ଆଜିକାଲି ସବୁ ଋତୁରେ ମଶା ଦେଖିବାକୁ ମିଳୁଛି । ମଶା ମାନଙ୍କର ସଂଖ୍ୟା ଏତେ ମାତ୍ରା ରେ ବଢିବାରେ ଲାଗିଛି ତାହାକୁ ରୋକିବା ପାଇଁ କୌଣସି ଲିକ୍ୟୁଟି ମଧ୍ୟ କାମ କରୁ ନାହି । ଯେତେ କଏଲ ଲଗାଇଲେ ମଧ୍ୟ ମଶା ଦୂର ହେଉ ନାହି । ଯାହା ପାଇଁ ଲୋକ ମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ମଶା ଦୂର କରାଯାଇ ପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ରେମେଡି ତିଆରି କରାଯିବ ।
ଏହି ହୋମ ରେମଡି ତିଆରି କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଝୁଣା ଯାହା ଆପଣଙ୍କ ଠାକୁର ଘରୁ ସହଜରେ କରି ପାରିବେ । ବହୁ ପୁରାତନ କାଳରୁ ଝୁଣାର ବ୍ୟବହାର ମଶା ଘଉଡେଇବା ପାଇଁ କରା ଯାଇଥାଏ । ଏଥିପାଇଁ ଆପଣଙ୍କୁ ଝୁଣାର ତେଲ ତିଆରି କରିବାକୁ ପଡିବ । ଏଥିପାଇଁ ଏକ ପାଟରା ରେ ସୋରିଷ ତେଲ ପକାଇ ଅଳ୍ପ ଗରମ କରନ୍ତୁ । ଏହା ପରେ ସୋରୋଷ ତେଲ ଅଳ୍ପ ଥଣ୍ଡା ହେବା ପରେ ଏଥିରେ ୪ ରୁ ୫ ଖଣ୍ଡ ଝୁଣା ପକାନ୍ତୁ । ଏହା ପରେ ଏହାକୂ ଭଲ ଭାବେ ମିଶ୍ରଣ କରନ୍ତୁ ।
ଏବେ ପ୍ରସ୍ତୁତି ହୋଇଗଲା ଝୁଣା ତେଲ , ଏହା ପରେ ଅନ୍ୟ ଏକ ସାମଗ୍ରୀର ଆବଶ୍ୟକତା ରହିଛି ପିଆଜା । ଯାହା ମଶା ଦୂର କରିବାରେ ସହାୟକ ହୋଇଥାଏ । ପିଆଜକୁ ଚୋପା ଛଡାଇ ଦେଇ ଏହାକୂ ଦୁଇ ଫାଳ କରନ୍ତୁ । ଏହା ପରେ ସୂତା ରେ ପିଆଜକୁ ଗୁନ୍ଥି ଦିଅନ୍ତୁ । ଏବ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବା । ଝୁଣା ତେଲ ରେ ପିଆଜ ବୁଡାଇ ରକହନ୍ତୁ । କିଛି ସମୟରେ ପରେ ପିଆଜରେ ଝୁଣା ତେଲ ପିଇଗଲେ ମଶା ହେଉଥିବା ଘରେ ଟଙ୍ଗାଇ ଦିଅନ୍ତୁ ।
ଆପଣଙ୍କ ଘରେ ଯେତେ ଅଧିକ ମଶା ହୋଇଥିଲେ ଏହି ରେମେଡିର ପ୍ରୟୋଗ ଦ୍ଵାରା ଦୂର ହୋଇ ପାରିବ । ଏହା ଏକ ପ୍ରାକୃତିକ ଉପଚାର ଅଟେ । ଆପଣ ଏହି ଝୁଣା ତେଲ କୁ ଏକ କାଚ ଷ୍ଟୋର ରେ ରଖି ପାରିବେ । ପ୍ରତି ଦିନ ଗୋଟିଏ ଲେଖାଏଁ ପିଜାର ବ୍ୟବହାର କରି ନିଜ ରୁମରେ ଏହିଭଳି ଭାବେ ଟଙ୍ଗାଇ ଦିଅନ୍ତୁ । ଆପଣ ଦେଖିବେ ଯେତେ ପୁରୁଣା ମଶା ହୋଇଥିଲେ ମଧ୍ୟ ତାହା ତୁରନ୍ତ ଦୂର ହୋଇଯିବ ।
ଏମିତି କି ଆପଣଙ୍କ ଚାରି ପାଖରେ ଯେତେ ମଶା ଥିଲେ ମଧ୍ୟ ଦୂର ହୋଇଯିବ । ତେବେ ଏହି ରେମେଡି ର ପ୍ରୟୋଗ ଦ୍ଵାରା କୌଣସି କ୍ଷତି ହେବ ନାହି । ଆପଣ ଥରେ ମାତ୍ର ଏହି ରେମଡିର ପ୍ରୟୋଗ ନିଜ ଘରେ କରି ଦେଖନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।