ନମସ୍କାର । ଆଜି ଓଡ଼ିଆ ସାଧରଣଜ୍ଞାନରେ ରହିଛି ଭାରତ ସରକାର ଙ୍କ ବିଭିନ୍ନ ବିକାଶ ଯୋଜନା । ଏହାର ଉଦେଶ୍ୟ, ପ୍ରାରମ୍ଭ ବର୍ଷ ଆଉ ଯୋଜନାର ନାମ । ତେବେ ଆସନ୍ତୁ ଜାଣିବା କେତେଟି ପ୍ରଶ୍ନ ଆଉ ତାର ଉତ୍ତର ।
୧. କେଉଁ ପ୍ରାଣୀ ର ରକ୍ତ ନୀଳ ଅଟେ?
ଉତ୍ତର- ଅକ୍ଟୋପସ ।
୨. କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦେଇଥାଏ?
ଉତ୍ତର- ପ୍ଲାଟିପସ ।
୩. ଗୋଟିଏ ଝିଅ ନିଜର ପ୍ରଥମ ଜନ୍ମଦିନ ରେ ୮ ବର୍ଷ ର ହୋଇଥିଲା କିପରି?
ଉତ୍ତର- କାରଣ ସେହି ଝିଅ ଟି ୧୯୮୬ ୨୯ ଫେବୃଆରୀ ରେ ଜନ୍ମଗ୍ରହଣ କରିଥିଲା । ଯେହେତୁ ତାହା ଅଧିବର୍ଷ ତେଣୁ ତା’ର ପ୍ରଥମ ଜନ୍ମ ଦିନ ୧୯୦୦ ମସିହା ଅର୍ଥାତ ୪ ବର୍ଷ ପରେ ହେବ । କିନ୍ତୁ ୧୯୦୦ ୪ ଦ୍ୱାରା ବିଭକ୍ତ ନୁହେଁ, ତେଣୁ ଅନ୍ୟ ୪ ବର୍ଷ ପରେ ଅଧିବର୍ଷ ପଡ଼ିବ । ତେଣୁ ସେହି ଝିଅ ନିଜର ପ୍ରଥମ ଜନ୍ମଦିନ ରେ ହିଁ ୮ ବର୍ଷର ହେବ ।
୪. ଖାଇବାକୁ ଦେଲେ ବଞ୍ଚିବ କିନ୍ତୁ ପିଇବାକୁ ଦେଲେ ମରିଯିବି । ତାହା କଣ ଅଟେ?
ଉତ୍ତର- ନିଆଁ ।
୫. ଏଭଳି କେଉଁ ଜୀବ ଅଛି ଯାହା ଖାଦ୍ୟ ଖାଇନଥାଏ ଅଥବା ପାଣି ପିଇନଥାଏ?
ଉତ୍ତର- ନିର୍ଜୀବ ।
୬. ହ୍ଵାଟ୍ସଆପ ଓ ଫେସବୁକ କେଉଁ ଦେଶର ଆପ୍ ଅଟେ?
ଉତ୍ତର- ଆମେରିକା ।
୭. ଝିଟିପିଟି ର ବୟସ କେତେ ହୋଇଥାଏ?
ଉତ୍ତର- ୧୮ ମାସ ୭ ବର୍ଷ ପର୍ଯ୍ୟନ୍ତ ।
୮. ଦିଲ୍ଲୀ ର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ?
ଉତ୍ତର- ଶାହାଜାହାଁ ।
୯. ଦୁନିଆ ରେ ଗୋଟିଏ ମିନିଟ ରେ କେତୋଟି ଛୁଆ ଜନ୍ମଗ୍ରହଣ କରିଥାନ୍ତି?
ଉତ୍ତର- ପାଖାପାଖି ୨୫୦ ଜଣ ।
୧୦. ଏଭଳି କଣ ରହିଛି ଯାହା ଆପଣଙ୍କ ପାଖରେ ଯେତେ କମ ରହିବ ଆପଣଙ୍କୁ ସେତେ ଅଧିକ ଦେଖାଯିବ?
ଉତ୍ତର- ଅନ୍ଧାର ।
୧୧. କେଉଁ ପ୍ରାଣୀ କୁ ଆଇନା ଦେଖିବାକୁ ଡର ଲହିଥାଏ?
ଉତ୍ତର- ଘୁଷୁରୀ ।
୧୨. ମିଛ କହିବା ଦ୍ଵାରା ଆମ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ?
ଉତ୍ତର- ନାକ ।
୧୩. ହ୍ଵାଟ୍ସଆପ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- କ୍ୟା ଚଲ୍ ରହା ହେ ।
୧୪. ଗାଡ଼ି ଚକ ର ଆବିଷ୍କାର କେବେ ହୋଇଥିଲା?
ଉତ୍ତର- ନବପାଷାଣ କାଳ ରେ ।
୧୫. ଏକ ଟଙ୍କିଆ ନୋଟ ରେ କାହାର ହସ୍ତାକ୍ଷର ରହିଥାଏ?
ଉତ୍ତର- ବିତ୍ତ ସଚ୍ଚିବ ।
୧୬. ଆଇ.ପି.ଏଲ ମ୍ୟାଚ ରେ ସବୁଠାରୁ ଅଧିକ ଶତକ କେଉଁ ବ୍ୟାଟ୍ସ ମ୍ୟାନ ମାରିଥିଲେ?
ଉତ୍ତର- କ୍ରୀସ୍ ଗେଲ୍ ।
୧୭. ଏକ ପାତ୍ର ରେ ୮ଟି କଦଳୀ ରହିଛି ଏବଂ ଆପଣ ସେଥିରୁ ୫ଟି କଦଳୀ ଉଠାଇ ଦେଲେ । ତେବେ ଆପଣଙ୍କ ପାଖରେ କେତୋଟି କଦଳୀ ରହିବ?
ଉତ୍ତର- ୫ଟି । କାରଣ ଆପଣ ୫ଟି କଦଳୀ ଉଠାଇଛନ୍ତ
୧୮. ଏଭଳି କେଉଁ ପ୍ରାଣୀ ରହିଛି ଯାହା କେବେବି ମରି ନଥାଏ, ସର୍ବଦା ବଂଚିଥାଏ?
ଉତ୍ତର- ଜେଲି ଫିସ ।
୧୯. ଏଭଳି କେଉଁ ପକ୍ଷୀ ଅଛି ଯିଏ କେବେବି ଗଛରେ ବସି ନଥାଏ?
ଉତ୍ତର- ଟିଟୋନ ନାମକ ପକ୍ଷୀ ।
୨୦. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜର ନିଶ୍ୱାସ କୁ ୬ ଦିନ ପର୍ଯ୍ୟନ୍ତ ଅଟକାଇ ରଖି ପାରିବ?
ଉତ୍ତର- ବିଚ୍ଛା ।
୨୧. ଭାରତରେ ସର୍ବମୋଟ କେତୋଟି ଚ୍ୟାନେଲ ରହିଛି?
ଉତ୍ତର- ୮୯୨ ଟି ।
୨୨. କିଡ୍ନୀ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- ବୃକକ୍ ।
୨୩. ଭାରତୀୟ ମୁଦ୍ରା ର ନାମ ରୂପୟା କିଏ ରଖିଥିଲେ?
ଉତ୍ତର- ସେରଶାହା ସୁରୀ ।
୨୪. କେଉଁ ଦେଶର ଲୋକମାନେ ଗଛ ରେ ଘର ତିଆରି କରି ରୁହନ୍ତି?
ଉତ୍ତର- କାଙ୍ଗୋ ବାସିନ ।
୨୫. ଏଭଳି କେଉଁ ଦୁଇଟି ସଂଖ୍ୟା ରହିଛି, ଯାହାକୁ ଗୁଣନ କରିଲେ ୩୦୦ ଏବଂ ମିଶାଣ କରିଲେ ୩୫ ହେବ?
ଉତ୍ତର- ୧୫ ଓ ୨୦ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।