ତର- ଜାକିର ହୁସେନ
୧୯- ପୁଅ ଝିଅ କୁ ନାମ ପଚାରିଲା ଝିଅ କହିଲା ପିତା ଙ୍କ ପୂର୍ବରୁ ଓ ମା ପରେ ଯାହା ଲାଗିଥାଏ ସେୟା ମୋର ନାମ ଅଟେ ତେବେ କୁହ ଝିଅର ନାମ କଣ ?
ଉତ୍ତର- ଶ୍ରୀଦେବୀ
୨୦- କେଉଁ ଜୀବ ର ୩୨ଟି ମୁଣ୍ଡ ହୋଇଥାଏ ?
ଉତ୍ତର- ଜୋକ ର
୨୧- ଏମିତି କେଉଁ ପକ୍ଷୀ ଅଛି ଯାହାର ଜିଭରେ ଦାନ୍ତ ହୋଇଥାଏ ?
ଉତ୍ତର- ହଂସ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।