ମୁହଁ ଖୋଲିଲେ ଗୋପାଳଙ୍କ ସ୍ତ୍ରୀ, କହିଲେ ଆକାଉଣ୍ଟ କୁ ଆସୁଥିଲା 20 ହଜାର 25 ହଜାର… ଦେଖନ୍ତୁ video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ guli କରି ହ-ତ୍ୟା କରା ଯାଇଛି । ଯାହା କାରଣରୁ ଏବେ ଚାରି ଆଡେ ବିବାଦ ଦେଖା ଯାଉଛି । ତେବେ ନବ ଙ୍କୁ ହ-ତ୍ୟା କରିଥିବା ଅ-ଭି-ଯୁ-କ୍ତ ଗୋପାଳ କୃଷ୍ଣ ଦାସ ଏବେ କ୍ରାଇମ ବ୍ରାଞ୍ଚ ର ରିମାଣ୍ଡ ରେ ଅଛନ୍ତି । କ୍ରାଇମ ବ୍ରାଞ୍ଚ ଗୋପାଳ ଙ୍କୁ ଜେରା କରିବାରେ ଲାଗିଛି ଆଉ ଗୋଟେ ପରେ ଗୋଟେ ସତ ସାମ୍ନା କୁ ଆସୁଛି ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହେଉଛି ।

ତେବେ ଏହାରି ଭିତରେ ଗୋପାଳ ଙ୍କ ସ୍ତ୍ରୀ ଗଣମାଧ୍ୟମରେ ଏକ ବଡ ଖୁଲାସା କରିଛନ୍ତି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ । ଗୋପାଳ ଙ୍କ ସ୍ତ୍ରୀ କହିଛନ୍ତି ଯେ “କ୍ରାଇମବ୍ରାଞ୍ଚ ଘର ସବୁ ଯାଞ୍ଚ କରିଲେ ଜିନିଷପତ୍ର ସବୁ ଯାଞ୍ଚ କରିଲେ । ବ୍ଯାଙ୍କ ଖାତା ନେଲେ ଆଉ ଦେଖିଲେ । ମୋର ଏକା ବ୍ଯାଙ୍କ ଖାତା ନେଲେ । ମୋ ଝିଅର ତ ବୟସ ହୋଇ ନାହି ।

13 ବର୍ଷ ପୂର୍ବରୁ ବ୍ଯାଙ୍କରୁ ଲୋନ ଆସିଥିଲା ଏବଂ 2 ବର୍ଷ ତଳେ ଉପର ରୁମ ପାଇଁ ବ୍ଯାଙ୍କରୁ ଲୋନ ଆସିଥିଲା ସେଟା ଦେଖିଲେ । କେତେ ଟଙ୍କା ଲୋନ ଆସିଥିଲା ସେଟା ମୁଁ ଜାଣି ନାହି । ମାସକୁ ମାସ 20 ହଜାର କି 25 ହଜାର ଟଙ୍କା ମୋ ଆକାଉଣ୍ଟକୁ ଟ୍ରାଞ୍ଜାକସନ ଆସୁଥିଲା । ମୁଁ ମୋ ସ୍ଵାମୀ ଗୋପାଳଙ୍କ ସହ କଥା ହେବାକୁ ଚାହିଁବି । ତଦନ୍ତ ତ ଚାଲିଛି ପରୀକ୍ଷା ବି ଚାଲିଛି । ଯାହା ସତ ତାହା ବାହାରକୁ ଆସୁ ।

ଶାନ୍ତ ଭାବରେ ସବୁ ଯାଞ୍ଚ ହୋଇଛି । ମୁଁ ପୁରା ସହଯୋଗ କରୁଛି । ମେଡିକାଲ କାଗଜପତ୍ର କ୍ରାଇମ ବ୍ରାଞ୍ଚ ନେଇଛନ୍ତି । କାର ଆମ ର ସେକେଣ୍ଡହ୍ୟାଡ କିଣା ଥିଲା କିନ୍ତୁ ଟଙ୍କା କେଉଁଠୁ ଆସିଲା ତାହା ମୁଁ ଜାଣି ନାହି । ମୁଁ ତ ଭାବି ପାରୁ ନାହି ଏମିତି କଣ ଗୋଟେ ହୋଇଗଲା । ସତ ପଡା କୁ ଆସିବା ନିହାତି ଦରକାର । ମୋ ସ୍ଵାମୀ କୁ କେହି ମୋହରା କରିଛନ୍ତି କି ନାହି ସେ ବିଷୟରେ ମୁଁ କିଛି ଜାଣି ନାହି ।

ମୋ ଦେଢଶୁର ଙ୍କୁ କଣ ପଚରା ଉଚରା କରା ଯାଇଛି ସେ ବିଷୟରେ କିଛି ଜାଣି ନାହିନ ମୁଁ । ମୋ ପିଲା ମାନେ ଛୋଟ ସେମାନଙ୍କୁ କିଛି ପଚରା ଉଚରା କାହିଁଙ୍କି ହେବ ? ଝାରସୁଗୁଡା ରେ ଆମେ 4ରୁ 5 ବର୍ଷ ଥିଲୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ,, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *