Interesting Gk Questions: ଗୋଟିଏ ବ୍ୟକ୍ତି ନିଜ ଝିଅ, ଭଉଣୀ ଓ ସ୍ତ୍ରୀର ଦେଖି ପାରୁଛି, କିନ୍ତୁ ନିଜ ମା ର ନୁହେଁ, କୁହ ତାହା କଣ ଅଟେ ?

ଆମ ଦେଶରେ ସମସ୍ତ ପରୀକ୍ଷା ମଧ୍ୟରେ ୟୁପିଏସସିର ପରୀକ୍ଷା ସବୁଠୁ ଅଧିକ କଠିନ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଆଇପିଏସ ଓ ଆଇଏସର ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଉଥିବା କିଛି ଏମିତି ପ୍ରଶ୍ନ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ ହୋଇଯିବେ । ଆମେ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ କହିବୁ । ଏହା ଛଡା ଏହା ଆପଣଙ୍କର ସାଧାରଣ ଜ୍ଞାନକୁ ବି ବୁଦ୍ଧି କରିବ ।

ପ୍ରଶ୍ନ – ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର – କୁଶୀନଗର

ପ୍ରଶ୍ନ – ଭାରତର ସବୁଠୁ ଉଚ୍ଚ କବାଟର ନାଁ କଣ ?

ଉତ୍ତର – ବୁଲନ୍ଦ କବାଟ

ପ୍ରଶ୍ନ – ଜୋନପୁର ନଗରର ସ୍ଥାପନା କିଏ କରିଥିଲେ ?

ଉତ୍ତର – ଫିରୋଜଶାହ ତୁଗଲକ

ପ୍ରଶ୍ନ – ଧାନର ଚାଷ ପାଇଁ କେଉଁ ମାଟି ସବୁଠୁ ଉପଯୁକ୍ତ ?

ଉତ୍ତର – ପଟୁ ମାଟି

ପ୍ରଶ୍ନ – ଭାରତର ସବୁଠୁ ଉଚ୍ଚ ପୋଲ କେଉଁ ନଦୀ ଉପରେ ଅବସ୍ଥିତ ?

ଉତ୍ତର – ଚିନାବ ନଦୀ

ପ୍ରଶ୍ନ – କଳା କାଚ କାହାକୁ କୁହନ୍ତି ?

ଉତ୍ତର – ଗ୍ରାଫାଇଟ

ପ୍ରଶ୍ନ – କେଉଁ ବ୍ୟକ୍ତିର ଟିକେଟ ଲାଗେ ନାହିଁ ?

ଉତ୍ତର – ନବଜାତ ଶିଶୁର

ପ୍ରଶ୍ନ – ଭାରତରେ କେତୋଟି ସ୍ଥାନରେ କୁମ୍ଭ ମେଳା ଲାଗିଥାଏ ?

ଉତ୍ତର – ୪ଟି ସ୍ଥାନରେ

ପ୍ରଶ୍ନ – ବାସ୍କେଟବଲରେ କେତେ ଜଣ ଖେଳାଳି ଥାନ୍ତି ?

ଉତ୍ତର – ୫ ଜଣ

ପ୍ରଶ୍ନ – ଆରବ ସାଗରର ରାଣୀ କାହାକୁ କୁହାଏ ?

ଉତ୍ତର – କୋଚ୍ଛି

ପ୍ରଶ୍ନ – ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠି ଅବସ୍ଥିତ ?

ଉତ୍ତର – କାନପୁର

ପ୍ରଶ୍ନ – ସବୁଠୁ ଅଧିକ ଶୀଘ୍ର ଦୌଡୁ ଥିବା ପଶୁ କିଏ ?

ଉତ୍ତର – ଚିତା ବାଘ

ପ୍ରଶ୍ନ – ସଂସାରର ସବୁଠୁ ବଡ ମହାକାବ୍ୟର ନାଁ କଣ ?

ଉତ୍ତର – ମହାଭାରତ

ପ୍ରଶ୍ନ – ପ୍ରଥମ ଭାରତୀୟ ଫିଲ୍ମର ନାଁ କଣ ?

ଉତ୍ତର – ରାଜା ହରିଶଚନ୍ଦ୍ର

ପ୍ରଶ୍ନ – ଭାରତରେ ପ୍ରଥମ ମଦରସା କେଉଁ ସ୍ଥାନରେ ସ୍ଥାପିତ ହୋଇଥିଲା ?

ଉତ୍ତର – କୋଲକାତା

ପ୍ରଶ୍ନ – ଭାରତର ସବୁଠୁ ସୁନ୍ଦର ସହର କିଏ ?

ଉତ୍ତର – ମେସୁର

ପ୍ରଶ୍ନ – ଭୋଜନର ପ୍ରମୁଖ ଅଙ୍ଗ କଣ ଅଟେ ?

ଉତ୍ତର – କାର୍ବୋହାଇଡ୍ରେଟ

ପ୍ରଶ୍ନ – ଚିଲିକା ହ୍ରଦ କେଉଁ ସ୍ଥାନାରେ ଅବସ୍ଥିତ ?

ଉତ୍ତର – ଓଡିଶା

ପ୍ରଶ୍ନ – କାଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ସିକ୍କିମ

ପ୍ରଶ୍ନ – ଦ୍ଵିତୀୟ ପାନିପଥ ଯୁଧ୍ୟ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର – ୧୫୫୬

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ପାଣି ଜୀବ କିଏ ?

ଉତ୍ତର – ଗଙ୍ଗା ଡଲଫିନ

ପ୍ରଶ୍ନ – ହଜାର ହଜାର ହ୍ରଦର ଭୂମି କାହାକୁ କୁହନ୍ତି ?

ଉତ୍ତର – ଫିନ ଲ୍ୟାଣ୍ଡ

ପ୍ରଶ୍ନ – ନୀତି ଆୟୋଗର ଅଧ୍ୟକ୍ଷ କିଏ ହୋଇଥାନ୍ତି ?

ଉତ୍ତର – ପ୍ରଧାନମନ୍ତ୍ରୀ

ପ୍ରଶ୍ନ – କେଉଁ ଦେଶରେ ଗୋଟିଏ ହେଲେ ବି ଚାଷ ଜମି ନାହିଁ ?

ଉତ୍ତର – ସିଙ୍ଗାପୁର

ପ୍ରଶ୍ନ – ଗଦର ପାର୍ଟିର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୧୯୧୩

ପ୍ରଶ୍ନ – ଘୁଷୁରି ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର – ୪୪

ପ୍ରଶ୍ନ – ସବୁଠୁ ଉଚ୍ଚ ପର୍ବତ ଶିଖରର ନାଁ କଣ ?

ଉତ୍ତର – ମାଉଣ୍ଟ ଏଭେରେଷ୍ଟ

ପ୍ରଶ୍ନ – ଜାଲିୟାଲାବାଗ କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଅମୃତସର

ପ୍ରଶ୍ନ – କେଉଁ ଦେଶ ପାଖରେ ସବୁଠୁ ଅଧିକ ରୋବଟ ଅଛି ?

ଉତ୍ତର – ଜାପାନ

ପ୍ରଶ୍ନ – କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ – ସ୍ଵର୍ଣନଗର କାହାକୁ କୁହନ୍ତି ?

ଉତ୍ତର – ଜୋହନାସବର୍ଗ

ପ୍ରଶ୍ନ – ଉତ୍ତର ପ୍ରଦେଶର ରାଜକୀୟ ଫୁଲ କଣ ଅଟେ ?

ଉତ୍ତର – ଟେସୁର ଫୁଲ

ପ୍ରଶ୍ନ – ମହାରାଷ୍ଟ୍ରର ରାଜଧାନୀର ନାଁ କଣ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ – କ୍ଷୀରରେ ମିଠା ଅଂସ କେଉଁ କାରଣରୁ ହୋଇଥାଏ ?

ଉତ୍ତର – ଲାକ୍ଟୋଜ

ପ୍ରଶ୍ନ – ଭାରତର କେଉଁ ମହାଦ୍ଵୀପରେ ଅବସ୍ଥିତ ?

ଉତ୍ତର – ଏସିଆ ମହାଦ୍ଵୀପ

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର – ହକି

ପ୍ରଶ୍ନ – ଗୋଟିଏ ବ୍ୟକ୍ତି ନିଜ ଝିଅ, ଭଉଣୀ ଓ ସ୍ତ୍ରୀର ଦେଖି ପାରୁଛି, କିନ୍ତୁ ନିଜ ମା ର ନୁହେଁ, କୁହ ତାହା କଣ ଅଟେ ?

ଉତ୍ତର – ବାହାଘର

Leave a Reply

Your email address will not be published. Required fields are marked *