Interesting Gk Questions: ପ୍ରଥମ ନାମ କୁହ…ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବର୍ଷ ସାରା ବ୍ୟବହାର କରିଥାଉ କିନ୍ତୁ ପରେ ଫୋଫାଡି ଦେଇଥାଉ ? ଏହା ସହ ଆହୁରି 9ଟି GK Quiz

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ୧୦ଟି ଢଗ ନେଇ ଆସିଛୁ । ଆପଣଙ୍କୁ ପ୍ରତେକ ଢଗର ଉତ୍ତର ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଦେବାକୁ ପଡିବ । ଯଦି ଆପଣ ପ୍ରତେକ ଢଗର ଉତ୍ତର ୨୦ ସେକେଣ୍ଡ ସମୟରେ ଦେଇ ପାରିବେ ତେବେ ଆପଣ ଜାଣି ନେବେ ଆପଣ ଜିନିୟସ ଅଟନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ପଜଲ ଖେଳ ।

୧- ପଜଲ ନମ୍ବର ୧ : ଏମିତି କେଉଁ ଶବ୍ଦ ଅଛି ଯାହା ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହି ?

ଉତ୍ତର- ନାହି

୨- ପଜଲ ନମ୍ବର ୨ : ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ମାତ୍ରେ ବଡ ହୋଇଯାଏ ?

ଉତ୍ତର- ଆଖିର ପୁତୁଳି

୩- ପଜଲ ନମ୍ବର ୩ : ଏହି ଭିଡିଓ ରେ ଆପଣଙ୍କୁ ଏକ ଚିତ୍ର ଦେଖା ଯାଇଛି ଯେଉଁଥିରେ ଏକ ଫୁଲର ନାମ ରହିଛି ଯାହା ଆପଣଙ୍କୁ କହିବାକୁ ପଡିବ ୨+ଲୀପ =??

ଉତ୍ତର- ଟୁଲୀପ

୪- ପଜଲ ନମ୍ବର ୪ : ଏମିତି କଣ ଅଛି ଯେଉଁଥିରେ ଆପଣ ସବୁ ନେଇ ଯିବେ କିନ୍ତୁ ସେଥିରେ ଆଉ କିଛି ରହି ଯିବ ?

ଉତ୍ତର- ସବୁ କିଛି

୫- ପଜଲ ନମ୍ବର ୫ : ଏମିଇ କଣ ଅଛି ଯାହା ବର୍ଷକୁ ଥରେ ଆସିଥାଏ । ମାସରେ ୨ ଥର ଆସିଥାଏ, ସପ୍ତାହରେ ୪ ଥର ଆସିଥାଏ ଓ ଦିନରେ ୬ ଥର ଆସିଥାଏ ?

ଉତ୍ତର- F ଶବ୍ଦ

୬- ପଜଲ ନମ୍ବର ୬ : ଏମିତି କଣ ଅଛି ଯାହା ଶୁଖାଇବା ସମୟରେ ଓଦା ହୋଇଯାଏ ?

ଉତ୍ତର- ଝାଳ

୭- ପଜଲ ନମ୍ବର ୭ : ଏହି ଭିଡିଓ ରେ ଆପଣ ମାନଙ୍କୁ ଏକ ଚିତ୍ର ଦେଖା ଯାଇଛି ଯେଉଁଥିରେ ଆପଣଙ୍କୁ ପୁଅ ର ନାମ କଣ କହିବାକୁ ପଡିବ ?

ଉତ୍ତର-ଏହି ଚିତ୍ର ରେ ସୂର୍ଯ୍ୟ ଓ ଦୀପର ଛବି ରହିଛି ଯାହାକୁ ମିଶାଇଲେ ଉତ୍ତର ହେଉଛି ସନ୍ଦିପ

୮- ପଜଲ ନମ୍ବର ୮ : ଏମିତି କେଉଁ ଜିନିଷ ଅଛି ଯାହା ବଢିଥାଏ କିନ୍ତୁ କମି ନ ଥାଏ ?

ଉତ୍ତର- ବୟସ

୯- ପଜଲ ନମ୍ବର ୯ : ଏମିତି କେଉଁ ପକ୍ଷୀ ଅଛି ଯିଏ କେବେ ବସା ବାନ୍ଧେ ନାହି ?

ଉତ୍ତର- କୋଇଲି

୧୦- ପଜଲ ନମ୍ବର ୧୦ : ଏମିତି କେଉଁ ଜିନିଷ ଅଛି ଯାହା ବର୍ଷ ସାରା ବ୍ୟବହାର କରିଥାଉ କିନ୍ତୁ ପରେ ଫୋଫାଡି ଦେଇଥାଉ ?

ଉତ୍ତର- କ୍ଯାଲେଣ୍ଡର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *