ଏହି ବର୍ଷ ହୋଲି ରେ ପ୍ରଥମେ କିଏ କରିବେ ଆପଣଙ୍କୁ ପ୍ରୋପୋଜ ? Love Test

ବନ୍ଧୁଗଣ ଆପଣ ସମସ୍ତଙ୍କୁ ହୋଲି ର ହାର୍ଦ୍ଧିକ ଅଭିନନ୍ଦନ । ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଅଛୁ ଯେ, ଏହିବର୍ଷ ହୋଲି ପର୍ବ ଆପଣଙ୍କ ପାଇଁ ଅତ୍ୟନ୍ତ ଶାନ୍ତି ତଥା ପ୍ରେମର ବାର୍ତ୍ତା ନେଇ ଆସୁ । ହୋଲି ପର୍ବରେ ସମସ୍ତେ ପୁରୁଣା ବାଦ ବିବାଦକୁ ଭୁଲି ରଙ୍ଗ ଖେଳରେ ନିମଗ୍ନ ହୋଇ ସବୁକିଛି ଭୁଲିଯାଇଥାନ୍ତି । ବନ୍ଧୁଗଣ ଏହା ଏକ ଏମିତି ପର୍ବ ଅଟେ ଯାହାକୁ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମାନେ ଖେଳିବାକୁ ଭଲ ପାଇଥାନ୍ତି । ଦର୍ଶକ ବନ୍ଧୁ ପ୍ରେମ ସମ୍ବନ୍ଧରେ ଆମ୍ଭେ ଆଜି ଆପଣଙ୍କ ନିମନ୍ତେ ମନୋଲୋଭକ ରୋମାଞ୍ଚକ ଗେମ ଟିକୁ ନେଇ ଆସିଛୁ ।

ଯଦି ଆପଣ ପ୍ରେମ ସମ୍ବନ୍ଧରେ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ସର୍ବ ପ୍ରଥମେ କିଏ ପ୍ରୋପୋଜ କରିବ । ବନ୍ଧୁଗଣ ପ୍ରଥମେ ଆପଣ ୧ ରୁ ୧୦ ମଧ୍ୟରେ ଥିବା ସଂଖ୍ୟା ଗୁଡିକ ମଧ୍ୟରୁ ଗୋଟିଏ କୁ ବାଛି ନିଅନ୍ତୁ ।

୧- ଯଦି ଆପଣ ଏହି ନମ୍ବର ଟି ବାଛିଛନ୍ତି ତେବେ, ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଆପଣଙ୍କୁ ପ୍ରୋପୋଜ କରିବେ ।

୨- ଯାହାକୁ ଆପଣ ହୃଦୟର ସହିତ ଚାହୁଞ୍ଚନ୍ତି ସେ ଆପଣଙ୍କୁ ପ୍ରଥମେ ପ୍ରୋପୋଜ କରିବ ।

୩- ଆପଣଙ୍କର କ୍ରଶ, ଆପଣଙ୍କୁ ପ୍ରୋପୋଜ କରିବେ ।

୪- ଆପଣଙ୍କର ଲଭର, ଆପଣଙ୍କୁ ପ୍ରୋପୋଜ କରିବେ ।

୫- ଆପଣଙ୍କର ପୁରୁଣା ଲଭ ପ୍ରଥମେ ଆପଣଙ୍କୁ କହିବେ ।

୬- ଆପଣଙ୍କୁ ଜଣେ ଅଜଣା ବ୍ୟକ୍ତି ପ୍ରୋପୋଜ କରିବେ ।

୭- ଆପଣଙ୍କର ଗାର୍ଲଫ୍ରେଣ୍ଡ/ ବୟଫ୍ରେଣ୍ଡ ଆପଣଙ୍କୁ ପ୍ରଥମେ କହିବେ ।

୮- ଆପଣଙ୍କର କଲେଜ ଫ୍ରେଣ୍ଡ ଆପଣଙ୍କୁ ପ୍ରଥମେ ପ୍ରୋପୋଜ କରିବେ ।

୯- ଆପଣଙ୍କ ଘର ପାଖେ ରହିଥିବା ପଡୋଶୀ ଆପଣଙ୍କୁ ପ୍ରୋପୋଜ କରିବେ ।

୧୦- ଆପଣଙ୍କ ର ପିଲାଦିନର ସାଙ୍ଗ ଆପଣଙ୍କୁ ପ୍ରଥମେ ପ୍ରୋପୋଜ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ପ୍ରେମ ଏକ ଏଭଳି ସମ୍ପର୍କ ଯାହା ସମସ୍ତଙ୍କୁ ହୋଇଥାଏ । ମାତ୍ର ଅଧିକାଂଶ ବ୍ୟକ୍ତି ତାହାକୁ ନିଜର ମନର ମଣିଷ ସାମ୍ନାରେ ପ୍ରକାଶ କରିବାକୁ ଅନେକ ସମୟ ନେଇଥାନ୍ତି । ମାତ୍ର ସେମାନେ ଯଦି ନିଜର ମନର ମଣିଷକୁ ପ୍ରକାଶ କରି ଦିଅନ୍ତି ତେବେ ତାଙ୍କ ପାଇଁ ସେହି ସମୟଟି ବହୁତ ଆନନ୍ଦ ନେଇ ଆସିଥାଏ । ବନ୍ଧୁଗଣ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜ ମନର ମଣିଷର ଆସିବା ବାଟକୁ ଅପେକ୍ଷା କରି ବସିଥାନ୍ତି । ଯେଉଁ ସମୟରେ ତାଙ୍କୁ ନିଜର ମନର ମଣିଷ ମିଳିଯାଇଥାଏ, ତାଙ୍କର ଆନନ୍ଦ ର ସୀମା ରହିନଥାଏ, ସେମାନେ ସର୍ବଦା ଚାହିଁଥାନ୍ତି ଯେ ତାଙ୍କ ପାର୍ଟନର ସଦାସର୍ବଦା ତାଙ୍କ ପାଖେ ରହିଥାନ୍ତୁ ।

ତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବାକୁ ସେ ବହୁତ ଭଲ ପାଇଥାନ୍ତି । ଆଜିଭଳି ଦିନରେ ଗୋଟିଏ ସଚ୍ଚା ଜୀବନ ସାଥି ମିଳିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ସଚ୍ଚା ଜୀବନ ସାଥି ଏଭଳି ହୋଇଥାନ୍ତି ଯେ, ଆଗାମୀ ଜୀବନରେ ଜନ୍ମ ଜନ୍ମାନ୍ତର ସାଥି ହେବାକୁ ପାଦରେ ପାଦ ମିଶାଇ ଚାଲିଥାନ୍ତି । ମାତ୍ର ପ୍ରେମ ଯଦି ପ୍ରତାରଣା ଏବଂ ଧୋକା ର ବିଷୟ ବସ୍ତୁ ହୁଏ ତେବେ ତାହା ମୁଣ୍ଡ ବଥାର କାରଣ ପାଲଟି ଯାଇଥାଏ । ପ୍ରେମକୁ ନେଇ ଆପଣଙ୍କର ମତାମତ କଣ କମେଣ୍ଟ କରି ଜଣାଇବେ ।

Leave a Reply

Your email address will not be published. Required fields are marked *