୫ ବର୍ଷର ଝିଅ ପ୍ରତିଦିନ ଘରୁ ହୋଇଯାଉଥିଲା ଗାୟବ ଝିଅର ପଛରେ ଯାଇ ବାପା ଯାହା ଦେଖିଲା…

କୁହା ଯାଇଥାଏ ଯେ ଛୁଆଙ୍କ ମନ ଭିତରେ ଭଗବାନ ବାସ କରନ୍ତି ସେଥିପାଇଁ ଛୁଆ ମାନେ କେବେ ମିଛ କୁହନ୍ତି ନାହିଁ ଆଉ ନା କାହାର ଦୁଃଖ ଦେଖି ପାରନ୍ତି । ତେବେ ୫ ବର୍ଷ ଛୋଟ ଝିଅ ଏନା ଯାହା କରିଥିଲେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏତେ ଛୋଟ ଝିଅ କିଛି ବୁଝିଲା ଭଳି ବି ଲାଗୁ ନଥିବେ କିନ୍ତୁ ସେ ତାହା କରି ଦେଖାଇଛନ୍ତି ଯାହା ଅନ୍ୟ ମାନେ କେବେ କେହି କରି ନଥିବେ । ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଏନା ବାପା ଟମ ନିଜେ ପୋଲିସକୁ କହିଥିଲେ ଆଉ ମିଡିଆକୁ ମଧ୍ୟ କହିଥିଲେ ।

ଏନା ଗୋଟେ ୫ ବର୍ଷର ଛୋଟ ଝିଅ ଟିଏ ଏନା ଖେଳିବାକୁ ବୁଲିବାକୁ ବହୁତ ପସନ୍ଦ କରେ । ଏନା କେବେ କାହା ମନ ଦୁଃଖୀ ଦେଖି ଖୁସି ରୁହେ ନାହିଁ ହଟାତ କିଛି ଦିନ ତଳେ ଏନା ପ୍ରତି ଦିନ ସନ୍ଧ୍ୟା ୫ଟାରେ ଘରୁ ଗାୟବ ହୋଇ ଯାଉଥିଲା ଆଉ ଘଣ୍ଟେ ପରେ ହାଜର ହୋଇ ଯାଉଥିଲା କିଛି ଦିନ ଏହା ଦେଖିବା ପରେ ଏନା ବାପା ମାଙ୍କୁ ତା ପାଇଁ ଚିନ୍ତା ହେଲା କିନ୍ତୁ ସେ ତାକୁ କିଛି କହିଲେ ନାହିଁ ଆଉ ଗୋଟେ ଦିନ ଏନା ବାପା ନିଷ୍ପତ୍ତି କଲେ ଯେ ସେ ଜାଣିବେ ଯେ ତାଙ୍କ ଝିଅ କେଉଁ ଠାରେ ଯାଉଛି । ସେହି ଦିନ ସନ୍ଧ୍ୟାରେ ସେ ନିଜ ଝିଅ ପିଛା କଲେ ଆଉ ଝିଅ ଟି ଗୋଟେ ପୁରୁଣା ଘରକୁ ଗଲା ।

ଯେଉଁଠାରେ ଟମ ଜେଜେ ମା ଆଉ ଜେଜେ ବାପା ବଞ୍ଚିଥିଲା ବେଳେ ରହୁଥିଲେ କିନ୍ତୁ ତାଙ୍କ ପରେ ସେହି ଘର ୫୦ ବର୍ଷ ଧରି ବନ୍ଦ ଥିଲା । କିନ୍ତୁ ଟମ ବାଲକୋନୀରେ କାହାକୁ ଅପେକ୍ଷାରେ ଦେଖିଲେ ଆଉ ଏନା ଜେଟରେ ପହଞ୍ଚିଲା ପରେ ସେ ତାକୁ ଗେଟ ଖୋଲି ଭିତରକୁ ନେଇ ଗଲେ । ତେବେ ଏହି ଘର ବିଷୟରେ ଟମ ସବୁ କଥା ଜାଣିଥିଲେ କାହିଙ୍କିନା ଏହା ତାଙ୍କ ଜେଜେ ବାପାଙ୍କର ଥିଲା ସେ ପଛ କବାଟରୁ ଘରକୁ ପଶିଲେ ତାଙ୍କୁ ଗୋଟେ ମହିଳା ଶବ୍ଦ ସୁବିଲା ଯିଏ ଏନା ସହ କଥା ହାଉଥିଲେ ଏହା ପରେ ଏନା ଚାଲି ଗଲେ ଆଉ ଟମ ସେହି ମହିଳାଙ୍କୁ ସବୁ କଥା ପଚାରିଲେ ।

ମହିଳା ଆଗ ଡରିଲେ କିନ୍ତୁ ପରେ କହିଲେ ମୁଁ ଏନା ସ୍କୁଲ ପାଖ ବୃଦ୍ଧା ଆଶ୍ରମରେ ରହୁଥିଲେ ସେଠି ମତେ ବହୁତ ଅସୁବିଧା ହେଲା ସେଥିପାଇଁ ମୁ ଙ୍କାନ୍ଦୁଥିଲି ଆଉ ଏନା ମତେ ଏହି ଘର ବିଷୟରେ କହିଲା ତା ପରେ ମୁଁ ଏଠାରେ ଆସି ରହିଗଲି ସେଠି ୨୦ଟି କୁକୁର ମଧ୍ୟ ଥିଲେ ଯିଏ ମୋ ସହ ସବୁବେଳେ ରହୁଥିଲେ ତାଙ୍କୁ ମଧ୍ୟ ମୁଁ ଏଠାରେ ନେଇ ଆସିଲି । ଏନା ସବୁ ଦିନ ତା ଖାଇବାରୁ ବଞ୍ଚାଇ ଆମ ପାଇଁ ଆଣିକି ଦିଏ କିନ୍ତୁ ତାହା ବହୁତ କମ ହୋଇଥାଏ ତେବେ ସେ ଯେତେ ପାରୁଛି ଆମ ପାଇଁ କରୁଛି । ଟମ ଏହି କଥା ଶୁଣି କାନ୍ଦି ପକାଇଲେ ଆଉ ତା ପରେ ସେ ମହିଳା ଆଉ କୁକୁର ମାନଙ୍କୁ ଘରକୁ ନେଇ ଆସିଲେ ଆଉ ବର୍ତମାନ ତାଙ୍କ ପାଖରେ ୪୦ କୁକୁର ଅଛନ୍ତି ଯେଉଁଥିରୁ ୧୫ଟି ଲୋକ ନେଇ ଯାଇଛନ୍ତି ଆଉ ସେ ବୁଢୀ ମହିଳା ଏନା ସହ ତାଙ୍କ ଘରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *