ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରି ର ଖାସ ମହତ୍ଵ ରହିଛି ଆମ ହିନ୍ଦୁ ଧର୍ମରେ । ଶିବ ପୁରାଣ ଅନୁଯାୟୀ ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦ୍ଦସୀ କୁ ଜାଗର ପର୍ବ ମନା ଯାଇଥାଏ । ମାନ୍ୟତା ଅଛି ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜା ଅର୍ଚ୍ଚନା କରିଲେ ମହାଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଚଳିତ ବର୍ଷ ଫେବୃଆରି 18 ଶନିବାର ଦିନ ପଡୁଛି ମହାଶିବରାତ୍ରି । ଭଗବାନ ଶିବଙ୍କୁ ସମର୍ପିତ ଜାଗର ପର୍ବ ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଖାସ ରହିବାର ଅଛି । ଆଜି ଆମେ ଆପଣଙ୍କୁ ସେମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଭାଗ୍ୟଶାଳୀ ଅଟନ୍ତି ।
ମେଷ ରାଶି : ଜ୍ଯୋତିଷ ଗଣନା ଅନୁଯାୟୀ ମେଷ ରାଶିର ଲୋକଙ୍କ ପାଇଁ ମହା ଶିବରାତ୍ରି ବିଶେଷ ଖାସ ରହିବ । ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କର କୃପା ବର୍ଷା ହେବ । ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ହେବ । ଚାକିରିରେ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାରୀଙ୍କୁ ଧନ ଲାଭ ହେବ ।
ବୃଷ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ 2023 ମହା ଶିବରାତ୍ରି ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଲାଭକାରୀ ରହିବ । ଏହି ସମୟରେ ଚାକିରିରେ ପ୍ରମୋସନ ମିଳିବାର ସମ୍ଭାବନା ବଢିପାରେ । ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ । ଭୌତିକ ସୁଖ ସାଧନାରେ ବୃଦ୍ଧି ହେବ ।
ମିଥୁନ ରାଶି : ଜ୍ଯୋତିଷ ଅନୁସାରେ 2023 ବର୍ଷରେ ଆପଣଙ୍କ ପାଇଁ ଜାଗର ପର୍ବ କୌଣସି ବରଦାନ ଠାରୁ କମ ନୁହେଁ । ଏହି ସମୟରେ ମହାଦେବଙ୍କ କୃପାରୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେବ । ଘରେ ବଡ ଖୁସି ଖବର ଆସିବାର ପ୍ରବଳ ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ଅଛି ।
ଧନୁ ରାଶି : ଜ୍ଯୋତିଷ ଅନୁଯାୟୀ ଏହି ବର୍ଷ ମହା ଶିବରାତ୍ରିରେ ଏହି ରାଶିର ଲୋକ ଖୁବ ଭାଗ୍ୟଶାଳୀ ରହିବେ । ଏହି ସମୟରେ ମନର ବିଶେଷ ଇଚ୍ଛା ପୂର୍ତ୍ତି ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବା କାରଣରୁ ମନ ଖୁସି ରହିବ ।
ତୁଳା ରାଶି : ଜ୍ଯୋତିଷ ଅନୁଯାୟୀ ତୁଳାରାଶିର ବ୍ୟକ୍ତିଙ୍କ ପାଇଁ ଜାଗର ପର୍ବ ବହୁତ ମହତ୍ଵ ପୂର୍ଣ୍ଣ ସାବ୍ଯସ୍ତ ହେବ । ଭୋଳାନାଥଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସୁବିଧାରେ ବୃଦ୍ଧି ହେବ । ମନୋକାମନା ପୁରା ହବେ । ବ୍ୟାପାରୀ ବର୍ଗଙ୍କୁ ଭଲ ଧନ ଲାଭ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
କୁମ୍ଭ ରାଶି : 2023 ବର୍ଷରେ କୁମ୍ଭ ରଶିଙ୍କ ପାଇଁ ମହା ଶିବରାତ୍ରି ପର୍ବ ବହୁତ ଖାସ ରହିବାର ଅଛି । ଏହି ସମୟରେ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବେରୋଜଗାର ଜାତକ ଙ୍କୁ ଚାକିରିର ନୂଆ ଅବସର ମିଲିବାର ସମ୍ଭାବନା ଅଛି । ଅଚାନକ ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।