ଏହି କଥା ଆପଣ ସମସ୍ତେ ଜାଣି ଥିବେ ବା ଦେଖିଥିବେ ଅଥବା ଶୁଣି ଥିବେ ଯେ ଆଇଏସ ପ୍ରଶ୍ନ ଆଜିକାଲି ଇଣ୍ଟରନେଟ ରେ କେତେ ପ୍ରଚଳିତ ହୋଇ ଚାଲିଛି ଏବଂ ଲୋକ ଏହାକୁ ଦେଖିବା ପସନ୍ଦ କରୁଛନ୍ତି । ତେବେ ଆପଣ ଚିନ୍ତା କରନ୍ତୁ ଯେ ପ୍ରଶ୍ନ ଯଦି ଏତେ ଆର୍ଶକ ହବ ତେବେ କେହି ବି ଏହାକୁ ପଢିବା ପାଇଁ ଇଛା କରିବ । ଯଦି ବା ଆପଣ ଆଇଏସ ପରୀକ୍ଷା ଦଉ ନାହାନ୍ତି ତେବେ ମଧ୍ୟ ଆପଣ ଏହାର ଉତ୍ତର ତ ଦେଇ ପାରିବେ, କାହିଁକିନା ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିଥାଏ ଏବଂ ନୂଆ ନୂଆ ଜିନିଷ ଶିଖିବାକୁ ମିଳି ଥାଏ ।
ସେମିତି ରେ ବି ଏହି ପ୍ରଶ୍ନ ଗୁଡିକ ପାଇଁ ଆପଣଙ୍କୁ କୌଣସି ତିଆରି କରିବାକୁ ପଡିବ ନାହିଁ କାହିଁକିନା ଯେଉଁ ପ୍ରଶ୍ନ ଉତ୍ତର ଆପଣଙ୍କୁ ଜଣା ନଥିବ ତା ଉତ୍ତର ଆମେ ଆପଣଙ୍କୁ କହିବୁ ।
ତେବେ ଦେଖିବା ଆପଣମାନଙ୍କ ଦିମାଗ କେତେ କାମ କରୁଛି, ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ଦେଇ ପାରୁଛନ୍ତି କି ନାହିଁ । ସେଥିପାଇଁ ଆପଣ କେବଳ ପ୍ରଶ୍ନ ପଢନ୍ତୁ ଏବଂ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ , ତେବେ ଆସନ୍ତୁ ଏହି ପ୍ରଶ୍ନ ଗୁଡିକ ପଢି ଏହାର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଯଦି ନ ଦେଇ ପାରିବେ ତେବେ ତଳେ ଥିବା ଉତ୍ତର ଦେଖନ୍ତୁ ।
ପ୍ରଶ୍ନ – ମହାତ୍ମା ବୁଦ୍ଧ ନିଜ ପ୍ରଥମ ଉପଦେଶ କେଉଁଠି ଦେଇ ଥିଲେ ?
ଉତ୍ତର – ମହାତ୍ମା ବୁଦ୍ଧ ନିଜ ପ୍ରଥମ ଉପଦେଶ ସାରନାଥ ରେ ଦେଇ ଥିଲେ ।
ପ୍ରଶ୍ନ – ୫+୨=୫୨ କେମିତି ହୋଇ ପାରିବ?ଏହାକୁ ଭଲ ଭାବରେ ବୁଝାନ୍ତୁ ?
ଉତ୍ତର – ତେବେ ଆପଣ ଏହା ଜାଣି ଥିବେ ଯେ ୫+୨=୭ ହୋଇ ଥାଏ ଏବଂ ୭*୭=୪୯ ହୋଇ ଥାଏ ଓ ୪୯+(୫-୨)=୫୨ ହୋଇ ଥାଏ ସେଥିପାଇଁ ୫+୨=୫୨ ହୋଇ ଥାଏ ।
ପ୍ରଶ୍ନ – ଏମିତି କୌ ଜିନିଷ ହୋଇ ଥାଏ ଯାହାକୁ ଝିଅ ଖାଇ ବି ଥାଏ ଏବଂ ପିନ୍ଧି ବି ଥାଏ ?
ଉତ୍ତର – ଏହାର ଉତ୍ତର ଲବଙ୍ଗ ଅଟେ ଯାହାକୁ ଇଂରାଜୀ ରେ ଲଙ୍ଗ କୁହା ଯାଏ ।
ଆଶା କରୁଛୁ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଆସୁଥିବ, ଏହିଭଳି ଅନେକ ଭଲ ଭଲ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।