Astrology; – ଏହି 2 ନାମର ଝିଅ ସବୁଠୁ ଅଧିକ ଗର୍ବୀ ହୋଇଥାନ୍ତି…

ବନ୍ଧୁଗଣ ଝିଅମାନେ ଦେବୀ ମାତାଙ୍କର ସ୍ୱରୂପ ହୋଇଥାନ୍ତି । ନାରୀମାନେ ଚାହିଁଲେ ଘରକୁ ସ୍ଵର୍ଗ କରିଦେଇପାରନ୍ତି ପୁଣି ସେହି ଝିଅ ଚାହିଁଲେ ଘରକୁ ନର୍କରେ ମଧ୍ୟ ପରିଣତ କରିଦେଇପାରନ୍ତି । ଏହା ତ ନାରୀଙ୍କ ସ୍ଵଭାବ, ଗୁଣ, ବ୍ୟବହାର ଓ କର୍ମ ଆଦିରୁ ଜଣା ପଡିଥାଏ । ତେବେ ବନ୍ଧୁଗଣ ଏମିତି କିଛି ଝିଅ ଏ ସଂସାରର ଅଛନ୍ତି । ଯେଉଁମାନେ ବହୁତ ଗର୍ବୀ ହୋଇଥାନ୍ତି ।

ଅନ୍ୟ ମାନଙ୍କ ତୁଳନାରେ ଯଦି ଏହି ନାମର ଝିଅମାନେ କେଉଁଥିରେ ଅଧିକ ଟିକେ ଥିବେ । ତେବେ ସେହି କଥାକୁ ନେଇ ସେମାନଙ୍କ ମନରେ ଗର୍ବ ଚାଲି ଆସିଥାଏ । ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ନାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ଵଭାବରୁ ବହୁତ ଗର୍ବୀ ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଗର୍ବୀ ହୋଇଥାନ୍ତି ।

A; – ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି A ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମ Aରୁ ଆରମ୍ଭ ହୋଇଥାଏ ସେମାନଙ୍କ ମଧ୍ୟରୁ ଅନେକ ଝିଅ ସ୍ଵଭାବରୁ ଗର୍ବୀ ହୋଇଥାନ୍ତି । ଏହି ମହିଳା ମାନଙ୍କର ଷ୍ଟାଟସ ବହୁତ ହାଇ ଥାଏ ସେଥିପାଇଁ ସେ ତଳ ଷ୍ଟାଟସ ଲୋକ ମାନଙ୍କୁ ଅଧିକ ଭାଉ ଦେଇ ନଥାନ୍ତି । ଅନେକ ଥର ଏହି ମହିଳା ମାନେ ନିଜେ ମଧ୍ୟ ଜାଣି ନଥାନ୍ତି ଯେ ସେମାନେ କେତେ ଅଧିକ ଗର୍ବୀ ଥାନ୍ତି । ଏହା ସହିତ ଏହି ଝିଅ ମାନଙ୍କ ଡିମାଣ୍ଡ ମଧ୍ୟ ବହୁତ ଅଧିକ ଥାଏ । ଯାହାଫଳରେ ସାମ୍ନା ବାଲା ଲୋକ ଜାଣି ପାରନ୍ତି ଏହି ମହିଳା ମାନେ ବହୁତ ଗର୍ବୀ ଅଟନ୍ତି ।

K; – ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି K ନାମର ମହିଳା ମାନେ । ଯେଉଁ ମହିଳା ମାନଙ୍କ ନାମର ଆରମ୍ଭ K ରୁ ଆରମ୍ଭ ହୋଇଥାଏ । ଏହି ଝିଅଙ୍କ ମଧ୍ୟରୁ ବି ଅନେକ ନିଜର ସୁନ୍ଦରତା ଓ ନିଜ ଟଙ୍କା ପାଇଁ ଅଧିକ ଗର୍ବ କରନ୍ତି ।

ଏହି ଝିଅ ମାନେ ନିଜ ଠାରୁ କମ ଷ୍ଟାଟସ ଥିବା ଲୋକ ମାନଙ୍କ ସହ କଥା ବାର୍ତ୍ତା ମଧ୍ୟ କରନ୍ତି ନାହିଁ । ଏହା ସହିତ ଏମାନେ ଅନ୍ୟ ଲୋକଙ୍କର ଉନ୍ନତି ଦେଖି ସହ୍ୟ କରିପାରନ୍ତି ନାହିଁ । ନିଜ ଗର୍ବ ପାଇଁ ଏହି ଝିଅ ମାନଙ୍କର ଅନେକ ଶତ୍ରୁ ହୋଇଥାନ୍ତି ।

ବନ୍ଧୁଗଣ ଉପୋରୋକ୍ତ ଏହି 2 ଟି ନାମର ସବୁ ଝିଅ ଯଦିଓ ଗର୍ବୀ ହୋଇନଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ଝିଅ ବହୁତ ଗର୍ବୀ ହୋଇଥାନ୍ତି ବୋଲି ମାନାଯାଇଥାଏ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *