GK QUESTIONS – କେଉଁ ଇଂରାଜୀ ଶବ୍ଦରେ 45ଟି ଅକ୍ଷର ରହିଅଛି ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।

୧- ଭାରତ ସହିତ କେଉଁ ଦେଶର ସୀମା ଦୀର୍ଘତମ ଅଟେ ?

ଉତ୍ତର- ବାଂଲାଦେଶ

୨- ଭାରତର କେଉଁ ଦେଶ ମଧ୍ୟରେ ଆଡାମ ବ୍ରିଜ ଅବସ୍ଥିତ ଅଟେ ?

ଉତ୍ତର- ଶ୍ରୀଲଙ୍କା

୩- ତାଜମହଲର ନିର୍ମାଣ ଶେଷ ହେବା ପାଇଁ କେତେ ବର୍ଷ ସମୟ ଲାଗିଥିଲା ?

ଉତ୍ତର- ୨୨ ବର୍ଷ

୪- କିଏ ପ୍ରଥମେ ଭାଗବତ ଗୀତାକୁ ଇଂରାଜୀରେ ଅନୁବାଦ କରିଥିଲେ ?

ଉତ୍ତର- ଚାର୍ଲ୍ସ ବିଲ୍କିନ୍ସ

୫- ଭାରତରେ ପ୍ରକାଶିତ ହୋଇଥିବା ପ୍ରଥମ ଇଂରାଜୀ ଖବର କାଗଜ ର ନାମ କଣ ?

ଉତ୍ତର- ଦ ବେଙ୍ଗଲ ଗାଜେଟ

୬- ବି ଆର ଆମ୍ବେଦକରଙ୍କ ଜନ୍ମ ଓ ମୃତ୍ୟୁ ମସିହା କେତେ ?

ଉତ୍ତର- ୧୮୯୧ ରୁ ୧୯୫୬

୭- କେଉଁଠାରେ ଭାରତର ଦୀର୍ଘତମ ଓ ପୃଥିବୀର ଦିତୀୟ ଦୀର୍ଘତମ ସମୁଦ୍ର ତଟ ଅଟେ ?

ଉତ୍ତର- ମାରିବା ବିଚ

୮- ଆସାମ ବ୍ଯତୀତ କେଉଁ ରାଜ୍ୟ ମଧ୍ୟ ଦେଇ ବ୍ରାଂହପୁତ୍ରର ନଦୀ ପ୍ରବାହିତ ହେଉଅଛି ?

ଉତ୍ତର- ଅରୁଣାଚଳ ପ୍ରଦେଶ

୯- କିଏ ଭାରତର କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ସମୟ କାର୍ଯ୍ୟ କରିଛନ୍ତି ?

ଉତ୍ତର- ପବନ କୁମାର ଚାମଲିଙ୍ଗ

୧୦- ଲୋକସଭା ନିର୍ବାକହନ ଲଢିବା ପାଇଁ ଆବଶ୍ୟକୀୟ ସର୍ବ ନିମ୍ନ ବୟସ ସୀମା କେତେ ହେବା ଆବଶ୍ୟକ ?

ଉତ୍ତର- ୨୫ ବର୍ଷ

୧୧- ୨୦୦୭ ମସିହା ଟି-୨୦ ବିଶ୍ଵ କପ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟାନ ହୋଇଥିଲା । ଏହି ସିରିଜର ମ୍ୟାନ ଅଫ ଦ ସିରିଜ କିଏ ହୋଇଥିଲେ ?

ଉତ୍ତର- ସହିଦ ଆଫ୍ରିନ

୧୨- ରାବଣ ଦ୍ଵାରା ସୀତା ହରଣ ହେବା ପୂର୍ବରୁ କେଉଁ ରାକ୍ଷସୀର ନାକ କାନ କାଟି ଦେଇଥିଲେ ?

ଉତ୍ତର- ସୁପଣରେଖା

୧୩- ଭଗବାନ ରାମଚନ୍ଦ୍ରଙ୍କୁ କିଏ ଉପଦେଶ ଦେଇଥିଲେ ଯେ ଲଙ୍କାରୁ ମା ସୀତାଙ୍କୁ ଉଧାର କରିବା ପାଇଁ ସେ ସୁଗ୍ରୀବଙ୍କ ସହିତ ମିତ୍ରତା କରନ୍ତୁ ?

ଉତ୍ତର- ହନୁମାନ

୧୪- ଭାରତୀୟ ମୁଦ୍ରା ଗୁଡିକ ଦିଲ୍ଲୀ, କଲିକତା, ହାଇଦ୍ରାବାଦରେ ତିଆରି ହୁଏ । ମୁମ୍ବାଇରେ ତିଆରି ହେଉଥିବା ମୁଦ୍ରାରେ ମସିହା ତଳେ କେଉଁ ଚିହ୍ନ ଥାଏ ?

ଉତ୍ତର- ଡାଇମଣ୍ଡ ଚିହ୍ନ

୧୫- କେଉଁ ଦେଶ ନିକଟ ଅତୀତରେ ସର୍ବାଧିକ ଇଣ୍ଡ ରନେଟ ସ୍ପିଡ ୩୧୯ ତେରାବାଇଟ ପର ସେକେଣ୍ଡ ସୃଷ୍ଟି କରି ବିଶ୍ଵ ରେକର୍ଡ କରିଅଛି ?

ଉତ୍ତର- ଜାପାନ

୧୬- କେଉଁ ଇଂରାଜୀ ଶବ୍ଦରେ ୪୫ଟି ଅକ୍ଷର ରହିଛି ?

ଉତ୍ତର- ନିୟୁ ମୋନୋ ଅଲ୍ଟ୍ରା ମାଇକ୍ରୋ ସ୍କୋପି ସିଲିକୋ ଭୋଲକାନୋ କୋନିସିସ (pneumonoultramicroscopicsilicovolcanoconiosis )ଏହା ଏକ ପ୍ରକାର ରୋଗ ଯାହା ଫୁସଫୁସରେ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *