ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ଯେଉଁ ଦେଖୁଛନ୍ତି ସେଥିରେ ଦେଖି ପାରିବେ କିପରି ସମୁଦ୍ର ର ଢେଉ ମାଡି ଆସୁଛି । ସମୁଦ୍ର ମଝିରେ ଠିଆ ହୋଇ ପୋଲ ଉପରେ ଅନେକ ଲୋକଙ୍କର ଗହଳି ଜମିଛି । ଲୋକ ମାନେ ପାଣିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି । ଏହା ସହ ସମୁଦ୍ର ରେ ଆସୁଥିବା ଢେଉ ମଧ୍ୟ ମଜା ନେଉଛନ୍ତି ସମୁଦ୍ର ରେ ଅବସ୍ଥିତ ଥିବା ଲୋକ ମାନେ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଭାବେ ଢେଉ ମାଡି ଆସୁଛି ଯାହାକୁ ଲୋକେ ବହୁତ ଆନନ୍ଦ ଅନୁଭବ କରୁଛନ୍ତି ।
ଏମିତିକି ପୋଲ ଉପରକୁ ମଧ୍ୟ ସମୁଦ୍ର ପାଣି ମାଡି ଆସୁଛି । କିନ୍ତୁ ସେଠାରେ ଥିବା ଲୋକ ମାନଙ୍କର କୌଣସି ବି କ୍ଷତି ହେଉ ନାହି । ଲମ୍ବା ଲାଇନ କରି ଲୋକ ମାନେ ସମୁଦ୍ର ରେ ଢେଉ ମାଡି ଆସିବାର ମଜା ନେଉଛନ୍ତି । ଏହି ଦୃଶ୍ୟ ଟି ଏହୁଛି ମାଲପେ ବିଚ ର ଯେଉଁ ଥାଏ ଏମଏଲଏ ରଘୁପତି ଭଟ୍ଟ ସମୁଦ୍ର ମଝିରେ ରହି ଏହାର ମାଯା ନେଉଛନ୍ତି । ଏମଏଲଏ ରଘୁପତି ଭଟ୍ଟ ନିଜ ସହକର୍ମୀ ମାନଙ୍କ ସହ ସମୁଦ୍ର କୁ ବୁଲିବାକୁ ଯାଇଛନ୍ତି ।
ଏହା ହେଉଛି ମାଲପେ ର ସମୁଦ୍ର କୁଳ ଯେଉଁ ଠାରେ ପ୍ରକୃତ ଦୃଶ୍ୟ ଖୁବ ନିଆରା ଲାଗୁଛି ଯାହା ଏହି ଭିଡିଓ ରେ ସ୍ପଷ୍ଟ ହେଉଛି । ତେବେ ଏଠାରେ ଥିବା ଅନ୍ୟ ସହକର୍ମୀ ମାନେ ମଧ୍ୟ ଏଭଳି ପ୍ରକୃତିର ଦୃଶ୍ୟ କୁ ଉପୋଭୋଗ କରୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ସମସ୍ତେ ସମୁଦ୍ର ପୋଲ ଉପରେ ଦୌଡିବାରେ ଲାଗିଛନ୍ତି ଯେତେବେଳେ ସମୁଦ୍ର ର ଢେଉ ଜୋର ରେ ମାଡି ଆସୁଛି ।
ସମୁଦ୍ର ମଝିରେ ଥିବା ପୋଲ ଏତେ ବି ଷ୍ଟ୍ରଙ୍ଗ ନୁହେଁ କିନ୍ତୁ ଏମଏଲଏ ରଘୁପତି ତାଙ୍କ ସହକର୍ମୀ ମାନଙ୍କ ସହ ଏହାକୁ ଏଞ୍ଜୋଏ କରୁଛନ୍ତି । ତାଙ୍କର ଏହି ଟ୍ରିପ ଖୁବ ମଜାଦାର ହେବା ସହ ସେମାନେ ଏହାକୁ ଉପୋଭୋଗ ମଧ୍ୟ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ଢେଉ ପିଟି ଦେବାରୁ ବିଧାୟକ ରଘୁପତି ଭଟ୍ଟ ତଳକୁ ପଡିବାର ଦୃଶ୍ୟ ମଧ୍ୟ ଏହି ଭିଡିଓ ରେ ମଯର ଆସୁଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।