ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଏମିତି କେଉଁ ପକ୍ଷୀ ଅଛି ଯିଏ ରାତିରେ ସଫର କରିଥାଏ ?
ଉତ୍ତର- ଚମଗାଦଡ
୨- ଦୁନିଆର କେଉଁ ଜୀବ ସବୁଠାରୁ ଅଳସୁଆ ହୋଇଥାଏ ?
ଉତ୍ତର- ଗେଣ୍ଡା
୩- କେଉଁ ଦେଶରେ ଝିଅ ମାନଙ୍କର ସଂଖ୍ୟା କମ ଥାଏ ?
ଉତ୍ତର- ବ୍ରାଜିଲ
୪- କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଷଣ୍ଢ ଅଟେ ?
ଉତ୍ତର- ଭିଏତ୍ନାମ
୫- ଏମିତି କଣ ଖାଇବା ଜିନିଷ ଯାହା କେବେ ଖରାପ ହୁଏ ନାହି ?
ଉତ୍ତର- ମହୁ
୬- କେଉଁ ଜୀବ ଅଛି ଯାହା ପାଖରେ ବୁଦ୍ଧି ନ ଥାଏ ?
ଉତ୍ତର- ଜେଲିଫିସ
୭- କେଉଁ ଜୀବ ପାଖରେ ଫେମ୍ପଡା ନାହି ?
ଉତ୍ତର- ପିମ୍ପୁଡି
୮- କେଉଁ ପକ୍ଷୀ କେବଳ ନୀଳ ରଙ୍ଗ ଦେଖିପାରେ ?
ଉତ୍ତର- ପେଚା
୯- ଦୁନିଆର କେଉଁ ଜୀବର ହାଡ ତେଢା ହୋଇଥାଏ ?
ଉତ୍ତର- ସାପ
୧୦- ଭାରତର ଏକମାତ୍ର କେଉଁ ଦେଶରେ ଗୋଟିଏ ବି ରେଳ ଷ୍ଟେସନ ନାହି ?
ଉତ୍ତର- ମେଘାଳୟ
୧୧- କେଉଁ ଦେଶରେ ଚପଲ ପିନ୍ଧି ଗାଡି ଚଳାଇଲେ ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- ଆମେରିକା
୧୨- ଭାରତୀୟ ଲୋକଙ୍କର ପ୍ରିୟ ଖାଦ୍ୟ କଣ ?
ଉତ୍ତର- ଆଳୁ
୧୪- ଦୁନିଆର ସବୁଠାରୁ ମୋଟା ମଣିଷ କିଏ ?
ଉତ୍ତର- ଯୌବନ ପେଡରୁ
୧୫- କଟହଲ କେଉଁ ଦେଶରେ ରାଷ୍ଟ୍ରୀୟ ଫଳ ଅଟେ ?
ଉତ୍ତର- ବଙ୍ଗାଲାଦେଶ
୧୬- ସବୁଠାରୁ ଫାଇଟର ଜାହାଜ କେଉଁ ଦେଶରେ ତିଆରି ହୋଇଥାଏ ?
ଉତ୍ତର- ଆମେରିକା
୧୭- ବିଶ୍ବରେ ସବୁଠାରୁ ଶସ୍ତା ଉଲ କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିୟା
୧୮- ରାବଣଙ୍କ ସ୍ତ୍ରୀଙ୍କର କେତୋଟି ପୁତ୍ର ଥିଲେ ?
ଉତ୍ତର- ୭ଜଣ
୧୯- ୨୦୨୧ର ସବୁଠାରୁ ବୁଦ୍ଧିମାନ ଦେଶ କାହାକୁ ମାନା ଯାଇଛି ?
ଉତ୍ତର- କାନାଡା
୨୦- ସବୁଠାରୁ ଅଧିକ ସୁନ୍ଦର କେଉଁ ଦେଶରେ ଲବଙ୍ଗ ମିଳିଥାଏ ?
ଉତ୍ତର- ବେନିଯୁଏଲା
୨୧- କେଉଁ ପକ୍ଷୀ ନିଜ ଜୀବନରେ ମାଟି ଉପରେ ବସେ ନାହି ?
ଉତ୍ତର- ହରିୟଲ
୨୨- ଏକ ମକଡି ବିନା ନ ଖାଇ ପିଇ କେତେ ଦିନ ବଞ୍ଚିପାରେ ?
ଉତ୍ତର- ୭ରୁ୮ ମାସ
୨୩- କେଉଁ ଜୀବର ଜିଭ ନୀଳ ରଙ୍ଗର ହୋଇଥାଏ ?
ଉତ୍ତର- ଜିରାଫ
୨୪- ଦୁନିଆର ସବୁଠାରୁ ସୁନ୍ଦର ହାତୀ କେଉଁ ରାଜ୍ଯରେ ରହିଥାନ୍ତି ?
ଉତ୍ତର- କେରଳ
୨୫- କେଉଁ ଜୀବ ନିଜର ଶ୍ଵାସକୁ ୬ ଦିନ ରୋକିପାରେ ?
ଉତ୍ତର- ବିଛା
୨୬- କେଉଁ ଜିନିଷ ଅଛି ଯାହା ଲୋକେ ଖାଇଥାନ୍ତି, ପିଇଥାନ୍ତି ଓ ଜଳାଇଥାନ୍ତି ?
ଉତ୍ତର- ନଡିଆ
୨୭- ଗୋଟେ ଝିଅ ୧୯୫୦ ରେ ଜନ୍ମ ହୋଇଥିଲା ଓ ୧୯୬୦ ରେ ମରିଗଲା, ଯେବେ ମରିଲା ତାର ବୟସ ୨୦ ବର୍ଷ ଥିଲା କୁହ କେମିତି ?
ଉତ୍ତର- କାରଣ ଝିଅଟି ରୁମ ନମ୍ବର ୧୯୫୦ ରେ ଜନ୍ମ ହୋଇଥିଲା ନାଁ କି ୧୯୫୦ ମସିହାରେ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।