ଘରକୁ ଆସୁଛନ୍ତି କି କାଉ ! ଭୟଙ୍କର କଥା ନିହାତି ଭାବେ ଜାଣନ୍ତୁ । Bayagita Tips

ବନ୍ଧୁଗଣ କାଉ ଏକ ସାଧାରଣ ପକ୍ଷୀ ମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷୀ ଅଟେ । ତେବେ ଏହି କାଉ ପକ୍ଷୀକୁ ନେଇ ମଧ୍ୟ ଅନେକ କଥା ପ୍ରଚଳିତ ରହିଛି । କାରଣ ଏହି କାଉ ଯଦି ଘରକୁ ଆସିଥାଏ । ତେବେ ଏହାର ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି । ତେବେ କାଉ କେଉଁ ସମୟରେ କ’ଣ କ’ଣ ସୂଚନା ଦେଇଥାଏ ଆସନ୍ତୁ ଏଠାରେ ଆଜି ଜାଣିବା ।

1- ସନ୍ଧ୍ଯା ସମୟରେ ଦକ୍ଷିଣ ପଶ୍ଚିମ ଦିଗକୁ ଉଡିଯାଉଥିବା କୌକୁ ଦେଖିଲେ । ଆଗାମୀ ସମୟର ବିପଦ ସୂଚନା ମିଳିଥାଏ । ହେଲେ ଯଦି କାଉଟି ଦକ୍ଷିଣ ପୂର୍ବ ଦିଗକୁ ଉଡିଯାଉଥାଏ । ତାହାକୁ ଶୁଭ ବୋଲି ବିଚାର କରାଯାଇଥାଏ । ଆଗକୁ କିଛି ଭଲ ହେବାର ଅଛି ବୋଲି ତାହା ସୂଚନା ଦେଇଥାଏ ।

2- ଉଡିଯାଉଥିବା କାଉର ଥଣ୍ଟରୁ ଯଦି ହାଡ କି ମାଂସ କାହାର ଶଯ୍ୟା ଉପରେ ଆସି ଖସି ପଡିଥାଏ । ତେବେ ଏହାକୁ ଜମାରୁ ଶୁଭ ବୋଲି ମାନାଯାଇନଥାଏ । ଏହା ଅଶୁଭ ସଂକେତ ହୋଇଥାଏ । ତେଣୁ ଏଥିପ୍ରତି ସାବଧାନ ରହିବା ଉଚିତ ।

3- କାଉଟିଏ ରାବି ରାବି ଯଦି ବ୍ୟକ୍ତିର ବାମ ଭାଗରୁ ଦକ୍ଷିଣ ଭାଗକୁ ଉଡିକି ଚାଲିଯାଇଥାଏ । ଏହାକୁ ଶୁଭ ବୋଲି ମାନାଯାଇଥାଏ । ଆଗାମୀ ସମୟରେ ଆପଣଙ୍କର କିଛି ମନବାଞ୍ଛା ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ଜାଣି ରଖିବା ଉଚିତ ।

4- କୌଣସି ସ୍ଥାନରେ ବା ଘର ଉପରେ ଯଦି ଏକାଠି ହୋଇ ଅଧିକ କାଉ ବସିକି ରାବିଥାନ୍ତି । ତେବେ ଏହା ଆଗକୁ ଆସୁଥିବା ବିପଦର ସୂଚନା ଦେଇଥାଏ ।

5- ପ୍ରାତଃ ସକାଳ ସମୟରେ ଯଦି ଗୋଟିଏ କାଉ ଉତ୍ତର ପୂର୍ବ ଦିଗରୁ ଉଡିଯାଉଥିବାର ଦୃଶ୍ୟ ଆପଣଙ୍କ ଆଖି ସାମ୍ନାକୁ ଚାଲି ଆସିଥାଏ । ଆପଣଙ୍କ ନିକଟକୁ ଖୁବ ଶୀଘ୍ର ନିକଟରେ କିଛି ଶୁଭ ସମାଚାର ମିଳିବାକୁ ଯାଉଛି ବୋଲି ଜାଣି ରଖନ୍ତୁ ।

6- କୌଣସି ବ୍ୟକ୍ତିଙ୍କ ଘରର ଛାତ ଉପରେ ଯଦି କାଉ ଆସି ବାରମ୍ବାର ରାବିଥାଏ । ତେବେ ଏହା ଅଶୁଭ ସଂକେତ ଦେଇଥାଏ ।

7- ଯଦି ଗୋଟେ କାଉ ଉଡି ଉଡି ଆସି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଆସି ବସିଯାଇଥାଏ । ତେବେ ଏହାକୁ ଅଶୁଭ ଲକ୍ଷଣ ବୋଲି ଧରାଯାଇଥାଏ ।

8- କାଉ ଦକ୍ଷିଣ ପଶ୍ଚିମକୁ ମୁହଁ କରି ରାବୁଥିଲେ । ଯେଉଁ ବ୍ୟକ୍ତି ଏହି ଦୃଶ୍ୟ ଦେଖେ। ସେହି ବ୍ୟକ୍ତିର ନିକଟ ଭବିଷ୍ୟତରେ ଧନପ୍ରାପ୍ତିର ଯୋଗ ରହିଥାଏ ।

ତେବେ କାଉର ଏହି ସବୁ ସଂକେତରୁ ଆମକୁ କିଛି ଶୁଭ ଆଉ କିଛି ଅଶୁଭ ସୂଚନା ମିଳିଥାଏ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ। ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *