ଝିଅମାନେ ସବୁ ଲୁଗା କେବେ କାଢି ଥାନ୍ତି ? 90% ଲୋକ ହେଲେ ଫେଲ

ବନ୍ଧୁଗଣ କିଛି ବିଶେଷ କୌତୁକ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆସନ୍ତୁ ଜାଣିବା, ଯାହା ଜାଣି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ଆମେ ଚିନ୍ତା କରିବା ଯେ, ଏମିତି ମଧ୍ୟ ହୋଇଥାଏ ଆମ ସହିତ ଯେ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ବୁଦ୍ଧି ଦିଶେନାହି । ଆସନ୍ତୁ ତେବେ ଜାଣିନେବା ସେହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ;-

୧- ଆଗବର୍ଷ ୩୧ ଏପ୍ରିଲ କୁ ଆପଣଙ୍କ ସହିତ ତାହା କଣ ହୋଇଥିଲା ଯାହା ଆପଣ କେବେ ମଧ୍ୟ ଭୁଲି ପାରିବେ ନାହିଁ ? ଉତ୍ତର- ତାହା କିଛି ଭି ନୁହେଁ, କାରଣ ଏପ୍ରିଲ ମାସରେ ୩୧ ତାରିଖ ଆସେ ନାହିଁ ।

୨- ଏମିତି କଣ ଅଟେ, ଯାହା ମୁଣ୍ଡରେ ପଥର ଥାଏ, ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇ ଆପଣ ବହୁତ ଖୁସି ହୁଅନ୍ତି ? ଉତ୍ତର- ମୁଦି, ଏହାର ଉପରି ଭାଗ ଅର୍ଥର ମୁଣ୍ଡରେ ପଥର ଏବଂ ଏହାକୁ ଆଙ୍ଗୁଳି ପୁରାଇ ପିନ୍ଧିଲେ ଆପଣ ଖୁସି ହୋଇଥାନ୍ତି ।

୩- ପିଲା ମାନଙ୍କ ଏମିତି ଏକ କେଉଁ ଖେଳନା ଅଟେ ? ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି ପାରନ୍ତି ନାହିଁ ? ଉତ୍ତର- ଜହ୍ନ ମାମୁଁ, ବନ୍ଧୁଗଣ ଛୋଟ ପିଲା ମାନେ ଜହ୍ନ ମାମୁଁ ଙ୍କୁ ଦେଖି ବହୁତ ଖୁସି ହୋଇଥାନ୍ତି । ଏବଂ ଦୁନିଆର କୌଣସି ବଡ ଲୋକ ମଧ୍ୟ ଏହାକୁ କିଣି ପାରିବ ନାହିଁ ।

୪- ଏମିତି କଣ ଅଟେ ? ଯାହା ପାଣିରେ ଓଦା ହେଲେ ମଧ୍ୟ ଓଦା ହୁଏନାହିଁ ? ଉତ୍ତର- ବନ୍ଧୁଗଣ ଏହା ହେଉଛି, ଆପଣଙ୍କ ଦେହର ଛାଇ । ଏହା ଆପଣଙ୍କ ସହିତ ଚାଲିଥାଏ ମାତ୍ର ଏହା କେବେ ଓଦା ହୋଇନଥାଏ ।

୫- ଝିଅ ମାନେ ସବୁ ଲୁଗା କେବେ କାଢି ଥାନ୍ତି ? ଉତ୍ତର- ବନ୍ଧୁଗଣ, ଯେତେବେଳେ କାପଡା ଅଥବା ଲୁଗା ଗୁଡିକ ଓଦା ହୋଇଥିଲା ଏବଂ ତାହା ଶୁଖାଇବା ନିମନ୍ତେ ଶୁଖା ଯାଇଥିଲା, ଏବଂ ତାହା ଶୁଖିଯାଇଥିବା ଅବସ୍ଥାରେ ସେହି ସ୍ଥାନରୁ କପଡା ଅଥବା ଲୁଗା ଗୁଡିକୁ ଝିଅମାନେ କାଢିଥାନ୍ତି ।

ବନ୍ଧୁଗଣ ଏହିଭଳି ଭାବରେ ଅନେକ ପ୍ରଶ୍ନ ରହିଅଛି ଯାହାକୁ ଆମେ ଚିନ୍ତା ମଧ୍ୟ କରି ପାରିନଥାଉ । ମାତ୍ର ତାହା କେତେକ କ୍ଷେତ୍ରରେ ଅନ୍ୟ ମାନଙ୍କ ଦ୍ଵାରା ପଚାରି ଯାଇଥାଏ, କିନ୍ତୁ ଆମ୍ଭ ମାନଙ୍କୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ଜଣା ନଥିବା ଅବସ୍ଥା ରେ ଆମେ ଅନ୍ୟକୁ ସଠିକ ଉତ୍ତର ମଧ୍ୟ ଦେଇ ପାରି ନଥାଉ । ଏହିଭଳି ପ୍ରଶ୍ନ ସାଧାରଣତ ଉଚ୍ଚ କୋଟିର ପରୀକ୍ଷା ରେ ପଚରା ଯାଇଥାଏ । ସେହି ପରୀକ୍ଷିତ ମାନେ ଆମର ସାଧାରଣ ଜ୍ଞାନ ର ପରୀକ୍ଷା କରିଥାନ୍ତି ।

ସେହିଠାରୁ ସେମାନେ ଆମ ବୁଦ୍ଧିମାନ ର ଅନ୍ଦାଜ ଲଗାଇଥାନ୍ତି ଯେ ଆମ ପାଖରେ କେତେ ମାତ୍ରାରେ ବୁଦ୍ଧି ରହିଛି , ଏବଂ ତାହାକୁ ଆଧାର କରି ଆମକୁ ବିଭିନ୍ନ ସରକାରୀ ପଦ୍ଧତିରେ ମଧ୍ୟ ନିୟୋଜିତ ମଧ୍ୟ କରିଥାନ୍ତି । ଏଣୁ ସମସ୍ତ ବିଷୟ ବସ୍ତୁ ସମ୍ବନ୍ଦରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ଏହା ଆମକୁ କେତେବେଳେ ଯେ ଅନ୍ୟ ସମ୍ମୁଖରେ ଆମର ବୁଦ୍ଧି ର ପରିଚୟ ର କାରଣ ହୋଇଯିବ ତାହା ଜାଣିବା ଅସମ୍ଭବ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *