ବନ୍ଧୁଗଣ ସକାଳର ସମୟ ଦେବୀ ଦେବତା ମାନଙ୍କର ପ୍ରିୟ ମାନା ଯାଇଥାଏ । ଏହି ସମୟରେ କିଛି ମହତ୍ତ୍ଵ ପୂର୍ଣ୍ଣ କାମ କରିବା ଉପାୟ କରି ଭଗବାନଙ୍କୁ ପ୍ରସନ୍ନ କରିବା ବହୁତ ଆବଶ୍ୟକ ହୋଇଥାଏ । ସବୁ ମଣିଷ ଚାହିଁ ଥାନ୍ତି କି ଧନର ଦେବୀ ମା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ରୁହନ୍ତୁ । ଓ ମା ଙ୍କର କୃପା ସବୁବେଳେ ଘର ପରିବାର ଉପରେ ରହୁ । ଏମିତିରେ ଦେଖିବାକୁ ଗଲେ ସକାଳର ସମୟ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବୋତ୍ତମ ଉପାୟ ଅଟେ ।
ସବୁ ଦିନ ସକାଳୁ ସ୍ନାନ କରିବା ପରେ ଯଦି ଆପଣ ମାନେ ଏହି ଗୋଟେ ଉପାୟ କରନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିବା ସହ ଧନର ବର୍ଷା କରିଥାନ୍ତି । ଘରେ କେବେ ବି ଧନର ଅଭାବ ରୁହେ ନାହି । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ତେବେ ଯେଉଁ ଘରେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ନିୟମିତ ଭାବେ ପୂଜା ହୁଏ ସେଠାରେ ଧନର ଭଣ୍ଡାର ପରି ପୂର୍ଣ୍ଣ ହୁଏ । ଘରର ଆର୍ଥିକ ସ୍ଥିତି ବଜାୟ ରଖିବା ପାଇଁ ସକାଳୁ ସ୍ନାନ କରିବା ପରେ କବାଟ ରେ ମା ଲକ୍ଷ୍ମୀ ଙ୍କ ଚରଣ ଚିହ୍ନ ଆଙ୍କନ୍ତୁ ।
ମା ଲକ୍ଷ୍ମୀ ଙ୍କର ନାଲି ରଙ୍ଗ ବହୁତ ପ୍ରିୟ ହୋଇଥାଏ । ତେଣୁ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ନାଲି କୁଙ୍କୁମ ରେ ପ୍ରତି ଦିନ ସକାଳୁ ସ୍ନାନ କରିବା ପରେ କବାଟ ରେ ଆଙ୍କି ଦିଅନ୍ତୁ । ଏହା ସହ ଘରର ମୁଖ୍ୟ ଦ୍ଵାରା କୁ ନାଲି ରଙ୍ଗର ଫୁଲରେ ସଜାଇବା ବହୁତ ଶୁଭ ମାନା ଯାଇଥାଏ । ମା ଲକ୍ଷ୍ମୀ ଙ୍କ ଚରଣ ଚିହ୍ନ ଦ୍ବାରର ବାହାର ପଟେ ଆଂକିବା ବହୁତ ଶୁଭ ମାନା ଯାଇଥାଏ । ଧ୍ୟାନ ରଖିବେ ମା ଲକ୍ଷ୍ମୀ ଙ୍କ ଚରଣ ଚିହ୍ନ ଏମିତି ବନାଇବେ ଯେମିତି ଘରର ଭିତରୁ ପଟୁ ଆସିବାକୁ ଲାଗିଥିବ ।
ତେବେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ଆଂକିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବା ସହ ଧନ ଧାନ୍ୟ ରେ ପରି ପୂର୍ଣ୍ଣ ହୋଇଯାଏ । ଏଭଳି କ୍ଷେତ୍ର ରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ବ୍ୟକ୍ତି ପରେ ନିଜର ଅପାର କୃପା ବର୍ଷାଇ ଥାନ୍ତି । ତେବେ ଆପଣ ମାନେ ଯଦି ନିଜ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ଚାହୁଁ ଛନ୍ତି ତେବେ ପ୍ରତି ଦିନ ସକାଳେ ନିହାତି ଏହି ଉପାୟ କୁ କରନ୍ତୁ ।
ଦେଖିବେ ଆପଣଙ୍କ ଜୀବନରେ ଖାଲି ଖୁସି ହିଁ ଖୁସି ଆଗମନ ହେବ । ଏହା ସହ ବ୍ୟକ୍ତି ଜୀବନରେ ଅନେକ ସଫଳତା ହାସଲ କରିବାରେ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।