Interesting GK Questions- ମୁଁ ହାତୀ ଭଳିଆ ବଡ କିନ୍ତୁ ମୋର ଓଜନ ଜମା ନାହିଁ , ମୁଁ କିଏ ? ଏହା ସହ ଆହୁରି 14 GK Quiz

ବନ୍ଧୁଗଣ ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲା ରେ ଅବସ୍ଥିତ ଅଟେ ଓ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିବାକୁ ମିଳିଥାନ୍ତି ?

ଉତ୍ତର- ଶିମିଳିପାଳ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ବ୍ୟାଘ୍ର ସରକ୍ଷଣନ  କେନ୍ଦ୍ର ହାତୀ, ଗୟଳ, ସମ୍ବାର, ହରିଣ, ଭାଲୁ, ସାପ ଆଦି ପ୍ରାଣୀ ରହିଥାନ୍ତି ।

୨- ଭିତର କନିକା କେଉଁ ଜିଲ୍ଲା ରେ ଅଛି ଓ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିବାକୁ ମିଳିଥାନ୍ତି ?

ଉତ୍ତର- କେନ୍ଦ୍ରାପଡା ଜିଲା ରେ ଅଛି, ସେଠାରେ କୁମ୍ଭୀର, ପ୍ରଯଜନ କେନ୍ଦ୍ର, ସାପ, ହରିଣ, ସଂବର ପ୍ରାଣୀ ଦେଖିଥାନ୍ତି ମିଳନ୍ତି ।

୩- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?

ଉତ୍ତର- ୮ ଗ୍ରାମ ।

୪- ମିସ ୟୁନିଭର୍ସ ବନିଥିବା ପ୍ରଥମ ଭାରତୀୟ ମହିଳା କିଏ ଅଟନ୍ତି ?

ଉତ୍ତର- ସସ୍ମିତା ସେନ ॰

୫- ଭାରତରେ ସବୁଠାରୁ କମ ଜନ ସଂଖ୍ୟା ଥିବା ରାଜ୍ୟ କେଉଁଟି ଅଛି ?

ଉତ୍ତର- ସିକିମ ।

୬- ମୋବାଇଲ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ମାର୍ଟିନ କୁପର ।

୭- ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ସମୟ ଲାଗିଥିଲା ?

ଉତ୍ତର- ୨୨ ବର୍ଷ ।

୮- ଏକ ପେଚା ତାର ମୁଣ୍ଡକୁ କେତେ ଡିଗ୍ରୀ ଘୁରେଇ ପାରେ ?

ଉତ୍ତର- ୨୭୦ ଡିଗ୍ରୀ ।

୯- ବିଶ୍ଵ ର ଏକମାତ୍ର ଦେଶ କେଉଁଠି ଉଭୟ ବାଘ ଓ ଭାଲୁ ଦେଖିବାକୁ ମିଳନ୍ତି ?

ଉତ୍ତର- ଭାରତ ।

୧୦- ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିବା ପ୍ରଥମ କ୍ରୀଡାବିତ କିଏ ଅଟନ୍ତି ?

ଉତ୍ତର- ବିଶ୍ବନାଥନ ଆନନ୍ଦ .

୧୧- ଭାରତର ପ୍ରଧାନ ମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ରେ କେଉଁ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ?

ଉତ୍ତର- ଦିଲ୍ଲୀ ର ଲାଲକିଲା ଠାରେ ।

୧୨- ଇଂରେଜ ମାନେ ଭାରତରେ କେବେ ବର୍ଷ ଶାସନ କରିଥିଲେ ?

ଉତ୍ତର- ୨୦୦ ବର୍ଷ ।

୧୩- ଭାରତର ଜାତୀୟ ସଂଗୀତ ଜନ ଗଣ ମନ ଅଧି ରେ କେତୋତୀ ଜୟ ଶବ୍ଦ  ରହିଛି ?

ଉତ୍ତର- ୧୦ ଟି ।

୧୪- କିରୋସିନୀ ଜଳରେ ଭାସେ କାହିଁକି ?

ଉତ୍ତର- କିରୋସିନୀ ର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ ହୋଇଥିବାରୁ ।

୧୫- ମୁଁ ହାତୀ ଭଳିଆ ବଡ କିନ୍ତୁ ମୋର ଓଜନ  ଜମା ନାହି । ମୁଁ କିଏ ?

ଉତ୍ତର- ହାତୀର ଛାଇ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋସ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *