February ରୁ ବଡ ପରିବର୍ତ୍ତନ ! ବଦଳିଯିବ ଏହି ସବୁ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଓ ବଜେଟ ଉପରେ କିପରି ରହିବ ଏହାର ପ୍ରଭାବ

ଫେବୃଆରୀ ମାସରେ ହେବା ପାଇଁ ଯାଉଛି ବଡ ପରିବର୍ତ୍ତନ ଏହା ପାଇ ଅନେକ ଲୋକଙ୍କ ପକେଟ ଉପରେ ଶିଧା ସଳଖ ଭାବେ ପ୍ରଭାବ ପଡିବା ପାଇ ଯାଉଛି କାରଣ ହେଉଛି କି ଯେତେବେଳେ ଭି ଯେଉଁ ଭଳି ନିୟମ ନାମ ବଦଳିଛି । ଏହା ଗ୍ରାହକ ମାନଙ୍କୁ ବହୁତ ପ୍ରଭାବିତ କରିଥାଏ । ଆପଣ ମଧ୍ୟ ଜାଣି ଥିବେ କି ଯେବେ ନିୟମ ରେ ପରିବର୍ତ୍ତନ ଆସିଛି ଅନେକ ଜାଗାରେ ଏହାର ଦରଦାମ ମଧ୍ୟ ବଢିବାରେ ଲାଗିଛି ।

ଯଦି ଆମେ ଜାଣି ପାରିବା ତ ଆମେ ଏହା ମଧ୍ୟ ଦେଖି ପାରିବାକି ଅନେକ ଗରିବ ଓ ମଧ୍ୟବିତ ପରିବାର ଏହା ପାଇଁ ଅନେକ ଅସୁବିଧା ଭୋଗ କରିଛନ୍ତି । ତେବେ ଏବେ ପୁଣି SBI ବାଙ୍କ ନିଜର ନୂଆ ଅନିୟମ କରିବା ପାଇ ଯାଉଛି ଯାହାକୁ ଶୁଣିବା ପରେ ଆପଣଙ୍କ ହୋସ ଉଡି ଯାଇ ପାରେ ।

SBI କରୁଛି ବଡ ପରିବର୍ତ୍ତନ ଜାତୀୟ ଗଣ ମାଧ୍ୟମ ସୂତ୍ରରୁ ଜଣା ପଡିଛି କି ଏଣିକି ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡିବ SBI ବାଙ୍କ ଯଦି IMPS ଦ୍ଵାରା ଟଙ୍କା ପଠାଇବା ଖୁବ ମହଙ୍ଗା ପଡିପାରେ । ଆପଣ ଯଦି 2,00,000 ଟଙ୍କାରୁ 5,00,000 ଟଙ୍କା ଯାଏ ଟ୍ରାନ୍ସଫର କରାଇବେ ତେବେ ଏହା ଆପଣଙ୍କ ପକେଟ କୁ ହାଲୁକା କରି ଦେବ ।

ଏହା ସହ BOB ରେ ମଧ୍ୟ କିଛି ନିୟମ ବଦଳିଛି ଏଣିକି ଚେକ ଲଗାଇବା ସହଯ ହେବ ନି । ଆପଣ ଯଦି ଚେକ କାହାକୁ ଦେଉଛନ୍ତି କିମ୍ବା ଚେକ କାହା ପାଖରୁ ଆଣୁଛନ୍ତି ତେବେ ସେ ଚେକ ର ସମ୍ପୁର୍ଣ୍ଣ ବିବରଣୀ ଦେବା ପରେ ଯାଇକି ଆପଣ ନିଜ ଚେକ ଲଗାଇବେ । ନହେଲେ ଏହା ଭାଲିଡ ହେବନି ।

ଆପଣ ସବୁ ପ୍ରକାର ସୂଚନା ଦେବା ପରେ ଯାଇକି ଏହା କ୍ଲିୟର ହେବ ଆପଣଙ୍କ ଚେକ । ଯଦି ଆପଣ 10,00000 ଟଙ୍କା ଉପରେ ଆପଣ ଯଦି ଚେକ ଲେନ ଡେନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସହଜ ହୋଇବ ଏହା ପାଇଁ ଆପଣ କେବେହେଲେ ନିଜର ଚେକ ର ସମ୍ପୁର୍ଣ୍ଣ ବିବରଣୀ ଦେବା ଆବଶ୍ୟକ ନାଇ ବୋଲି କୁହାଯାଇଛି ।

ଏହାର ଅର୍ଥ ଛୋଟ ବ୍ୟବଶାୟ ହୁଅନ୍ତୁ କିମ୍ବା ବଡ ବ୍ୟବସାଇ ହୁଅନ୍ତୁ ଚେକ ଲଗାଇବା ବେଳେ ଏହାକୁ କ୍ଲିୟର କରିବା ନିଶ୍ଚିତ ଭାବେ ଭଲ ନିୟମ କୁ ଜାଣିକି କରିବା ଆବଶ୍ୟକ ଅଟେ । ଏହା ପରେ ଆସେ PNB ଏହି ବ୍ଯାଙ୍କ ମଧ୍ୟ କିଛି ନିୟମ ପରିବର୍ତ୍ତନ କରିଛି ।

ଏହି ବ୍ଯାଙ୍କ ଅନୁସାରେ ଆପଣ ଟଙ୍କା ସଠିକ ଭାବେ ରଖି ନାହାଁନ୍ତି କିମ୍ବା ଆପଣ ଯଦି ନିଜ ଲୋନ ଦେବାରେ ଡେରି କରୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ମହଙ୍ଗା ପଡିବ 250 ତାଙ୍କ ଅଲେଖାଏ ଫାଇନ ଗଣିବା ପାଇଁ ପଡିବ ଆପଣଙ୍କୁ ।

ଏହା ସହ ପ୍ରତେକ ମାସରେ ବଢୁଥିବା ଦରଦାମ ସହ ଗ୍ଯାସ ର ଦାମ ମଧ୍ୟ ବଢିବାରେ ଲାଗିବ । ଏବେ କେନ୍ଦ୍ର ବଜେଟ ର ସବୁ କାଗଚ ପ୍ରସ୍ତୁତ କରା ଯାଉଥିବା ଅବେଳେ ଏହା ସିଲିଣ୍ଡର ଉପରେ ମଧ୍ୟ ପ୍ରଭାବ ପକାଇ ପାରିବ । ଏହା ସହ 2022 ଓ 2023 ର ବଜେଟ ସାଂସଦ ରେ ପ୍ରସ୍ତୁତ ହେବା ପାଇଁ ଯାଉଛି ଏହାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତା ରମଣ ତେବେ ଏହା କଣ ନୂଆ ଦିନ ଦେଖାଇବ ଦେଖିବା ବାକି ରହିଲା । ଏହାର ପ୍ରଭାବ ସିଧା ସଳଖ ଭାବରେ ସଭିଙ୍କ ଉପରେ ନିଶ୍ଚିତ ଭାବେ ପଡିବ ।

Leave a Reply

Your email address will not be published. Required fields are marked *