୫ ମିନିଟ ହାତରେ ଲୁଣ ରଖନ୍ତୁ ଓ ଦେଖନ୍ତୁ ଏହି ଚମତ୍କାର

ଆଜିକା ସମୟରେ ଏହା ପ୍ରାୟତଃ ଦେଖିବାକୁ ମିଳିଥାଏ ଯେ ଲୋକ ଏତେ ବ୍ୟସ୍ତ ରହିଥାନ୍ତି ନିଜ ଜୀବନରେ କି ତାଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମୟ ହୋଇନଥାଏ ସବୁ ଦିନ ଏକା ପରି କାମ କାମ ରେ ଯାଇଥାଏ ତେବେ ମଣିଷକୁ ନିଜ ଓ ନିଜ ପରିବାର ସୁଖ ପାଇଁ କେବଳ ଟଙ୍କା ରୋଜଗାର ହିଁ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଲୁଣ ଦ୍ଵାରା ଏମିତି କିଛି ଚମତ୍କାର ଦେଖେଇବାକୁ ଯାଉଛୁ ଯାହା ଆପଣ ନା କେବେ ଶୁଣିଥିବେ ନା କେବେ ଅନୁଭବ କରିଥିବେ ।

ତେବେ ବହୁତ ଲୋକଙ୍କର ଏହା ଭାବନା ଅଟେ ଯେ ଲୁଣ କେବଳ ଖାଇବା ସୁଆଦ ବଢାଇ ଥାଏ କିନ୍ତୁ ଏହି ଚମତ୍କାର ଦେଖିଲା ପରେ ଆପଣଙ୍କ ଚିନ୍ତାଧାରା ବଦଳିଯିବ ।

Image Courtesy: Google

୧. ଯଦି ଆପଣଙ୍କ କାମ ଭଲ ଭାବରେ ହେଉ ନହିଁ ବା ଆପଣଙ୍କ ମନରେ କିଛି ଖରାପ ବିଚାର ଉତ୍ପନ ହେଉଛି ବା ଆପଣଙ୍କୁ ଏମିତି ଅନୁଭବ ହେଉଛି ଯେ ଆପଣଙ୍କ ଭିତରେ ନକାରାତ୍ମକ ଶକ୍ତି ବାସ କରୁଛି ତେବେ ଏହି ଉପାୟ କରନ୍ତୁ, ସୋମବାର ବା ବୁଧବାର ବା ଶୁକ୍ରବାର ଦିନ ଏହି ଉପାୟ ଆରମ୍ଭ କରିବେ ଓ ୩ ଦିନ ପର୍ଯ୍ୟନ୍ତ ଲଗାତାର ଏହି ଅଭ୍ଯାସ କରିବେ ଦେଖିବେ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ । ଷୋମବାର ଦିନ ଦୁଇ ହାତରେ ଲୁଣ ନିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଓଁ ଉଚ୍ଚାରଣ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶାନ୍ତି ଅନୁଭବ ହବ ତେବେ ଏହି ଲୁଣକୁ ଏପଟ ସେପଟ ପକାନ୍ତୁ ନାହିଁ କୌଣସି ପାଣି ସ୍ରୋତରେ ପକାନ୍ତୁ ।

Image Courtesy: Google

୨. ଯଦି ଆପଣଙ୍କୁ ରାତିରେ ଖରାପ ସପନ ଆସୁଛି ବା ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ବାସ ଅଛି ତେବେ ଆପଣଙ୍କୁ ଏହା ପାଇଁ ସାମୁଦ୍ରି ଲୁଣ ଆବଶ୍ୟକ ଅଟେ ଆପଣ ମାନେ ସାମୁଦ୍ରି ଲୁଣ ବିଷୟରେ ଭଲ ଭାବରେ ଜାଣିଥିବେ ଯଦି ଜାଣି ନାହାନ୍ତି ତେବେ ରାସନ ଦୋକାନୀକୁ ପଚାରିବେ ସେ ଆପଣଙ୍କୁ କହିଦେବେ ।

Image Courtesy: Google

ଏହି ସାମୁଦ୍ରି ଲୁଣ କୌଣସି ଜଋରେ ରଖି ନିଜ ଶୋଇବା ସ୍ଥାନରେ ରଖି ଦିଅନ୍ତୁ ଓ ସକାଳେ ଉଠି ସେହି ଲୁଣକୁ କୌଣସି ପାଣି ସ୍ରୋତରେ ପକାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘର ସବୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଯିବ ଓ ଆପଣଙ୍କ ଘର ସକାରାତ୍ମକ ଊର୍ଜା ଦ୍ଵାରା ପରିପୂର୍ଣ ହୋଇଯିବ ଓ ଆପଣଙ୍କୁ ବହୁତ ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ । ତେବେ ଥରେ ଏହି ଉପାୟ ବ୍ୟଭାର କରି ଦେଖନ୍ତୁ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିବ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *