ବନ୍ଧୁଗଣ ଆଜିର ସମୟରେ ମସା, ମାଛି, ପିମ୍ପୁଡି, ଉଈ, ଅସରପା ଘରେ ଅନେକ ମାତ୍ରାରେ ଦେଖା ଯାଉଛନ୍ତି । ଏହି କାରଣରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ମଧ୍ୟ ହେଉଛି । ଗୋଟେ ଘରେ ଆମେ ଯେମିତି ପରିବାର ଭଳି ରହିଥାଉ କିନ୍ତୁ ଅସୁବିଧା ଏହା ଥାଏ କି ମାସ, ମାଛି ଓ ଉଈ ଘରେ ରହି ଘରର ବାତାବରଣକୁ ଖରାପ କରିଥାନ୍ତି । ରେଷ୍ଟ ନେବା ସମୟରେ ମସା ହଇରାଣ କରିବା ସହ ପିମ୍ପୁଡି ଅଧିକ ହୋଇଥାଏ । ଯାହା ପାଇଁ ପରିବାର ଭିତରେ କଳହ ଦେଖା ଯାଇଥାଏ ।
ଆଜି ଆମେ ଆପଣଙ୍କୁ ଏହି ସବୁ କୀଟ ମାନଙ୍କ ଠାରୁ ରକ୍ଷା ପାଇବାକୁ କେଉଁ ଉପାୟ କରିବେ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଘରେ ଅଧିକ ପିମ୍ପୁଡି ହେଉଛନ୍ତି ତେବେ ତା ଗାତରେ ଲେମ୍ବୁ ଫାଳେ ଲଗେଇ ଦିଅନ୍ତୁ । ଦେଖିଏ ପିମ୍ପୁଡି ନିଶ୍ଚୟ କମିଯିବେ । ଘରେ ଯଦି ମାସ ଅଧିକ ହେଉଛନ୍ତି ବା ବଢୁଛନ୍ତି ବା କାମୁଡିଛନ୍ତି ତେବେ ଘରେ ନିମ ବା ଝୁଣା ଧୂପ ଦେଲେ ମସା ଉତପାତ କମି ଜମିଠାଏ । ନିମ ପତ୍ର ପକାଇ ଝୁଣା ଦେଲେ ମସା ହୋଇ ନ ଥାଏ ।
ବ୍ୟବହାର ହେଉଥିବା ଚାହା ପତି କୁ ଶୁଖାଇ ଘରେ ରଖିଲେ ମାଛ ଘରୁ ବାହାରି ଯାଇଥାଏ । ବହୁତ ଲୋକଙ୍କର ମୂଲ୍ୟବାନ କାଠ ବା ଖଟ ବା ତେବଳ ଥାଏ ଆଉ ସେଠାରେ ଉଈ ଅଧିକ ଲାଗିଥାନ୍ତି । ଯଦି କୌଣସି ଜାଗାରେ ଅଧିକ ଓଦା ହୋଇଥାଏ ସେଠାରେ ଉଈ ହୁଙ୍କା ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଗୋ-ମୁତ୍ର ରେ କିଛି ନିମ୍ବ ପତ୍ର ଓ ମୋତିଆର ପତ୍ର ବାଟି ରଖି ଉଈ ହେଉଥିବା ସ୍ଥାନ ରେ ଢାଳି ଦିଅନ୍ତୁ । ଘରେ ସବୁବେଳେ ଅସରପା ଖାଇବା ଜିନିଷ ରେ ରହିଥାନ୍ତି । ଯାହା ପାଇଁ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଯାଇଥାଏ ।
ଯଦି ଅସରପା ଖାଦ୍ଯରେ ମଳତ୍ୟାଗ କରେ ତେବେ ଫୁଡ ପଇଜନ ଭଳି ସମସ୍ଯା ହୋଇଥାଏ । ଯଦି ଆପଣଙ୍କ ଘରେ ଅସରପା ଅଧିକ ଉତପାତ ହେଉଛନ୍ତି ତେବେ କିଛି କାକୁଡି ଚୋପା କୁ ରଖନ୍ତୁ । ଏହା ବାଦ ଏହି ସବୁ କୀଟ ରୁ ରକ୍ଷା ପାଇବା ପାଇଁ ପ୍ରଥମେ ଘରକୁ ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା ଘର ପୁରା ପରିଷ୍କାର ରହିବ ।
ବିଶେଷ କରି ମଶା ମାନେ ଅଧିକ ଘରେ ଦେଖା ଯାଉଛନ୍ତି । ତେଣୁ ନିଶ୍ଚୟ ସନ୍ଧ୍ୟା ସମୟରେ ଧୂପ ଦେବାକୁ ଚେଷ୍ଟା କରନ୍ତୁ । ଏହା ସହ ସନ୍ଧ୍ୟା ସମୟରେ ଘରର କବାଟ ବା ଝରକା ବନ୍ଦ ରଖନ୍ତୁ । ଏପରି କରିଲେ ମସା ଅଧିକ ହେବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।