Interesting GK Questions- କେଉଁ ଜୀବ ଶୁଏ ନାହି ? କେଉଁ ଜୀବ ପାଟିରେ ଚାଲେ ? କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ ।

ଆଇଏସ ପରୀକ୍ଷା ପାଇଁ ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରାଯାଏ ଯାହା ଦ୍ଵାରା କ୍ୟାଣ୍ଡେଟ କୁ ଅନୁଭବ ହୋଇଥାଏ ଯେ ଏହା କେଉଁ ଭଳି ପ୍ରଶ୍ନ । କିନ୍ତୁ ଏମିତି ପ୍ରଶ୍ନ ଇଣ୍ଟରବିୟୁ ରେ କ୍ୟାଣ୍ଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ ଖ୍ଯାମାତା ର ପ୍ରଶିକ୍ଷଣ କରିଥାନ୍ତି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ତେବେ ଆସନ୍ତୁ ଆରମ୍ଭ କରିବା କିଛି ପ୍ରଶ୍ନ ଓ ଜାଣିବା ତାର ଉତ୍ତର ବିଷୟରେ ।

୧- ବର୍ଣ୍ଣ ମାନଙ୍କର ସମୂହକୁ କଣ କୁହାଯାଏ ?

ଉତ୍ତର- ବର୍ଣ୍ଣମାଳା

୨- ସବୁଠାରୁ ବଡ ଗ୍ରହ ର ନାମ କଣ ଅଟେ ?

ଉତ୍ତର- ବୃହସ୍ପତି

୩- ପେଲ୍ଗ ରୋଗ କାହା ଦ୍ଵାରା ବ୍ୟାପିଥାଏ ?

ଉତ୍ତର- ମୂଷା

୪- ପନି ପରିବାର କୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୋଇଥାଏ ?

ଉତ୍ତର- ଭିଟାମିନ

୫- ରକ୍ତ ରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରି ଦିଏ ?

ଉତ୍ତର- ବୃକକ

୬- କେଉଁ ଖାଦ୍ୟସାର ଦେହକୁ ଚିକ୍କଣ ଓ ସୁନ୍ଦର କରିବାରେ ସହାୟକ ହୋଇଥାଏ ?

ଉତ୍ତର- ସ୍ନେହସାର

୭- ଉଦ୍ଭିଦର କେଉଁ ଅଂସ ଖାଦ୍ୟ ସଂଗ୍ରହ କରିଥାଏ ?

ଉତ୍ତର- ମୂଳ

୮- କେଉଁ ଜୀବ ଛିଡା ହୋଇ ଶୋଇଥାଏ ?

ଉତ୍ତର- ଘୋଡା

୯- କେଉଁ ଜୀବ ପାଟି ରେ ଚାଲିଥାଏ ?

ଉତ୍ତର- ଗେଣ୍ଡା

୧୦- କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଇଥାନ୍ତି ?

ଉତ୍ତର- ଆମେରିକା

୧୧- କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର- ଇଥିଉଫିଆ

୧୨- କେଉଁ ଜିବ କେବେ ବି ଶୁଏ ନାହି ?

ଉତ୍ତର- ପିମ୍ପୁଡି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *