GK QUESTIONS – ମାରିଲେ ତାକୁ ବଞ୍ଚିଯାଏ, ନ ମାରିଲେ ସେ ମରିଯାଏ । କୁହ ତେବେ ସେ କିଏ ?

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଜରୁରୀ ଅଟେ । ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ପ୍ରାୟ ଲୋକ ମାନେ ଜାଣି ନ ଥାନ୍ତି । ବିଶେଷ କରି ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । ଯାହା ସେମାନଙ୍କ ପାଠ ରେ ନ ଥାଏ । କିଛି ଦେଶ ବିଦେଶର ଖବର ବିଷୟରେ ପ୍ରଶ୍ନ ପଚରା ଯାଇଥାଏ ଯାହା କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଯାହା ପାଇଁ କ୍ୟାଣ୍ଡେଟ ମାନେ ଭଲ ଚାକିରି ହରାଇଥାନ୍ତି ।

ଆମ ଜୀବନରେ ଏମିତି କିଛି ଘଟଣା ଦୁର୍ଘଟଣା ପ୍ରତି ଦିନ ଘଟୁଛି ଯାହା ବିଷୟରେ ଆମେ ଜାଣି ନ ଥାଉ କି ଜାଣି ମଧ୍ୟ ଅଣଦେଖା କରିଥାଉ । ଯାହା ଆମର ଆଗକୁ କାମରେ ଆସିପାରେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଦାର ଓ ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କର ଅନେକ କାମରେ ଲାଗିପାରେ । ଏହି ସବୁ ପ୍ରଶ୍ନ ଓ ତାହାର ଉତ୍ତର ଗୁଡିକୁ ପାଠ ପଢୁଥିବା ପିଲା ମାନେ ମହଦୟା ପଢି ପାରିବେ । ଯାହା ଦ୍ଵାରା ସେମାନେ କିଛି ନୂଆ ନୂଆ କଥା ଶିଖିବାକୁ ପାଇବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ । ଯାହା ବହୁତ କୌତୁହଳ ଓ ରୋମାଞ୍ଚକର ଅଟେ ।

୧- କୃପଣ ନୁହଁଇ ସଞ୍ଚଇ ଧନ, ଚୋର ନୁହେଁ ହରେ ପରର ଧାନ ସକଳର ଛେଦଇ ଅସ୍ତ୍ର ନୁହଁଇ ମୁନି ନୁହେଁ ଗୁମ୍ଫା ଭିତରେ ଥାଇ । ଏହାର ଅର୍ଥ କଣ ?

ଉତ୍ତର- ମୂଷା

୨- ଛଡେଇ ନୁହେଁ ସେ ଗଛର ଫଳ ପେଟ ଭରାଥାଏ ପାଣି ଅଥଳ । ଏହାର ଅର୍ଥ କଣ ?

ଉତ୍ତର- ନଡିଆ

୩- ଗାତଟି ଆଣ୍ଠୁଏ, କୁଟା ଖାଏ ପାଣ୍ଠିଏ । ଏହାର ଅର୍ଥ କଣ ?

ଉତ୍ତର- ଚୁଲି

୪- ମିଳେ ନାହି ବଗିଚାରେ ସେ ହେଲେ ସେ  ଅଧା ଫୁଲ ଅଧା ଫଳ, ସେ କଳା ହେଲେ ବି ମିଠା, ଥରୁଟିଏ ଖାଇଲେ ଲୋକେ ଭୁଲି ପାରନ୍ତିନୀ ତାକୁ ସେ କିଏ ?

ଉତ୍ତର- ଗୋଲାପ ଜାମ୍ମୁ

୫- ବାରୁଣରେ ଥିଲେ ଗଜେନ୍ଦ୍ର ରାଜନ ହସ୍ତିନାପୁରକୁ ଗଲେ ଲକ୍ଷଣଙ୍କ ସାଥେ ଯୁଦ୍ଧ କରି ସି ଶେଷରେ ସେ ମରିଗଲେ ?

ଉତ୍ତର- ଉକୁଣି

୬- ଗ୍ରୀଷ୍ମ ଋତୁରେ ଯାଏ ସେ ବର୍ଷା ଋତୁରେ ଆସେ ତାହା କଣ ?

ଉତ୍ତର- ନଦୀ ନାଳ ପାଣି ବାସ୍ଫ ହୋଇଯାଏ ବର୍ଷା ହୋଇ ଆସେ

୭- ତିନୋଟି ମୁଣ୍ଡରେ ଗୋଟିଏ ଲୋକ ଯାହା କହିବେ ସେ ତ୍ରିବାର ସତ୍ୟ ?

ଉତ୍ତର- ତିନି ମୁଣ୍ଡିଆ ଲୋକ

୮- ମେଘରେ ଅଛି ସେ ବାଘରେ ଅଛି ଘରର ପ୍ରଥମେ ବସି ସେ ଅଛି କୁଏ ସେ କଣ ?

ଉତ୍ତର- ପ୍ରଥମେ ଘ ରୁ ଆରମ୍ଭ ହୁଏ

୯- ମାରିଲେ ତାକୁ ବଞ୍ଚିଯାଏ, ନ ମାରିଲେ ସେ ମରିଯାଏ । କୁହ ତେବେ କିଏ ସେ  ?

ଉତ୍ତର- ଛାଇ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *