ଏହି ଜାଗାରେ ଗୋଲମରୀଚ ପକାଇ ଦେଇ ଚାଲି ଆସନ୍ତୁ, କିଛି ଦିନରେ ଚମତ୍କାର ପରିବର୍ତ୍ତନ ଦେଖିବାକୁ ପାଇବେ !

ବନ୍ଧୁଗଣ ଜୀବନରେ ଉଭୟ ସୁଖ ଏବଂ ଦୁଃଖ ତ ଲାଗି ରହିଥାଏ । ହେଲେ ବେଳେବେଳେ ଜୀବନରେ ଏତେ ମାତ୍ରାରେ ଦୁଃଖ ଆସି ଜୀବନରେ ସମସ୍ଯା ଗୋଟେ ପରେ ଗୋଟେ ବଢିବାକୁ ଲାଗିଥାଏ । ଯେ ବ୍ୟକ୍ତି ମାନସିକ ରୂପେ ସଂପୂର୍ଣ୍ଣ ଭାଙ୍ଗି ପଡେ । ସେହି ସମୟରେ ସେହି ଲୋକଙ୍କୁ କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ସେସବୁ ତାଙ୍କୁ କିଛି ମଧ୍ୟ ବୁଝା ପଡିନଥାଏ । ତେବେ ବନ୍ଧୁଗଣ ଏଠାରେ ଆପଣଙ୍କୁ ଆମେ କହି ରଖିବା ପାଇଁ ଚାହିଁବୁ ।

ଯେ ଯେତେବେଳେ କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶନିଦେବଙ୍କ ସହ ଅଶୁଭ ଗ୍ରହର ଚଳନ ହୋଇଥାଏ । ସେତେବେଳେ ଜୀବନ ସମସ୍ଯା ଘେର ମଧ୍ୟକୁ ଆସିଯାଇଥାଏ । ତେବେ ଏଭଳି ପରିସ୍ଥିତିରେ କିଭଳି ଆମ ଉପରେ ଥିବା ଶନିଦଶାରୁ ନିଜକୁ ମୁକୁଳାଇବା ପାଇଁ ଏବଂ ଭଗବାନ ଶନି ମହାରାଜାଙ୍କୁ କିଭଳି ଭାବେ ପ୍ରସନ୍ନ କରାଇବା ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

ସେମିତି କ୍ଷେତ୍ରରେ ଆପଣ ମାନେ ଏହି ସମସ୍ୟା ତଥା ଆପଣ ମାନଙ୍କ ଉପରେ ପଡିଥିବା ଶନି ଦଶା ସଂପୂର୍ଣ୍ଣ ଭାବେ ଦୂର କରିବା ପାଇଁ ଆପଣ ମାନେ ଗୋଲମରୀଚ ଦ୍ଵାରା ଏହି ଉପାୟକୁ କରି ଦେଖନ୍ତୁ ।

ଶନିବାର ଦିନ ରାତ୍ରୀର 11 ଟା ବେଳେ ଗୋଲମରିଚର 21 ଟି ଦାନାକୁ ନିଅନ୍ତୁ । ପରେ ଓଁ କ୍ଲୀଙ୍ଗ୍ ବୋଲି ଶିଦ୍ଧ ମନ୍ତ୍ରକୁ କହି ଏହି ଗୋଲମରିଚର 21 ଟି ଦାନାକୁ ଶିଦ୍ଧ କରନ୍ତୁ । ତେବେ ପରେ ଆପଣ ମାନେ ନିଜର ଛାତ ଉପରକୁ ଯାଆନ୍ତୁ । ପରେ ଦକ୍ଷିଣ ଦିଗ ଆଡକୁ ମୁହଁ କରି ଛିଡା ହୁଅନ୍ତୁ । ତାପରେ ଆପଣ ମାନେ ସେହି ଦକ୍ଷିଣ ଦିଗ ଆଡକୁ ମୁହଁ କରି ସେହି ଗୋଲମରିଚର 21 ଟି ଦାନା କୁ କୁ ଫୋପାଡି ଦିଅନ୍ତୁ ।

ଏହି ଉପାୟକୁ ଆପଣ ମାନଙ୍କୁ ଶନିବାର ଦିନ ହିଁ ରାତ୍ରୀ ସମୟରେ ଚୁପଚାପ କରିବାକୁ ପଡିବ। ଏହି ଉପାୟକୁ କରିବା ବେଳେ ମନରେ ଆପଣ ବିଶ୍ବାସ ରଖିକି କରନ୍ତୁ ।
ଏହି ଉପାୟକୁ ଯଦି ଆପଣ ମାନେ ନିଷ୍ଠା ଓ ବିଶ୍ବାସର ସହ କରିବେ । ତେବେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ । ଏଥିସହ ଆପଣଙ୍କ ଉପରେ ପ୍ରଭୁ ଶନି ମହାରାଜାଙ୍କ ଶୁଭ ଦ୍ରୁଷ୍ଟି ମଧ୍ୟ ପଡିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *