ବନ୍ଧୁଗଣ ଆଜି ଆମର ବିଷୟ ବସ୍ତୁ ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି । ପଜେଟିଭ ନା ନେଗେଟିଭ ଭାବନା ତାଙ୍କ ମନରେ ଆପଣଙ୍କ ପାଇଁ ଚାଲିଛି ଆସନ୍ତୁ ଜାଣିବା । ସେ ଆପଣଙ୍କର ଲଭର ହୁଅନ୍ତୁ କି ପରିବାରର କୌଣସି ସଦସ୍ୟ ହୁଅନ୍ତୁ କି ଶତ୍ରୁ ହୁଅନ୍ତୁ ଆପଣ କାହାର ବି ନାଁ ଭାବି ବାଛନ୍ତୁ ୫ଟି ମୟୁର ପର ମଧ୍ୟରୁ ଯେ କୌଣସି ଗୋଟିଏ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ ନିଶ୍ଚୟ କନେକ୍ଟ ହେବ ବୋଲି ଆମେ ଆଶା କରୁଛୁ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଭାବୁଛନ୍ତି ଆପଣ ଦୁଖୀ ବ୍ୟକ୍ତି ଅଟନ୍ତି ବହୁତ ନିରା ଅଛନ୍ତି । ଆପଣ ସମ୍ପର୍କର କଦର କରିଥାନ୍ତି । ଆପଣ ଚାହୁଁଛନ୍ତି ଲୋକେ ଆପଣଙ୍କ ସହ କଥା ହୁଅନ୍ତୁ ଭଲ ପାଆନ୍ତୁ । ଆପଣ ଯାହାକୁ ଭଲ ପାଉଛନ୍ତି ସେ ଧୋକା ଦେଉଛନ୍ତି । ଆପଣ ଲୋକଙ୍କ ପାଇଁ ଭଲ କରୁଥିଲେ ବି ଖରାପ କହୁଛନ୍ତି । ଆପଣ ଲୋକଙ୍କର କେୟାର କରୁଥିଲେ ବି ଆପଣଙ୍କର ସମ୍ମାନ କେହି କରନ୍ତି ନାହି ।
୨- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ପସନ୍ଦ କରିଛନ୍ତି ଆପଣ ତାଙ୍କ ସହ ସମ୍ପର୍କରେ ଅଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଏମିତି ମଣିଷ ଯିଏ ପ୍ରତେକ ସ୍ଥିତିରେ ଲୋଙ୍କର ସହଯୋଗ କରିଥାନ୍ତି । ଯେତେ ସମ୍ଭବ ଆପଣ ସାହାଜ୍ଯ କରିଥାନ୍ତି । ସମସ୍ତଙ୍କୁ ସାଥିରେ ନେଇ ଚଳାଇଥାନ୍ତି । ଆପଣ କାହାର ଖରାପ ଭାବନ୍ତି ନାହି ।
୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ପସନ୍ଦ କରିଛନ୍ତି ସେ ଆପଣଙ୍କ ବିଷୟରେ ପଜେଟିଭ ଭାବୁଛନ୍ତି । ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ସହ । ଆପଣ ନିଜ ପାଇଁ ଚିନ୍ତା କରୁଛନ୍ତି । ଆପଣ କାହାର କ୍ଷତି କି ଦୁଖ ବିଷୟରେ ଚିନ୍ତା କରନ୍ତି ନାହି । ଆପଣଙ୍କ ଲଭ ପାର୍ଟନର ବା ବନ୍ଧୁ ହୋଇପାରନ୍ତି ।
୪- ଚତୁର୍ଥ ନମ୍ବର : ଯେଉଁ ମାନେ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣ ବନ୍ଧୁ ମାନଙ୍କ ସହ ଖୁସି ରହିଥାନ୍ତି । ଜୀବନକୁ ଏଞ୍ଜୋଏ କରିଥାନ୍ତି ସେ ଭାବୁଛନ୍ତି । ଆପଣ କିଛି କଥା ଷେୟାର କରନ୍ତୁ ନାହି । ନିଜ ଦୁଖକୁ ଲୁଚାଇ ଖୁସିରେ ରହିଥାନ୍ତି । ବନ୍ଧୁଙ୍କୁ ଅଧିକ ମହତ୍ଵ ଦେଇଥାନ୍ତି ଆପଣ ନିଜ ଜୀବନରେ । ଆପଣ ଯେମିତି ଦେଖାଇଥାନ୍ତି ସେମିତି ନୁହନ୍ତି । ଆପଣଙ୍କୁ ସେ ଭଲ ଭାବେ ବୁଝିଥିଲେ ବି ବେଳେବେଳେ ବୁଝିପାରନ୍ତି ନାହି ।
୫- ପଞ୍ଚମ ନମ୍ବର : ଯେଉଁ ମାନେ ପଞ୍ଚମ ନମ୍ବର ପସନ୍ଦ କରିଛନ୍ତି ଆପଣ ଏମିତି ମଣିଷ ଯିଏ ଲାଇଫରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରୁଛନ୍ତି । ଆପଣ ଜିଦି ସ୍ଵଭାବର ବ୍ୟକ୍ତି ଏମିତି ସେ ଭାବୁଛନ୍ତି । ଆପଣ ଲାଇଫରେ ଉଚ୍ଚକୁ ଯିବା ପାଇଁ ସ୍ଵପ୍ନ ଦେଖିଛନ୍ତି । ଆପଣ ବନ୍ଧୁତା ବା ରିଲେସନସିପରେ ଥାଇ ବି ସମୟ ଦିଅନ୍ତି ନାହି । ଆପଣ କିଛି କଥା ବୁଝନ୍ତି ନାହି ଆଉ ଗର୍ବ ଆପଣଙ୍କ ଭିତରେ ଅଛି ।