ଏହି ପୁରୁଷ ମାନଙ୍କ ଉପରେ ଶୀଘ୍ର ଫିଦା ହୋଇଥାନ୍ତି ଝିଅମାନେ

ପ୍ରେମ ଏକ ଏମିତିକା ଶବ୍ଦ ଯାହା ପଥରକୁ ମଧ୍ୟ ପାଣି କରି ପାରେ ଯାହା ଜୀବନରେ ପ୍ରେମ ନଥାଏ ସେହି ବ୍ୟକ୍ତି ପଥର ସହ ସମାନ ହୋଇଥାଏ, ଜୀବନରେ ଯଦି ଆପଣ ନିଜ ଭାଗ୍ୟକୁ ମାନୁଛନ୍ତି ତେବେ ଆପଣ ଅପେକ୍ଷା କରନ୍ତୁ କେବେ ନା କେବେ ଆପଣଙ୍କୁ ମଧ୍ୟ ପ୍ରେମ ହବ ଆଉ ଏହା ବହୁତ ସୁନ୍ଦର ହୋଇଥାଏ । ସମସ୍ତେ ନିଜ ଭାବି ଜୀବନସାଥି ବିଷୟରେ ବହୁତ ପ୍ରକାର କଥା ଭାବି ଥାନ୍ତି ଜେ ସେହି ବ୍ୟକ୍ତି ଏମିତି ହବ ଆଉ ଆମକୁ ପ୍ରେମ ସହ ସମ୍ମାନ ଆଉ ସୁଖ ଦବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନାମ ଏହି ଅକ୍ଷର ର ହେଲେ ସେ କେମିତିକା ହୋଇଥାନ୍ତି ।

କେ :

ଏହି ନାମ ପୁରୁଷ ନିଜ କଥା ବାର୍ତା ଦ୍ୱାରା ମହିଳାଙ୍କ ମନ ବହୁତ ଶୀଘ୍ର ଆଉ ବହୁତ ସହଜରେ କିଣି ନେଇ ଥାନ୍ତି । ତେବେ ଏହି ଭଳି ପୁରୁଷଙ୍କୁ ଜଣା ଥାଏ ଜେ ସମସ୍ତଙ୍କୁ କେଉଁ କଥା ଦ୍ୱାରା ଆକର୍ଷିତ କରା ଯାଇ ପାରିବ । ଏହା ଛଡ଼ା ଏହି ଭଳି ପୁରୁଷ ମହିଳାଙ୍କୁ ଅଧିକ ବୁଝି ପାରନ୍ତି ସେ ମାନେ କଣ ଭାବୁଛନ୍ତି ଆଉ କଣ କହିବେ ତାହା ମଧ୍ୟ ଏହି ପୁରୁଷ ମାନେ ଅନୁଭବ କରି ପାରନ୍ତି ସେଥିପାଇଁ ଝିଅ ବା ମହିଳା ମାନେ ଏହି ଭଳି ଲୋକ ସହ ନିଜକୁ ସୁରକ୍ଷିତ ଅନୁଭବ କରିଥାନ୍ତି ।

ଏମ :

ଏହି ନାମ ବ୍ୟକ୍ତି ନିଜ ନାମ ଭଳି ଆକର୍ଷିତ ହୋଇଥାନ୍ତି, ସେ ଦେଖିବାକୁ ବହୁତ ହ୍ୟାଣ୍ଡ ସମ ହୋଇଥାଆନ୍ତି ସେଥିପାଇଁ ଝିଅ ମାନେ କିଛି ନ ଭାବି ତାଙ୍କୁ ନିଜ ମନ ଦେଇଥାନ୍ତି । ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ଭଳି ପୁରୁଷ ଅନ୍ୟ ମାନଙ୍କୁ କେବେ ଖରାପ କୁହନ୍ତି ନାହିଁ ଆଉ କେବେ କାହାକୁ କଷ୍ଟ ଦେଲା ଭଳି କଥା ମଧ୍ୟ କୁହନ୍ତି ନାହିଁ ସେଥିପାଇଁ ଝିଅମାନେ ତାଙ୍କ ସହ ରହିବା ପସନ୍ଦ କରନ୍ତି ।

ଯେ :

ଜେ ନାମ ପୁରୁଷ ବହୁତ ଭାବାନାତ୍ମକ ହୋଇଥାଆନ୍ତି ସେଥିପାଇଁ ସେ ଅନ୍ୟ ମାନଙ୍କ ଭାବନାକୁ ଭଲ ଭାବରେ ଅନୁଭବ କରି ପାରନ୍ତି ଆଉ ତାଙ୍କ ଏହି ରୂପ ମହିଳାଙ୍କୁ ବହୁତ ଭଲ ଲାଗିଥାଏ । ଜୀବନସାଥୀ କୁ ସେ ନିଜ ଠାରୁ ଅଧିକ ସମ୍ମାନ ଆଉ ଭଲ ପାଇବା ଦେଇଥାନ୍ତି ଏହା ଛଡ଼ା କେବେ ପ୍ରେମରେ ଧୋକା ଦିଅନ୍ତି ନାହିଁ । କେବେ ବି ଏହି ଭଳି ବ୍ୟକ୍ତି ପାଇବା ପରେ ତାଙ୍କୁ କେବେ ହରାଇବେ ନାହିଁ ଆପଣଙ୍କୁ ପରେ ତାଙ୍କ ମହତ୍ତ୍ଵ ଜଣା ପଡ଼ିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *