ଗୋଟିଏ ଝିଅ କୁ ତା’ର ନାମ ପଚାରିବା ରୁ କହିଲା ହାଁ 11 ସାଲ ୯ ମହିନେ । ତେବେ କୁହନ୍ତୁ ସେ ଝିଅ ର ନାମ କଣ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ଗୋଲକ ଧନ୍ଦା ସମ୍ବନ୍ଧରେ କହିବୁ ଏବଂ ଯଦି ଆପଣ ମାନଙ୍କୁ ଏହାର ଉତ୍ତର ଜଣା ଅଛି ତେବେ ଆପଣଙ୍କୁ ୧୦ ସେକେଣ୍ଡ ମଧ୍ୟରେ ଏହାର ଉତ୍ତର ଦେବାକୁ ହେବ । ତେବେ ଆସନ୍ତୁ ଖେଳିବା ଏହି ମଜାଦାରିଆ ଗୋଲକ ଧନ୍ଦା ଖେଳ ।

୧. ଏଭଳି କେଉଁ ଜିନିଷ ରହିଛି ଯାହାକୁ ନ ଭାଂଗିବା ଦ୍ଵାରା ତା’ର ବ୍ୟବହାର କରାଯାଇ ପାରିବ ନାହିଁ-

ଉତ୍ତର- ଅଣ୍ଡା ।

୨. ଏହାର ଦୁଇ ଭାଗ ସମାନ ଏବଂ ଦୁଇ ଭାଗ କଳା, ଏହି ଜିନିଷ ର ମଧ୍ୟ ଭାଗ ଏକ ବଟନ ଭଳି, ଯେବେବି ଏହି ଜିନିଷ ଟି ଆସିଥାଏ ତେବେ କାନ୍ଦିଥାଏ । ତେବେ କୁହନ୍ତୁ ସେହି ଜିନିଷ ଟି କଣ?

ଉତ୍ତର- ଆମର ଦୁଇ ଆଖି ।

୩. ଏଭଳି କେଉଁ ଜିନିଷ ରହିଛି ଯାହାର ମୁହଁ ଅଛି, ହାତ ମଧ୍ୟ ଅଛି । କିନ୍ତୁ ଏହାର ଗୋଡ଼ ନାହିଁ । ତେବେ କୁହନ୍ତୁ ସେହି ଜିନିଷ ଟି କଣ ଅଟେ?

ଉତ୍ତର- ଘଣ୍ଟା ।

୪. ଯଦି ଆପଣ ଏକ ଅନ୍ଧାର କୋଠରୀ ରେ ଅଛନ୍ତି ଏବଂ ଆପଣଙ୍କ ପାଖରେ ୩ଟି ଜିନିଷ ମହମବତୀ, ଲଣ୍ଠନ ଏବଂ ଦୀପ ରହିଛି । ତେବେ ସର୍ବ ପ୍ରଥମେ ଆପଣ କାହାକୁ ଜଳାଇବେ?

ଉତ୍ତର- ସର୍ବ ପ୍ରଥମେ ଦିଆସିଲି କୁ ଜଳାଇବାକୁ ପଡ଼ିବ ।

୫. ଏଭଳି କେଉଁ ଜିନିଷ ରହିଛି ଯାହା ଆମେ ସର୍ଵଦା ଅନ୍ୟର ଦେଖିଥାଉ କିନ୍ତୁ ନିଜର ଦେଖି ପାରି ନଥାଉ?

ଉତ୍ତର- ନିଜର ଭୁଲ ।

୬. ଗୋଟିଏ ହାତୀ ପାଣିରେ ଗଳି ପଡ଼ିଲା । ତେବେ ସେ କିପରି ପାଣି ରୁ ବାହାରକୁ ଆସିବ?

ଉତ୍ତର- ହାତୀ ଟି ଓଦା ହୋଇ ବାହାରକୁ ଆସିବ ।

୭. ଗୋଟିଏ ଝିଅ କୁ ତା’ର ନାମ ପଚାରିବା ରୁ ସେ ହିନ୍ଦୀ ରେ ଉତ୍ତର ରେ କହିଲା ହାଁ 11 ସାଲ ଓ ୯ ମହିନେ । ତେବେ କୁହନ୍ତୁ ସେ ଝିଅ ର ନାମ କଣ?

ଉତ୍ତର- ନେହା ।

୮. ଗୋଟିଏ ମହଲ ର ୨୦ ଟି କୋଠରୀ, ସବୁ ଫାଟକ ଯୁକ୍ତ, ଏହି ଫାଟକ କୁ ଖୋଲିଲେ କୌଣସି ରାଜା ନାହାନ୍ତି ଅଥବା କୌଣସି ଜଗୁଆଳି ନାହାନ୍ତି । ତେବେ କୁହନ୍ତୁ ତାହା କଣ ଅଟେ?

ଉତ୍ତର- ପିଆଜ ।

୯. ଖାଇବାକୁ ଦେଲେ ବଂଚିଯିବ କିନ୍ତୁ ପିଇବାକୁ ଦେଲେ ମରିଯିବ । ତାହା କଣ ଅଟେ?

ଉତ୍ତର- ନିଆଁ ।

୧୦. ତାହା କଣ ଅଟେ ଯାହା ଏକ ଝିଅ ର ନାମ, ଗଛ ର ନାମ, ଔଷଧ ର ନାମ ଏବଂ ଏକ ଚଳଚ୍ଚିତ୍ର ର ନାମ ମଧ୍ୟ ଅଟେ?

ଉତ୍ତର- ତୁଳସୀ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *