ଆମ ହିନ୍ଦୁ ଧର୍ମରେ ଏମିତି ବହୁତ ପରମ୍ପରା ଅଛି ଯାହା ଅନୁଯାଇ କାମ କଲେ ମଣିଷକୁ ସୁଖ ମିଳିଥାଏ, ତେବେ ଧର୍ମରେ ଯେଉଁ ଜିନିଷ ମନା କରା ଯାଇଥାଏ ତାର କିଛି ନା କିଛି କାରଣ ଅବଶ୍ୟ ହୋଇଥାଏ । ତେବେ ଗରୁଡ ପୁରାଣରେ କୁହା ଯାଇଛି ଯେ ମହିଳାଙ୍କୁ ମ-ଶା-ଣି ଯିବା ବର୍ଜିତ ଅଟେ । ବହୁତ ଲୋକଙ୍କ ମନରେ ଆସୁଥିବା ଏମିତିକା ନିୟମ କଣ ପାଇଁ କିନ୍ତୁ ଏହାର ବହୁତ କାରଣ ଅଛି କିନ୍ତୁ ଶ-ବୁଠାରୁ ବଡ କାରଣ ଏହା ଅଟେ ଯେ ମହିଳାଙ୍କ ହୃଦୟ ପୁରୁଷ ମାନଙ୍କ ଠାରୁ ବହୁତ ଦୁର୍ବଳ ହୋଇଥାଏ ଆଉ ଏହି କାରଣରୁ ମହିଳାଙ୍କୁ ମ-ଶା-ଣିକୁ ଯିବା ମନା କରା ଯାଇଥାଏ । ତେବେ ଆଉ ବହୁତ କାରଣ ଅଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଶାସ୍ତ୍ର ଅନୁଯାଇ ଅ-ନ୍ତି-ମ ସଂସ୍କାର ସମୟରେ ଶ-ବ ପୋଡା ହବା ସମୟରେ ଯଦି ତା ପାଖରେ କେହି କାନ୍ଦିଥାନ୍ତି ତେବେ ସେହି ବ୍ୟକ୍ତି ଆ-ତ୍ମା-କୁ ଶାନ୍ତି ମିଳି ନଥାଏ, ଏହା ଛଡା ଶ-ବ ପୋଡିବା ଆଗରୁ ଶ-ବ ମୁଣ୍ଡକୁ ବାଡିରେ ପିଟା ଯାଇଥାଏ ଆଉ ପୋଡା ହବା ସମୟରେ ହାଡ ଫାଟିବାର ଜୋର ଶବ୍ଦ ମଧ୍ୟ ଆସିଥାଏ ଯାହା ମହିଳାଙ୍କ ଆଉ ଛୁଆଙ୍କ ମାନସିକ ସ୍ଥିତି ଖରାପ କରି ପାରେ ତେବେ ଏହି ସବୁ କାରଣ ପାଇଁ ମହିଳାଙ୍କୁ ଆଉ ଛୁଆଙ୍କୁ ମ-ଶା-ଣିକୁ ଯିବା ମନା କରା ଯାଇଥାଏ ।
ତେବେ ଶାସ୍ତ୍ର ଅନୁଯାଇ ଘରେ କାହାର ମୃ-ତ୍ୟୁ ହେଲା ପରେ ତାଙ୍କୁ ମ-ଶା-ଣିରେ ନେଇ ଯାଇ ତାଙ୍କ ଅ-ନ୍ତି-ମ ସଂସ୍କାର କରା ଯାଇଥାଏ ଆଉ ଯେଉଁ ମାନେ ମ-ଶା-ଣିକୁ ଯାଇଥାନ୍ତି ତାଙ୍କୁ ମୁଣ୍ଡନ ହବା ଅନିବାର୍ୟ ହୋଇଥାଏ, ତେବେ ପୁରୁଷଙ୍କ ପାଇଁ ଏହା ସାମନ୍ୟା କଥା କିନ୍ତୁ ମହିଳାଙ୍କୁ ପୁରୁନ ରୂପରେ ମୁଣ୍ଡନ ହବା ଉଚିତ ନୁହଁ ସେଥିପାଇଁ ମଧ୍ୟ ମହିଳାଙ୍କୁ ମ-ଶା-ଣି ଯିବା ମନା ଅଟେ । ଶାସ୍ତ୍ର ଅନୁଯାଇ ଘରେ କାହାକୁ ପରମ୍ପରା ଅନୁଯାଇ ଧୁଆ ପୋଛା କରିବା ବହୁତ ଆବଶ୍ୟକ ହୋଇଥାଏ ଆଉ ଯେଉଁ ବ୍ୟକ୍ତି ଅ-ନ୍ତି-ମ ସଂସ୍କାର କରି ଆସନ୍ତି ତାଙ୍କୁ ଘର ଭିତରେ ପଶିବା ଆଗରୁ ସ୍ନାନ କରିବା ଉଚିତ ।
ତେବେ ମହିଳା ମାନେ ପୁରୁଷ ମାନଙ୍କୁ ସ୍ନାନ କରିବାରେ ଆଉ ଅନ୍ୟ ବସ୍ତ୍ର ଧାରଣ କରିବାରେ ସାହାଯ୍ୟ କରିଥାନ୍ତି ଯାହା ବହୁତ ଆବଶ୍ୟକ ହୋଇଥାଏ ନଚେତ ମ-ଶା-ଣିରେ ବାସ କରୁଥିବା ନକାରାତ୍ମକ ଊର୍ଜା ଘରେ ପ୍ରବେଶ ପାଇଥାନ୍ତି ବୋଲି ମାନ୍ୟତା ଅଛି । ଶାସ୍ତ୍ର ଅନୁଯାଇ ଘରର ମହିଳା ବା ଝିଅ ମାନେ ମ-ଶା-ଣିକୁ ଗଲେ ତାଙ୍କ ଉପରେ ଆ-ତ୍ମା ମାନଙ୍କ ଖରାପ ପ୍ରଭାବ ପଡିଥାଏ ଆଉ ଝିଅ ମାନଙ୍କ ପାଇଁ ଆ-ତ୍ମା ମାନେ ଅଧିକ ଆକର୍ଷିତ ହୋଇଥାନ୍ତି ଯାହା ଦ୍ଵାରା ତାଙ୍କ ଶରୀରରେ ଘର କରିଥାନ୍ତି ସେଥିପାଇଁ ମହିଳା ବା ଝିଅଙ୍କ ମ-ଶା-ଣି ଯିବା ବର୍ଜିତ ହୋଇଥାଏ ।