ଆମ ଭାରତ ଗୋଟେ ଯଡିବୁଟୀର ଦେଶ ଅଟେ ଏଠାରେ ଯେତେ ଗଛ ଓ ପ୍ରାକୃତିକ ସୌନ୍ଦର୍ଜ୍ଯ ହୋଇଥାଏ ସେତେ ଅନ୍ୟ ଜାଗାରେ ହୋଇନଥାଏ । ଆମ ଭାରତରେ ଲୋକ ତାନ୍ତ୍ରିକ ବିଦ୍ୟା ଓ ବହୁତ କିଛି ଉପରେ ଭରସା କରନ୍ତି, ତେବେ ଯେଉଁ ଲୋକ ନାସ୍ତିକ ସେ ଯାହା ମାନ୍ୟତା ରଖନ୍ତି ସେଥିରେ ମଧ୍ୟ କିଛି ଅସୁବିଧା ନାହିଁ କିନ୍ତୁ ଯେଉଁ ଲୋକ ଜ୍ଯୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଭାବନା ରଖନ୍ତି ତାଙ୍କ ପାଇଁ ଆମେ ଆଜି ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ଲଗାଇଲେ ଆପଣ କୋଟିପତି ହୋଇଯିବେ ।

ଭଗବାନ କୁବେର ଯିଏ ପୁରା ଭଗବାନ ମାନଙ୍କ ଧନ ବିକ୍ରେତା ସେ ମଧ୍ୟ ଏହି ଗଛ ନିଜ ପାଖରେ ରଖନ୍ତି ବୋଲି ମାନ୍ୟତା ଅଛି ତେବେ ଦେଖିବା ଏହି ସାମାନ୍ଯ ଗଛ କେମିତି ଆପଣଙ୍କ ଭାଗ୍ୟ ଚମକେଇ ଦବ । ଆପଣ ମାନେ ସାମାନ୍ୟତଃ ପୁରୁଣି ବିଷୟରେ ଜାଣିଥିବେ, କେବେ ଭାବି ନଥିଲେ ଯେଉଁ ଗଛକୁ ଆପଣ ସେମିତି ଛାଡି ଦିଅନ୍ତି ତାହା ଏତେ ଲାଭକାରୀ ଅଟେ ତେବେ ଜାଣିରଖନ୍ତୁ କିନ୍ତୁ ଆମ କାମ ପାଇଁ ଆମକୁ ଶ୍ଵେତ ପୁରୁଣି ଆବଶ୍ୟକ ଅଟେ ।

ପୁଷ୍ୟା ନକ୍ଷତ୍ରରେ କୌଣସି ଶନିବାର କିମ୍ବା ରବିବାର ବା ଚନ୍ଦ୍ର ଗ୍ରହଣ ବା ଚନ୍ଦ୍ର ଗ୍ରହଣ ଯୁକ୍ତ କୌଣସି ଶନିବାର କିମ୍ବା ରବିବାର, ତେବେ ଏହି ଦିନ ଆପଣ ବ୍ରାହ୍ମ ମୂହୁର୍ତ୍ତରେ ଉଠି ସ୍ନାନ ଇତ୍ୟାଦି ସମାପ୍ତ କରି ଶ୍ଵେତ ପୁରୁଣି ଗଛ ପାଖକୁ ଯାଅନ୍ତୁ ଓ ମୁଣ୍ଡିଆ ମାରି ଏହାର ଚେର କାଟି ନେଇ ଆସନ୍ତୁ ।
ଏହାକୁ ଆଣି ଆପଣ ନିଜ ପୂଜା ସ୍ଥଳରେ ବିରାଜିତ କରି ଦିଅନ୍ତୁ ତେବେ ଏହା ପରେ ଆପଣ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ ଓ ମାତା ଲକ୍ଷ୍ମୀଙ୍କ ଆରତୀ ପାଠ କରନ୍ତୁ ଏହା ପରେ ପୂଜା ସମାପ୍ତ କଲା ବେଳେ ନିଜ ମନ ଇଛା ଭଗବାନ ଆଗରେ କହି ଦିଅନ୍ତୁ ମନେ ରଖନ୍ତୁ ଆପଣଙ୍କୁ

ଏହି କାର୍ଯ୍ୟ ସାତ ଦିନ କରିବାକୁ ହବ ପୂର୍ଣ୍ଣ ନିଷ୍ଠା ସହ କଲେ ଆପଣଙ୍କୁ ନିଜ ଫଳ ନିଶ୍ଚିନ୍ତ ପ୍ରାପ୍ତ ହବ ତେବେ ଫଳ ପ୍ରାପ୍ତ ହବ କି ନାହିଁ ତାହା ଜାଣିବାର ଉପାୟ ମଧ୍ୟ ଅଛି ଯେଉଁ ଚେର ଆଣି ଆପଣ ପୂଜା କରୁଛନ୍ତି ତାହା ନୂଆ ଚେର ବାହାରିଛି ନା ନାଇ ଦେଖନ୍ତୁ ଯଦି ନୂଆ ଚେର ବାହାରିଥାଏ ତେବେ ଆପଣଙ୍କ ଇଛା ପୂର୍ଣ ହବ ନଚେତ ଆପଣଙ୍କ ପୂଜାରେ କୌଣସି ପ୍ରକାର ତ୍ରୁଟି ରହି ଯାଇଛି ଯାହା ଫଳ ସ୍ୱରୂପ ଆପଣଙ୍କ ଇଛା ପୂର୍ଣ ହବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।