ଯଦି ଆମେ ଟିଭି ଜଗତ କଥା କହିବୁ ତେବେ ଏହା ଫିଲ୍ମ ଜଗତ ଠାରୁ କମ ନୁହଁ, ଆପଣ ଏହା ଦେଖିବାକୁ ପାଇବେ ଯେ ଏବେ ଛୋଟ ପର୍ଦା କଳାକାର ମଧ୍ୟ ବଡ କଳାକାର ମାନଙ୍କ ଭଳି ରହୁଛନ୍ତି । ଟିଭି ଇଣ୍ଡଷ୍ଟ୍ରି କେତେକ ଯୋଡି ପାଇଁ ଗତବର୍ଷ ବହୁତ କଷ୍ଟକର ରହିଛି । ଗତ ବର୍ଷ ବହୁତ ଗୁଡେ ହଟ ଯୋଡ଼ିଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଛି, ଏହି ଯୋଡ଼ିଙ୍କ ଅଲଗା ହବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଥିଲା ।
ଆଜି ଆମେ ଆପଣଙ୍କୁ ଛୋଟ ପର୍ଦା ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ।
ଆମେ ଯେଉଁ କଳାକାର ବିଷୟରେ କହିବାକୁ ଯାଉଛୁ ତାଙ୍କ ନା କିରଣ କାରମାକର ଓ ରୀଙ୍କୁ ଅଟେ, ସେ ଦୁହେଁ ଖୁବ ଶୀଘ୍ର ଛାଡପତ୍ର ନବାର ଅଛନ୍ତି, ୨୦୦୧ ରେ ଏହି କଳାକାର ବିବାହ କରିଥିଲେ ଓ ୧୬-୧୭ ବର୍ଷ ପରେ ସେ ଅଲଗା ହବା ପାଇଁ ଚାହୁଁଛନ୍ତି । ଖବର ଅନୁଯାଇ ବର୍ଷ ହେଲା ଏହି ଯୋଡି ଅଲଗା ରହୁଛନ୍ତି ଓ ତାଙ୍କ ମଧ୍ୟରେ ବହୁତ କଥା ପାଇଁ ଭୁଲ ବୁଝା ମଣା ଚାଲିଛି । ବହୁତ କଲା ପରେ ମଧ୍ୟ ତାଙ୍କ ମଧ୍ୟରେ ସବୁକିଛି ଭଲ ହଉ ନାହିଁ, ଦୁହିଁଙ୍କ ମାନିବା ଏହା ଯେ ଝଗଡା କରିବାରୁ ଭଲ ଦୁହେଁ ଅଲଗା ହୋଇ ଯିବୁ ।
ରୀଙ୍କୁ ଓ କିରଣ ଗୋଟେ ବର୍ଷରୁ ଅଲଗା ରହୁଛନ୍ତି ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି, କିନ୍ତୁ ତାଙ୍କ ସମ୍ପର୍କ ରେ ଆସିବା ଅସୁବିଧା ଏବେ ମଧ୍ୟ ସଋ ନାହିଁ । ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ୨୦୦୧ରେ ରୀଙ୍କୁ ଓ କିରଣ ଟିଭି ଶୋ ‘କହାନି ଘର ଘର କି’ରେ ଏକା ସହ କାମ କରିଥିଲେ । ଦୁହେଁ ଏହି ଶୋ ରେ ଏକା ସହ କାମ କରିଥିଲେ ଓ ଦୁହେଁ ଭାଇ ଭଉଣୀ ଅଭିନୟ କରିଥିଲେ ।
ଏହି ଶୋ ଦ୍ଵାରା ଦୁହେଁ ସାଙ୍ଗ ହେଲେ ଓ ଦୁହେଁ ଦୁହିଙ୍କୁ ପସନ୍ଦ କରିବା ଆରମ୍ଭ କଲେ, ସିରିୟଲ ସେଟରେ ଦୁହିଙ୍କୁ ପ୍ରେମ ହେଲା ଓ ଏହା ପରେ ଦୁହେଁ ବିବାହ କଲେ । ଦୁହେଁ ନିଜ କାମ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି ତାଙ୍କ ଅଭିନୟ ଲୋକଙ୍କୁ ବହୁତ ଭଲ ଲାଗି ଥାଏ, ଗତ ବର୍ଷ ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ଥିଲା ଯାହା ପରେ ଯୋଡି ଭାଙ୍ଗିବାର ଖବର ମିଳିଲା ।