ଏହି ଗାଁରେ ବିନା ବସ୍ତ୍ରରେ ମହିଳା ମାନେ ବାହାରେ ବୁଲନ୍ତି

ଆମ ଭାରତ ପରମ୍ପରା ଦେଶ ଅଟେ, ତେବେ ଏଠାରେ ସମସ୍ତଙ୍କ ଅଲଗା ଅଲଗା ପରମ୍ପରା ଅଟେ । ତେବେ ସମସ୍ତେ ନିଜ ପରମ୍ପରାକୁ ବହୁତ ମାନ୍ୟତା ଦେଇଥାନ୍ତି, ତେବେ ଏହି ନିୟମ ଆଉ ପରମ୍ପରା ପାଇଁ କେତେକ ଲୋକ ଅ-ନ୍ଧ-ବିଶ୍ଵାସ ମଧ୍ୟ କରିଥାନ୍ତି ଯାହା ଉଚିତ ନୁହ କିନ୍ତୁ ଏବେ ବି କେତେକ ଜାଗା ଅଚଜି ଯେଉଁଠାରେ ସରକାରଙ୍କୁ ଲୁଚେଇ ବହୁତ କୁ-ପ୍ର-ଥା ଦେଶରେ ଚାଲିଛି । ତେବେ ଏହି ସବୁ କୁ-ପ୍ର-ଥା ସବୁଠାରୁ ଅଧିକ ମହିଳା ମାନଙ୍କୁ ସମ୍ଭାଳିବାକୁ ପଡିପାରେ । ତେବେ ଆସନ୍ତୁ କେଉଁ ଜାଗାର ମହିଳାଙ୍କୁ ବସ୍ତ୍ର ପିନ୍ଧିବା ମନା ହୋଇଥାଏ ।

ହିମାଚଳ ପ୍ରଦେଶ, ମଣିକରଣିକା ଘାଟି ର ଗାଁ ପିନିରେ ମହିଳାଙ୍କୁ ବସ୍ତ୍ର ଧାରଣ କରିବା ମନା ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଯେ ଏଠାରେ ବର୍ଷକୁ ଥରେ ଅଗଷ୍ଟ ମାସରେ ଗୋଟେ ପୂଜା ହୋଇଥାଏ ଏହି ସମୟରେ ମହିଳାଙ୍କୁ ବସ୍ତ୍ର ତ୍ୟା-ଗ କରିବାକୁ ପଡିଥାଏ । ତେବେ ତାଙ୍କ ନିୟମ ଅନୁଯାଇ ଯେତେ ଦିନ ପୂଜା ଚାଲିବ ମହିଳା ମାନେ ନ-ଗ୍ନ ହୋଇ ରହିବେ ଏହା ପରେ ହସିବା ମନା ପୁରୁଷ ବା ସ୍ତ୍ରୀ କାହାକୁ ବି ହସିବା ମନା ହୋଇଥାଏ ଏହା ଛଡା କାହା ବିଷୟରେ ଖରାପ ବିଚାର ମନରେ ଆଣିବା ପା-ପ ହୋଇଥାଏ ।

ମାନ୍ୟତା ଅନୁଯାଇ ଯେଉଁ ସ୍ତ୍ରୀ ବା ମହିଳା ଏହି ପୂଜା ନିୟମ ମାନି ନଥାଏ ବା ଭୁଲ କରିଥାଏ ତା ପୁରା ପରିବାରକୁ ଦ-ଣ୍ଡ ମିଳିଥାଏ ଆଉ ସେ ଜୀବନ ସାରା ଦୁଃଖୀ ରୁହନ୍ତି, ତେବେ କିଛି ମହିଳା ଆସ୍ଥା ପାଇଁ ଆଉ କିଛି ମହିଳା ଡ-ର ପାଇଁ ଏହି ପୂଜା ନିୟମ ମାନିବାକୁ ରାଜି ହୋଇଥାନ୍ତି ତେବେ କଣ ଆପଣ ଜାଣିଛନ୍ତି ପିନି ଗାଁର ଲୋକମାନେ ବହୁତ ଅ-ନ୍ଧ-ବିଶ୍ଵାସୀ ହୋଇଥାନ୍ତି ସେ ଯେଉଁ ମହିଳା କରିବାକୁ ଇଛା କରନ୍ତି ନାହିଁ ତାଙ୍କୁ ନିଜ ପରିବାର ଆଉ ପୂର୍ବ ପୁରୁଷ ମାନଙ୍କ କଥା କହି କରିବାକୁ ବାଧ୍ୟ କରିଥାନ୍ତି ।

ତେବେ ପୋରଣିକ କଥା ଅନୁଯାଇ ବହୁତ ବର୍ଷ ତଳେ ସେହି ଗାଁ ପାଖରେ ଗୋଟେ ରାକ୍ଷାଶ ରହୁଥିଲା ଯିଏ ଗାଁରେ ସୁନ୍ଦର ବସ୍ତ୍ର ଧାରଣ କରିଥିବ ତାକୁ ଉଠେଇ ନେଇ ଯାଉଥିଲା । ତେବେ ତା ପରେ ମାତା ଅବତାର ନେଲେ ଆଉ ରାକ୍ଷାଶ ବଧ କରିଥିଲେ ଯାହା ପର ଠାରୁ ଏହି ପୂଜା ସମୟରେ ମହିଳା ମାନେ ପୂଜା ସମୟରେ ନ-ଗ୍ନ ହୋଇଥାନ୍ତି । ତେବେ ଏହି ଭଳି କେତେକ କୁ-ପ୍ର-ଥା ସରକାର ବନ୍ଦ କରିଛନ୍ତି କିନ୍ତୁ କିଛି ସ୍ଥାନରେ ଆଜିବି କୁ-ପ୍ର-ଥା ଚାଲିଛି ଆଉ ଲୋକେ ଆଖି ବନ୍ଦ କରି ଏହାକୁ ମାନିଥାନ୍ତି ।

ଆଗକୁ ମଧ୍ୟ ଏହିଭଳି ଖବର ସହ ଜଡିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *