ଆଜିକାଲି ସାଧାରଣତ ପ୍ରାୟ ଲୋକଙ୍କ ଠାରେ ଗ୍ଯାସ ସମସ୍ଯା ଅଧିକ ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟର ଅନିୟମିତତା ଯୋଗୁ । ତେବେ ଡାକ୍ତରଙ୍କ କହିବା ଅନୁସାରେ ଗ୍ୟାଷ୍ଟିକ ରୋକିବା ନିଜେ ହାତରେ ରହିଥାଏ । ଗ୍ୟାଷ୍ଟିକର ୩ ପ୍ରକାରର ରୋଗ ରହିଛି । ସେଗୁଡିକ ହେଉଛି ଆକ୍ୟୁଟ ଡିଜିଜ, ଫାଟାଲ ଡିଜିଜ ଓ କ୍ରୋନିକ ଡିଜିଜ । ଆକ୍ୟୁଟ ଡିଜିଜ ହେଉଛି ଥଣ୍ଡା, ଜ୍ଵର ବା ଝାଡା ହେଲେ ଆମ ଶରୀରରେ ଜଳିୟ ଅଂସ କମ ହୋଇଯାଏ ।
ସାଧାରଣତ ୩ରୁ ୪ ଦିନ ଥଣ୍ଡା ବା ଜ୍ଵର ହେଲେ ଆମ ଶରୀର ଦୁରବଲ ହୋଇଯାଏ । ଏହି ସମୟରେ ଆମେ କିଛି ଖାଇବାକୁ ଇଚ୍ଛା କରି ନ ଥାଉ । ଯାହା ଦ୍ଵାରା ଖାଲି ପେଟରେ ରହିବା ଦ୍ଵାରା ଅଧିକ ଗ୍ଯାସ ହୋଇଯାଏ । ସ୍କିନ ଜନିତ କୌଣସି ରୋଗ ଦେଖାଗଲେ ଏହା ଆମ ଶରୀରରୁ ଟକ୍ସିନକୁ ବାହାର କରିଥାଏ ।
କ୍ରୋନିକ ଡିଜିଜ ହେଉଛି ଡାଇବେଟିସ, ଉଚ୍ଚ ରକ୍ତଚାପ ଇତ୍ୟାଦି । ଠିକ ସେହିଭଳି ଗ୍ଯାସ ମଧ୍ୟ ହେଉଛି କ୍ରୋନିକ ଡିଜିଜ । ଯଦି ଗ୍ଯାସ ସମସ୍ଯା ୨ରୁ ୩ ଦିନ ରହେ ତେବେ ଏହା ସାଧାରଣ ହୋଇଥାଏ । କିନ୍ତୁ ଅଧିକ ଦିନ ଯାଏଁ ରହିଲେ ଏହା ଶରୀର ଉପରେ ଖରାପ ପରଭାବ ପକାଇଥାଏ ।
ଏଥିପାଇଁ ସକାଳ ସମୟରେ କେତେ ସମ୍ଭବ ପାଣିର ସେବନ କରିବା ଉଚିତ । ଖାଇବା ସମୟରେ ଲଞ୍ଚ ସମୟରେ ଦହି ଆଡ କରିବା ଉଚିତ । ଏହା ସହ ରାତିରେ ଶୋଇବା ପୂର୍ବରୁ କ୍ଷୀର ର ସେବନ କରିବା ଉଚିତ । କିନ୍ତୁ ଅଧିକ ଗ୍ଯାସ ହେଉଥିଲେ କ୍ଷୀର ପିଇବା ଉଚିତ ନୁହେଁ ।
ଏହା ସହ ନିଜକୁ ମାନସିକ ଚିନ୍ତା ରୁ ଦୂରେଇ ରଖନ୍ତୁ । ଅଧିକ ଚିନ୍ତା ବା ତେନସନ ରହିଲେ ଗ୍ଯାସ ସମସ୍ୟା ଧିକ ଦେଖା ଯାଇଥାଏ । ଯାହା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ରାତିରେ ଠିକ ସମୟରେ ଶୋଇବା ଓ ସକାଳ ଜଲ୍ଦି ଉଠିବା ଦ୍ଵାରା ଜରୁରୀ ହୋଇଥାଏ । ଏହା ବ୍ୟତୀତ ସକାଳେ ବ୍ୟାୟାମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଆମେ ନିଜର ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ କରିବା ଉଚିତ ।
ଏହା ସହ ଫିଜିକାଲ ଏକ୍ସସାଇଜ କାରିୟବା ନିହାତି ଜରୁରୀ ଅଟେ । ଏହା ବ୍ଯତୀତ ନିଜର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଯେମିତିକୀ ଅଧିକ ତେଲ ଜାତୀୟ ଖାଦ୍ଯ, ଜଙ୍କ ଫୁଡ ବା ମଇଦା ଜାତୀୟ ଖାଦ୍ଯ ର ସେବନ କରିବା ଅନିବାର୍ଯ୍ୟ ଅଟେ । ଯେତେ ସମ୍ଭବ ଫଳ ଓ ସାଲାଟ ର ସେବନ କରିବା ଉଚିତ । ନିଜର ଖାଦ୍ୟ ଉପରେ ସନ୍ତୁଳନ ରକ୍ଷା କରିବା ଦ୍ଵାରା ଗ୍ଯାସ ସମସ୍ଯା କମ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।