Interesting GK Questions – ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା ଶବ ପାଖକୁ କଣ ପାଇଁ ଫେରିଆସେ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ବିବାହରେ ବର କୁ ନୋଟର ମାଳା କାହିଁକି ପିନ୍ଧାଯାଏ ?

ଉତ୍ତର- ଶୁଭ ମାନାଯାଏ

୨- ଏମିତି କଣ ଅଛି ଯାହାକୁ ଯେତେ ଲୁଟାଇଲେ ତାହା ସେତେ ବଢିଥାଏ ?

ଉତ୍ତର- ଜ୍ଞାନର ଖଜାନା

୩- ଭାରତର ଖୋଜା ଯାଇଥିବା ସବୁଠାରୁ ପୁରାତନ ସହରର ନାମ କଣ ?

ଉତ୍ତର- ହଡପ୍ପା

୪- ଏମିତି କେଉଁ କମ୍ପାନୀ ଯିଏ କର୍ମଚାରୀଙ୍କ ମୃତ୍ୟୁ ପରେ ସାଲାରି ଦେଇଥାଏ ?

ଉତ୍ତର- ଗୁଗଲ

୫- ଭାରତରେ କେଉଁ ରାଜ୍ୟରେ ଅଧିକ ବିଦ୍ୟାଳୟ ଅଛି ?

ଉତ୍ତର- ବିହାର

୬- ପ୍ରସାଦକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ବ୍ଲେଷ୍ଟ ଫୁଡ

୭- ଏମିତି କେଉଁ ଜୀବ ଅଛି ଯିଏ ଲଗାତାର ୩ ବର୍ଷ ଶୋଇଥାଏ ?

ଉତ୍ତର- ଘେଘା

୮- କୁକୁଡା ଆକାଶରେ କେତେ ସମୟ ଯାଏଁ ଉଡିପାରେ ?

ଉତ୍ତର- ୧୦ରୁ ୧୫ ସେକେଣ୍ଡ

୯- ଏମିତି କେଉଁ ଜୀବ ଅଛି ଯିଏ ନିଆଁରେ ବଞ୍ଚିପାରେ ?

ଉତ୍ତର- ମୋସ୍ଟ ପେନଲ୍ୟାଣ୍ଡ

୧୦- ଭାରତର ସବୁଠାରୁ ବଡ ଚିଡିୟାଘର କେଉଁ ଠାରେ ଅଛି ?

ଉତ୍ତର- କୋଲକାତା

୧୧- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ ହୋଇଥାଏ ?

ଉତ୍ତର- ଉତ୍ତର ପ୍ରଦେଶ

୧୨- କେବିସି ର ମାଲିକଙ୍କ ନାମ କଣ ?

ଉତ୍ତର- ଅମିତାଭ ବଚନ

୧୩- ତାରକ ମେହେତା ଓଲଟା ଚଷମାରେ ଜେଠାଲାଲଙ୍କର ସାଲାରି କେତେ ?

ଉତ୍ତର- ୧୫୦ଲକ୍ଷ

୧୪- ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା ଶବ ପାଖକୁ କଣ ପାଇଁ ଫେରିଆସେ ?

ଉତ୍ତର- ନିଜର ଭୁଲ କାମ ପାଇଁ

୧୫- ଭାରତର ପ୍ରଧାନମନ୍ତ୍ରୀ କେଉଁ ସିମ ବ୍ୟବହାର କରିଥାନ୍ତି ?

ଉତ୍ତର- ବୋଡାଫୋନ

୧୬- କେଉଁ ଦେଶର ଲୋକେ ସବୁଠାରୁ କମ ବୁଲିବାକୁ ଯାଇଥାନ୍ତି ?

ଉତ୍ତର- ଭୁଟାନ

୧୭- ଏକ ପେନ୍ସିଲରେ କେତୋଟି ଶବ୍ଦ ଲେଖା ଯାଇଥାଏ ?

ଉତ୍ତର- ୫୦ ହଜାର

୧୮- ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଆମେରିକା

୧୯- ନିମର ମଞ୍ଜିରୁ କେତେ ପ୍ରତିଶତ ତେଲ ମିଳିଥାଏ ?

ଉତ୍ତର- ୫୦ ପ୍ରତିଶତ

୨୦- ସନି ଲିୟୋନେଙ୍କ ଜନ୍ମ କେଉଁ ଦେଶରେ ହୋଇଥିଲା ?

ଉତ୍ତର- କାନାଡା

୨୧- ସବୁଠାରୁ ଅଧିକ ଗଛ ମାଟିରେ ଅଛି ନାଁ ସମୁଦ୍ର ଭିତରେ ଅଛି ?

ଉତ୍ତର- ସମୁଦ୍ର ଭିତରେ

୨୨- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ହୁଏ ନାହି ?

ଉତ୍ତର- କାଶ୍ମୀର

୨୩- କପଡାର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର- ୩୦୦୦୦ ବର୍ଷ ପୂର୍ବେ

୨୪- ସୁରେଶ ଯଦି ରୀନା ଙ୍କ ପିତା ହୁଅନ୍ତି ତ ସୁରେଶ ରୀନା ଙ୍କ ପିତାଙ୍କର କଣ ହେବେ ?

ଉତ୍ତର- ଶ୍ଵଶୁର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *