IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – ରବିବାର ଛୁଟି କେବେ ଠାରୁ ଆରମ୍ଭ ହୋଇଥିଲା ? କଣ ଆପଣ ଜାଣିଛନ୍ତି ଏହାର ଉତ୍ତର!

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହି । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ ।

ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇଥାଏ । ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କାଗଜ ମୁଦ୍ରା ସର୍ବ ପ୍ରଥମେ କେଉଁ ଦେଶ ପ୍ରଚାଳନ କରିଥିଲେ ?

ଉତ୍ତର- ଚୀନ

୨- IPL କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉତ୍ତର- ୨୦୦୮

୩- ICICI ବ୍ଯାଙ୍କ କେବେ ପ୍ରତିଷ୍ଠା କରାଯାଇଥିଲା ?

ଉତ୍ତର- ୧୯୯୪

୪- ଭାରତର ପ୍ରଥମ ବୈଦେଶିକ ମନ୍ତ୍ରୀ କିଏ ?

ଉତ୍ତର- ଜବାରହଲାଲ ନେହେରୁ

୫- ଉଡାଜାହାଜ ଟାୟାର ରେ କେଉଁ ଗ୍ଯାସ ଥାଏ ?

ଉତ୍ତର- ନାଇଟ୍ରୋଜେନ

୬- ପ୍ରଧାନମନ୍ତ୍ରୀ ଙ୍କ ମାସିକ ଦରମା କେତେ ?

ଉତ୍ତର- ୧ ଲକ୍ଷ ୬୦ ହଜାର

୭- ଭାରତର ସବୁଠାରୁ ବୃହତ୍ତମ ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଓଡିଶା

୮- ସିଲିଣ୍ଡର ଭିତରେ କେଉଁ ଗ୍ଯାସ ଥାଏ ?

ଉତ୍ତର- LPG

୯- ଗୋଟିଏ ନାରୀ ଜୀବନରେ କେତୋଟି ଛୁଆ ଜନ୍ମ କରିପାରେ ?

ଉତ୍ତର- ୪୦ ଟି ଛୁଆ

୧୦- ଗୌତମ ବୁଦ୍ଧଙ୍କର ଜ୍ଞାନ ପ୍ରାପ୍ତ କେଉଁ ଠାରେ ହୋଇଥିଲା ?

ଉତ୍ତର- ବୋଧଗୟା

୧୧- ପ୍ରେମ ମନ୍ଦିର ଭାରତର କେଉଁ ରାଜ୍ୟ ରେ ଅବସ୍ଥିତ ?

ଉତ୍ତର- ଉତ୍ତର ପ୍ରଦେଶ

୧୨- ଭାରତର ଜାତୀୟ ସଂଗୀତା ଜନଗଣ ମନ କିଏ ଗାଇଥିଲେ ?

ଉତ୍ତର- ରବୀନ୍ଦ୍ର ନାଥ ଟାଗୋର

୧୩- ରବିବାର ଛୁଟି କେବେ ଠାରୁ ଆରମ୍ଭ ହୋଇଥିଲା ?

ଉତ୍ତର- ୧୮୪୩

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *