677 ବର୍ଷ ପରେ ଗୁରୁ ପୁଷ୍ୟା ମହାସଂଯୋଗ ଧନତେରସ ପୂର୍ବରୁ ଘରକୁ ଆଣନ୍ତୁ ଏହି 5ଟିରୁ କୌଣସି 1 ଜିନିଷ… ହେବ ଧନର ବର୍ଷା

କାର୍ତ୍ତିକ କୃଷ୍ଣ ପକ୍ଷ ର ତ୍ରୟଦୋଶୀ ରେ ଧନତେରସ ପାଳନ କରାଯାଏ । ତ୍ରୟଦଶୀକୁ ଧନତେରସ ଜୟନ୍ତୀ ମଧ୍ୟ କୁହାଯାଏ । ଧନତେରସରେ ଘରକୁ କିଛି ନୂଆ ଜିନିଷ ଆଣିବାର ମାନ୍ୟତା ରହିଛି । କାରଣ କୌଣସି ନୂଆ ବସ୍ତୁ ବା ଜିନିଷ ଆଣିବା ଦ୍ଵାରା ଘରେ ସୁଖ ପ୍ରଭାବ ରହିବା ସହ ଧାନର ମଧ୍ୟ ଆଗମନ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜା ଆ-ରା-ଧ-ନା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଧନତେରସ ରେ ଘରକୁ କେଉଁ ଜିନିଷ ଗୁଡିକ ଆଣିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଚଳିତ ବର୍ଷ ନାମଭେମ୍ବର ୩ ରେ ଧନତେରସ ପଡିବାକୁ ଯାଉଛି । ଏହି ଦିନ ଅନେକ ବର୍ଷ ପରେ ମହା ସଂଯୋଗ ଘଟିବା ହେତୁ ପୂଜା ଅର୍ଚ୍ଚନା କରିଲେ ବହୁତ ଭଲ ଫଳ ପ୍ରାପ୍ତ ହେବ । ଏହି ଦିନ ଭଗବାନ କୁବେର ଓ ଧନତେରିଙ୍କ ପ୍ରତିମା ଘରେ ସ୍ଥାପନ କରିଲେ ଶୁଭ ହୋଇଥାଏ । ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରିବା ଉଚିତ । ପୂଜାରେ ଭଗବାନ କୁବେରଙ୍କୁ ମିଠା ଭୋଗ ଲଗାଇବା ଉଚିତ । ଏହି ଦିନ ଯମ ଦେବତାଙ୍କ ନାଁ ରେ ଦୀପ ଲଗାଇବା ଉଚିତ ।

ଘରେ ସୁଖ ଶାନ୍ତି ସହ ଧନର ଅଭାବ ନ ରହିବା ପାଇଁ ଏହି ଦିନ କିଛି ଖାସ ଜିନିଷ କିଣିବା ଶୁଭ ବୋଲି ମାନ୍ୟତା ରହିଛି । ଏହି ଦିନ କୌଣସି ଚାନ୍ଦି ଜିନିଷ କିଣିବା ଦ୍ଵାରା ଶୁଭ ହୋଇଥାଏ । ଆପଣ ନିଜ ସାମର୍ଥ୍ୟ ଅନୁସାରେ କୌଣସି ଚାନ୍ଦି ଜିନିଷ କିଣି ପାରିବେ । ଏହି ଚାନ୍ଦି ବସ୍ତୁକୁ ମା ଲକ୍ଷ୍ମୀଙ୍କ ପାଖରେ ଦୀପାବଳି ଦିନ ପୂଜା କରନ୍ତୁ । ଗୋମତୀ ଚକ୍ର ଏହି ଦିନ କିଣିଲେ ଘରେ ସୁଖ ସମୃଦ୍ଧି ରହିବା ସହ ଧନର ବର୍ଷା ହୋଇଥାଏ । ଏହି ଦିନ କଉଡି ଘରକୁ କିଣି ଆଣିଲେ ଶୁଭ ମାନାଯାଏ ।

କଉଡି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରିବା ଦ୍ଵାରା ଘରେ କେବେ ବି ଧନର ଅଭାବ ରହେ ନାହି । ଏହି ଦିନ ସନ୍ଧ୍ୟା କାଳରେ ପୂଜା କରିବା ଶୁଭ ବୋଲି ମାନାଯାଏ । ପୂଜା ରେ ଭଗବନା ଧନତେରିଙ୍କୁ ହଳଦିଆ ମିଠା ଭୋଗ ଲଗାଇବା ଉଚିତ । ସବୁ ପୂଜା ଜିନିଷ ଅର୍ପିତ କରି ସବୁ ଭଗବାନଙ୍କର ଆରତି କରିବା ଉଚିତ । ସାବୁ ଧନିଆ ଧନତେରସର ପ୍ରତୀକ ବୋଲି ମାନାଯାଏ । ଯଦି ଏହି ଦିନ ସାବୁ ଧନିଆର ବୀଜ କିଣି ଆଣି ମା ଲକ୍ଷ୍ମୀଙ୍କ ପୂଜା ସ୍ଥଳରେ ସ୍ଥାପନ କରାଯାଏ ତେବେ ଧନର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *