ନମସ୍କାର ବନ୍ଧୁଗଣ । ଇଣ୍ଡିଆନ ଆର୍ମ ଫୋର୍ସ ଦୁନିଆର ସବୁଠାରୁ ଶକ୍ତିଶାଳୀ ଫୋର୍ସ ମଧ୍ୟରେ ଅନ୍ୟତମ । ଆପଣମାନେ ଜାଣିଥିବେ ଇଣ୍ଡିଆନ ଆର୍ମୀ, ଏୟାର ଫୋର୍ସ, ନେଭି ସେନାର ୩ଟି ଶକ୍ତି କିନ୍ତୁ ସେନାର ଏହି ଶକ୍ତି ଭିତରେ ବି ଏମିତି କିଛି କମାଣ୍ଡୋ ଅଫିସର ଅଛନ୍ତି ଯେଉଁ ମାନେ ଲୋକଙ୍କ ସୁରକ୍ଷା ପାଇଁ ବାଜିରେ ନିଜ ଜୀବନ ଲଗାଇ ଦେଇଥାନ୍ତି । ଜରୁରୀକାଳିନ ପରିସ୍ଥିତିରେ ଏହି କମାଣ୍ଡୋଙ୍କୁ ଖୋଜା ପଡେ । ଆଜୀ ଆମେ ଆପଣଙ୍କୁ ଦେଶର ଘାତକ, ସାନଦାର ଓ ବୁଦ୍ଧିମାନ କମାଣ୍ଡୋଙ୍କ ବିଷୟରେ କହିବୁ ଯାହାଙ୍କ ଆଗରେ ଶତ୍ରୁ ମଧ୍ୟ ଭୟ କରନ୍ତି ।
୧- ଆମ ଲିଷ୍ଟର ପ୍ରଥମ ନାମରରେ ଅଛନ୍ତି କୋବ୍ରା କୋମାଣ୍ଡୋ ଇଏ CRF ର ସ୍ଵତନ୍ତ୍ର ୟୁନିଟ । ଏହି କୋମାଣ୍ଡୋ ଗରିଲା ଯୁଦ୍ଧ ତଥା ଜଙ୍ଗଲର ବିପଦପୂର୍ଣ୍ଣ ବାତାବରଣରେ ସରଭାଇଭ କରିବା ପାଇଁ ସେପଶାଳା ଟ୍ରେନିଂ ନେଇଥାନ୍ତି । ଜଙ୍ଗଲରେ ଆଡ୍ଡା ଜମାଇଥିବା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଏହି ଫୋର୍ସକୁ ପ୍ରସ୍ତୁତ କାରାଯାଇଛି ।
୨- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗରୁଡ କୋମାଣ୍ଡୋ ଯାହା ଭାରରତୀୟ ସେନାର ବଳ । ଜଳ, ବାୟୁ ଓ ରାତି ଅନ୍ଧାରରେ ଶତ୍ରୁଙ୍କୁ ମାରିବାର କ୍ଷମତା ରଖିଥାଏ ଏହି ସେନା । ଏମାନେ କଡା ଟ୍ରେନିଂ ନେବା ସହ ଆତଙ୍କବାଦୀ ଆକ୍ରମଣ କରିଲେ ତୁରନ୍ତ ପଦକ୍ଷେପ ନେଇଥାନ୍ତି ।
୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ନ୍ୟାସନାଲ ସିକ୍ଯୁରିଟି ଗାର୍ଡ ଯାହାର ଗଠନ ୧୯୬୬ରେ ହୋଇଥିଲା । ଏହି ଯବାନ ୩ ସେନା, ପୋଲିସ ଓ ପାରାମିଲିଟାରୀ ସେବା ଯୋଗାଇଥାନ୍ତି ।
୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଏସପିଜି ଯବାନ ବା ସ୍ପେଶଲ ପ୍ରୋଟେକ୍ସନ ଗ୍ରୁପ । ଏହି ଯବାନଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଖାପାଖରେ ଦେଖିବାକୁ ମିଳିଥାଏ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ଏମାନଙ୍କ ଉପରେ ରହିଥାଏ । ଏମାନେ ବୁଦ୍ଧିମାନର ପରିଚୟ ଦେଇଥାନ୍ତି ।
୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମାରକୋଷ ଯାହା ଭାରତୀୟ ସେନାର ସବୁଠାରୁ ଘାତକ ଫୋର୍ସ । ନୌସେନାର ସେପଶାଳା କମାଣ୍ଡୋ ହିତରେ ଏମାନଙ୍କ ନାଁ ଆଗ ଆସିଥାଏ । ଯାହାକୁ ଜଳ, ସ୍ଥଳ, ବାୟୁ ରେ ଲଢେଇ କରିବାର ବିଶେଷ ଟ୍ରେନିଂ ଦିଆଯାଇଛି ।
୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଗୋରିଲା କମାଣ୍ଡୋ ଯିଏ ଉଚ୍ଚ ପାହାଡ, ଆବଡାଖାବଡା ରାସ୍ତା ଓ ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲି ଜନ୍ତୁଙ୍କ ଭଳି ତିଷ୍ଠି ରହିବାର ତାଲିମ ପ୍ରାପ୍ତ କରିଥାନ୍ତି । ଏମାନଙ୍କ ନାଁ ଶୁଣିଲେ ଉଗ୍ରବାଦୀଙ୍କ ଦେହରୁ ରକ୍ତ ଶୁଖିଯାଏ । ଏମାନେ ସାପ, କଙ୍କଡା ଭଳି ସରୀସୃପଙ୍କୁ ଖାଇବାର ଟ୍ରେନିଙ୍ଗ ନେଇଥାନ୍ତି ।
୭- ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଗୋରଖା ରେଜିମେଣ୍ଟ । ନେପାଳର ହିମାଳୟ ପାଖାପାଖି ଏକ ଜିଲ୍ଲା ରହିଛି ଆହାର ନା ଗୋରଖା ଯାହାର ବଳୁଆ ଯୋଦ୍ଧା ଙ୍କ ପାଇଁ ଏହି ସ୍ଥାନ ଖୁସ ପ୍ରସିଦ୍ଧ । କୁହାଯାଏ ଏଠିକାର ମା ମାନେ ଛୁଆକୁ ନୁହେଁ ଗୋଟେ ଗୋଟେ ସିଂହ କୁ ଜନ୍ମ ଦେଇଥାନ୍ତି । ପିଲାବେଳୁ ଭୀରୁତା ଓ ମୃତ୍ୟୁକୁ ଆଲିଙ୍ଗନ କରିବାର ଶିକ୍ଷା ଦିଆଯାଏ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।