ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଯାତ୍ରା ଜଗତରେ କଳକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଯାତ୍ରା ଦୁନିଆରେ ଏମିତି ଅନେକ ଯାତ୍ରା ପ୍ରସାରିତ ହୋଇଥାଏ ଯାହା ଦେଖିବାକୁ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି । ଏମିତି କି ଘରେ ଘରେ ମଧ୍ୟ ଯାତ୍ରା ଦେଖିବାକୁ ଲୋକ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଲାଇଭ ଆସି କଣ ପାଇଁ କାନ୍ଦିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଯାତ୍ରା ଦୁନିଆରା ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ଯାଦୁରେ ଏତେ ସୁନ୍ଦର ଅଭିନୟ କରନ୍ତି ଯାହା ପାଇଁ ଦର୍ଶକ ଏମାନେ ତାଙ୍କର ପ୍ରଶଂସା କରନ୍ତି । ବର୍ତ୍ତମାନ ରାନୀ ପଣ୍ଡା ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି । ଏହି ଭିଡିଓ ରେ ସେ ବହୁତ ଜୋରରେ କାନ୍ଦିବାରେ ଲାଗିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ଏହି ଭିଡିଓ ରେ ସେ ଭୋ ଭୋ କରି କାନ୍ଦୁଥିବାର ନଜର ଆସୁଛନ୍ତି । ତେବେ ଏହାର କାରଣ କଣ ତାହା ସେ ଦର୍ଶାଇ ନାହାନ୍ତି ।
କିନ୍ତୁ ତାଙ୍କର ଏହି କାନ୍ଦିବା ଭିଡିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସକ ମାନେ ତାଙ୍କ ପାଇଁ ଦୁଖିତ ହୋଇ ପଡିଛନ୍ତି । ତାଙ୍କର ସବୁ ଫ୍ୟାନ୍ସ ମାନେ କଣ ପାଇଁ କାନ୍ଦୁଛନ୍ତି ଓ ଦୁଖୀ ଅଛନ୍ତି ପ୍ରଶ୍ନ କରିଥିଲେ ମଧ୍ୟ ରାନୀ ପଣ୍ଡା କିଛି ଉତ୍ତର ଦେଇ ନାହାନ୍ତି । ସେ ଅନେକ ସମୟରେ ନିଆରା ରୂପରେ ନଜର ଆସିଥାନ୍ତି ।
ଦର୍ଶକ ମାନଙ୍କର ମଧ୍ୟ ମନୋରଞ୍ଜନ କରାଇଥାନ୍ତି ରାନୀ ପଣ୍ଡା । ସେ ସର୍ବଦା ହସ ହସ ମୁହଁରେ ଦର୍ଶକ ମାନଙ୍କୁ ହସାଇଥାନ୍ତି । ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ସମାଜ ପାଇଁ କିଛି ଭଲ କାମ ମଧ୍ୟ କରିଥାନ୍ତି । ଏହା ସହ ସେ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି ।
ଏଥିପାଇଁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାଁ ରେ ଜଣାଯାଏ । ସେ ଅସହାୟ ଲୋକ ମାନଙ୍କୁ ସାହାଜ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଯେଉଁ ଠାରେ ବଡ ବଡ ନେତା ମାନେ ଯାଆନ୍ତି ନାହି ସେଠାରେ ରାନୀ ପଣ୍ଡା ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ସେ ଗରିବ ଲୋକ ମାନଙ୍କୁ ଦାନ ଧର୍ମ କରିବାରେ ପଚାନ୍ତି ନାହି । ତେବେ ଏହି ଭିଡିଓ ରେ ରାନୀ ପଣ୍ଡା କଣ ପାଇଁ କାନ୍ଦୁଛନ୍ତି ତାହାର କାରଣ ଏ ଯାଏଁ ସେ ଜଣାଇ ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଅଭିନୟ କିପରି ଲାଗିଲା ଅମାକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।