ବନ୍ଧୁଗଣ ମୋବାଇଲରେ ପ୍ଲେନର ୱିଣ୍ଡୋ ସିଟ ରେ ବସି କରୁଥିଲେ ଲାଇଭ । ଉପରୁ ବାହାରର ରୋମାଞ୍ଚକ ଦୃଶ୍ୟକୁ ଲାଇଭ ମାଧ୍ୟମରେ ସମସ୍ତଙ୍କୁ ଦେଖାଉଥିଲେ । ବିମାନ କର୍ତ୍ତୁପକ୍ଷ କହିବା ପରେ ବି ଶୁଣି ନ ଥିଲେ । ବେଖାତିର ଭାବେ ମୋବାଇଲକୁ ଫ୍ଲାଇଟ ମୋଡ ନ କରି ଇଣ୍ଟରନେଟ ବ୍ୟବହାର କରୁଥିଲେ । ଆଉ ତା ପରେ ଯାହା ହେଲା ପୁରା ଦୁନିଆ ଦେଖିଲା । ସମୟ ଥିଲା ଜାନୁଆରୀ 15 ତାରିଖ ଦିନ 12ଟା ।
ଏଟି ଏୟାର ଲାଇନ୍ସ ଏଟିଆର-72 ବିମାନରେ ଯାତ୍ରୀ ମାନେ ନେପାଳର କାଠମାଣ୍ଡୁରୁ ବସି ବୋଖରା ଅଭିମୁଖେ ଉଡାଣ ଭରିଥିଲେ । ବିମାନରେ ଥିଲେ 68 ଜଣ ଯାତ୍ରୀ ଓ 4 ଜଣ ବିମନର କୃ ମେମ୍ବର । ସମସ୍ତଙ୍କୁ ମିଶାଇ ମୋଟ 72 ଜଣ ଥିଲେ । ବିମାନରେ ସମସ୍ତଙ୍କୁ ନିଜ ଫୋନକୁ ଫ୍ଲାଇଟ ମୋଡ ଅନ କରି ବ୍ୟବହାର କରିବାକୁ କୁହାଯାଇଥିଲା । ହେଲେ କିଛି ଯାତ୍ରୀ ଫ୍ଲାଇଟ ମୋଡ ଅନ ନ କରି ଯାତ୍ରା କରିଥିଲେ ।
ହେଲେ ସମସ୍ତଙ୍କ ଖୁସି ଅଧା ରହିଗଲା । ହଠାତ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି । ଆକାଶରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନ ତାର ନିୟନ୍ତ୍ରଣ ହରାଇ ସିଧା ଆକାଶରୁ ତଳକୁ ଖସି ପଡିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେବେ ବିମାନଟି ତାର ନିୟନ୍ତ୍ରଣ ହରାଇଲା ସେତେବେଳେ ବିମାନରେ ଥିବା 72 ଜଣଙ୍କର ଅ-କା-ଳ-ରେ ମୃ-ତ୍ୟୁ ହୋଇଗଲା ।
ଏହା ଏଥିପାଇଁ ହେଲା କାରଣ ପ୍ଳେନ ଭିତରେ ଅନ ନ ଥିଲା ଫ୍ଲାଇଟ ମୋଡ । ଯେଉଁ କାରଣରୁ ପାଇଲଟ ଓ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ହୋଇ ନ ଥିଲା । ସମ୍ପର୍କ ହେବାରୁ ପାଇଲଟ ଜଣକ ବିମାନେ କଣ ଅସୁବିଧା ହେଉଛି ତାହା କହିପାରି ନ ଥିଲେ । ଯେଉଁଥି ପାଇଁ ପ୍ଳେନ ଟି ସିଧା ଆକାଶରୁ ତଳକୁ ଖସି ପଡିଥିଲା । ତେବେ ଏହି କଥା ସେତେବେଳେ ସାମନା କୁ ଆସିଲା ଯେବେ ବିମାନ ଭିତରେ ବସିଥିବା ଜଣେ ଯାତ୍ରୀଙ୍କର ଲାଇଭ ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠିବ କଣ ଫ୍ଲାଇଟ ମୋଡ ଅନ ନ ହେଲେ ଦୁର୍ଘଟଣା ହୋଇପାରେ । ତେବେ ଜାଣି ରଖନ୍ତୁ ପ୍ଳେନ ରେ ଯାତ୍ରା କରୁଥିବା ସମୟରେ ଫ୍ଲାଇଟ ମୋଡ କୁ ଅନ ନ କରିବା ତେବେ ମୋବାଇଲର ସିଗନାଲ କମ୍ୟୁନିକେଶନ ସିଷ୍ଟମ କୁ ବହୁଳ ମାତ୍ରା ରେ ପ୍ରଭାବିତ କରିଥାଏ । ଏହି କାରଣରୁ ବିମାନ ଉଡାଉଥିବା ପାଇଲଟ ଙ୍କୁ ଅନେକ ପ୍ରକାରର ସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ ।
ପ୍ଳେନ ରେ ଯାତ୍ରା ସମୟରେ ପାଇଲଟ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ରେ ରହିଥାଏ । ଯଦି ଫୋନ ର ଫ୍ଲାଇଟ ମୋଡ ଅନ ନ ରହିବ ତେବେ ପାଇଲଟ ଙ୍କୁ ସୂଚନା ମିଳିବାରେ ଅସୁବିଧା ହୁଏ ଯାହା ଏଟିଆର-72 ବିମାନରେ ହୋଇଥିଲା । ତେବେ ଫୋନ ରେ ଫ୍ଲାଇଟ ମୋଡ ଅନ ଥିଲେ ରେଡିଓ ଫ୍ରିକ୍ଯୁଂସୀ ରେ ଅସୁବିଧା ହୁଏ । ତେଣୁ ଫ୍ଲାଇଟ ମୋଡ ଅନ କରିବା ଅନୁଚିତ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।