ଟି-୨୦ ବିଶ୍ଵକପ ପାଇଁ ICC ନେଲା ବଡ ନିସ୍ପତି, Cricketରେ ବଦଳିବ ଏହି ସବୁ ନିୟମ

ନମସ୍କାର ବନ୍ଧୁଗଣ ଆଉ କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ଵକପ । ଏବେଠୁ ପ୍ରସ୍ତୁତ ହେଲେଣି ସ୍ବାଉ ଟିମ । ଆଉ ଏହାରି ଭିତରେ ICC କିଛି ବଡ ନିସ୍ପତି ନେଇଛି । କ୍ରିକେଟକୁ ନେଇ କିଛି ନିଯମରେ ପରିବର୍ତ୍ତନ କରିଛନ୍ତି ଆଇସିସି । ଅକ୍ଟୋବର ୧ ରୁ ଏହି ସବୁ ନିୟମରେ ପରିବର୍ତ୍ତନ ହେବ । ନୂଆ ନିୟମ ସହ ଟି-୨୦ ବିଶ୍ଵକପ ଖେଳିବେ ସବୁ ଦେବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ନିୟମରେ ହୋଇଛି ପରିବର୍ତ୍ତନ ।

୧- କ୍ୟାଚ ଆଉଟ ନିୟମ : ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟାଟ୍ସତ୍ସମ୍ୟାନ କ୍ୟାଚ ଆଉଟ ହେବ ତେବେ ନୂଆ ବ୍ୟାଟ୍ସମ୍ୟାନ ଆସି ଷ୍ଟ୍ରାଇକରେ ରହିବ । ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ପିଚ ପରିବର୍ତ୍ତନ କରିବା ନ କରିବା ଉପରେ କୌଣସି ପ୍ରଭାବ ପଡିବ ନାହି ।

୨- ବଳରେ ଛେପ ଲଗାଇବା ନିଷେଧ : ୨୦୨୦ରୁ କୋରୋନାର ପ୍ରଭାବ କ୍ରିକେଟତ ଉପରେ ପଡିଥିଲା । ଫଳରେ ଚାରି ଆଡେ କ୍ରିକେଟ ମ୍ଯାଚ ବନ୍ଦ ହୋଇଥିଲା । ଆଉ ଯେବେ ସବୁ ଠିକ ହେଲା କ୍ରିକେଟ ନିୟମରେ ପରିବର୍ତ୍ତନ ହୋଇଥିଲା । ସେହି ସମୟରେ ବଲରେ ଛେପ ଲଗାଇବା ପ୍ରତିବନ୍ଧକ ଲଗା ଯାଇଥିଲା । ବର୍ତ୍ତମାନ ନୂଆ ନିୟମରେ ବଲରେ ଛେପ ଲଗାଇବା ବ୍ୟାନ କରାଯାଇଛି ।

୩- ନୂଆ ବ୍ଯାଟ୍ରରଙ୍କ ପାଇଁ ଷ୍ଟ୍ରାଇକ ନେବାର ସମୟ : କୌଣସି ଖେଳାଳି ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ଆଇନ ଆସିଥାନ୍ତି । ପୂର୍ବରୁ ଏହି ସମୟ ୩ ମିନିଟ ରଖାଯିଥିଲା କିନ୍ତୁ ଏବେ ଟେଷ୍ଟ ଓ ଦିନିକିଆ ପାଇଁ ୨ ମିନିଟ ରଖାଯାଇଥିବା ବେଳେ ଟି-୨୦ ପାଇଁ ୯୦ ସେକେଣ୍ଡ ରଖାଯାଇଛି ।

୪- ବ୍ୟାଟ୍ସମ୍ୟାନଙ୍କ ବଳ ଖେଳିବାର ଅଧିକାର : ଖେଳିବା ସମୟରେ ବ୍ୟାଟ୍ସମ୍ୟାନ ଙ୍କୁ ପିଛା ଭିତରେ ହିଁ ରହିବାକୁ ହୋଇଥାଏ । ଯଦି କେହି ବ୍ୟାଟ୍ସମ୍ୟାନ ଙ୍କୁ ପିଚ ରୁ ବାହାରି ବଳ ଖେଳିବାକୁ ବାଧ୍ୟ କରିବ ତେବେ ତାକୁ ନୋ ବଲ ଦିଆଯିବ ।

୫- ଫିଲ୍ଦିଙ୍ଗ ଟିମ ତରଫରୁ ଖରାପ ବ୍ୟବହାର : ଯଦି ବୋଲର ବୋଲିଂ କରିବା ସମୟରେ କିଛି ଖରାପ ବ୍ୟବହାର ବା ଅଳ୍ପ ମୁମେଣ୍ଟ ନିଅନ୍ତି ତେବେ ଓମ୍ପେୟାର ତାଙ୍କ ଉପରେ ଆକ୍ସନ ନେଇପାରିବେ । ପ୍ୟାନେଲଟି ହିସାବରେ ବ୍ୟାଟିଙ୍ଗ ଦଳକୁ ୫ ରନ ଦେଇ ପାରିବେ ।

୬- ନନ ଷ୍ଟ୍ରାଇକର ରଣ ଆଉଟ ହେବା : ନନ ଷ୍ଟ୍ରାଇକର ଯଦି ବୋଲର ପକାଇବା ପୂର୍ବରୁ ପିଚ ରୁ ବାହରକୁ ବାହାଇଥାଏ ତେବେ ବୋଲର ସେହି ବ୍ୟାଟ୍ସମ୍ୟାନ କୁ ରନ ଆଉଟ କରିଲେ ତାକୁ ଅନ ଫେୟାର ପଳେ କୁହା ଯାଇଥିଲା । ହେଲେ ଏବେ ତାକୁ ରନ ଆଉଟ ହିଁ କୁହାଯିବ ।

୭- ଦେଲିଭରି ପୂର୍ବରୁ ଷ୍ଟ୍ରାଇକରଙ୍କୁ ବଲ ଥ୍ରୋ : ବୋଲର ଯଦି ବଲ ପକାଇବା ପାଇଁ ରନ ନେଲା ବେଳେ ଦେଖନ୍ତି ବ୍ୟାଟ୍ସମ୍ୟାନ ପିଚ ଛାଡି ଆଗକୁ ଆସିଛନ୍ତି ତେବେ ଆଉଟ ଲକ୍ଷ୍ୟରେ ବୋଲର ବଲ ଥ୍ରୋ କରିଥାନ୍ତି । ଏବେ ଏହି ବଲକୁ ଡେଡ ବଲ ଘୋଷଣା କରାଯିବ । ବନ୍ଧୁଗଣ ଆପଣଙ୍କର ଏହି ବିଶେଷ ବିବରଣୀକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *