ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଜେନେରାଲ ପ୍ରଶ୍ନ ଓ ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ଆମ ଦେଶ ଭାରତର ନାମ ଇଣ୍ଡିଆ କିପରି ହେଲା ଓ ଇଣ୍ଡିଆ ର ଫୁଲ ଫର୍ମ କଣ ଅଟେ ଏହା ରହିଛି ଆଜିର ଆମର ପ୍ରଶ୍ନ । ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର ବିସ୍ତାର ଭାବେ । ୧- ଭାରତର ନାମ ଇଣ୍ଡିଆ କିପରି ହୋଇଥିଲା ?
ଉତ୍ତର – ଯେବେ ଆମ ଦେଶ ସ୍ଵାଧୀନ ହୋଇ ନ ଥିଲା ସେହି ସମୟରେ ଇଂରେଜ ମାନେ ଆମ ଦେଶକୁ ଶାସନ କରୁଥିଲେ । ଯାହା ଦ୍ଵାରା ସେହି ସମୟରେ ଆମ ଦେଶର ନାମ ଭାରତ ଓ ହିନ୍ଦୁସ୍ଥାନ ଥିଲା କିନ୍ତୁ ସେମାନଙ୍କୁ ଭାରତ ବା ହିନ୍ଦୁସ୍ତାନ ଉଚ୍ଚାରଣ କରିବାରେ ଠିକ ହେଉ ନ ଥିଲା । ସେଥିପାଇଁ ଇଂରେଜ ମାନେ ଦେଖିଥିଲେ ଭାରତ-ପାକିସ୍ତାନ ଦେଇ ସିନ୍ଧୁ ନଦୀ ରହିଛି । ଆଉ ତାହାର ନାମ ଥିଲା ଇଣ୍ଡସ ନଦୀ । ତେଣୁ ସେହି ଇଣ୍ଡସ ନଦୀ ବା ରିଭର ଅନୁସାରେ ଅମା ଦେଶର ନାମ ଇଣ୍ଡିଆ ରଖାଗଲା । ତେବେ ଇଣ୍ଡିଆ ଉଚ୍ଚାରଣ କରିଆରେ ଠିକ ଲାଗିଲା ।
୨- ଇଣ୍ଡିଆର ଫୁଲ ଫର୍ମ କଣ ? ଉତ୍ତର- ବନ୍ଧୁଗଣ ଆପଣ ମାନେ ଇଣ୍ଡିଆ ର ଫୁଲ ଫର୍ମ ଗୁଗୁଲ ରେ ସର୍ଚ ଆପଣଙ୍କୁ ଭୁଲ ଉତ୍ତର ମିଳିବ । ଯେମିତି ଇଣ୍ଡିଆର ଫୁଲ ଫର୍ମ ଗୁଗୁଲରେ ଦେଖା ଯାଇଛି କି ଇଣ୍ଡିପେଡେଣ୍ଟ ନେସନ ଡିକ୍ଲାର୍ଡ ଇନ ଅଗଷ୍ଟ । ତେବେ ଏହାର ଅର୍ଥ ହେଉଛି ସ୍ଵାଧୀନ ରାଷ୍ଟ୍ର ଘୋଷଣା ଭିତରେ ଅଗଷ୍ଟ ମାସ କୁ ସୂଚାଉଛି । ତେବେ ଏଠାରେ କହି ରଖୁଚୁ କି ଆମ ଦେଶ ସ୍ଵାଧୀନ ହେବ ପୂର୍ବରୁ ମଧ୍ୟ ଇଣ୍ଡିଆ ରଖାଯାଇ ଥିଲା । ତେବେ ଏହା ଭୁଲ ଉତ୍ତର ଅଟେ ।
ଅନ୍ୟ ଏକ ଉତ୍ତର ଗୁଗୁଲ ରେ ଦିଆ ଯାଇଛି କି ଇଣ୍ଡିପେଡେଣ୍ଟ ନ୍ୟାସନାଲ ଡେମୋକ୍ରାଟିକ ଇଣ୍ଟିଲିଜେଣ୍ଟ ଏରିଆ । ଏହାର ଅର୍ଥ ହେଉଛି ସ୍ଵାଧୀନ ଜାତିତ ବା ରାଷ୍ଟ୍ରୀୟ ଗଣତାନ୍ତ୍ରିକ ବୁଦ୍ଧିମାନ କ୍ଷେତ୍ର । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଉତ୍ତର ଅଟେ । କାରଣ ଆମ ଦେଶ ସ୍ଵାଧୀନ ହୋଇଥିଲା ୧୯୪୭ରେ । କିନ୍ତୁ ସ୍ଵାଧୀନ ହେବା ପୂର୍ବରୁ ଆମ ଦେଶର ନାମ ଥିଲା ଇଣ୍ଡିଆ । ଏହା ସହ ସେହି ସମୟରେ ଇଂରେଜ ମାନଙ୍କର ଶାସନ ଚାଲିଥିଲା ତେବେ ଦେଶ ଗଣତାନ୍ତ୍ରିକ ହେଲା କେମିତି ? ଏହି ୨ଟି ଯାକ ଉତ୍ତର ଭୁଲ ଅଟେ । ତେଣୁ ଇଣ୍ଡିଆ ର ଫୁଲ ଫର୍ମ କେଉଁଠି ବି ସର୍ଚ କରନ୍ତୁ ନାହି । ତେବେ ଏଠାରେ କହି ରଖୁଛୁ କି ଇଣ୍ଡିଆ ର ଫୁଲ ଫର୍ମ କିଛି ନାହି ।
ଯେବେ ଆମ ଦେଶ ଭାରତର ସ୍ଵାଧୀନ ହେଲା ସେହି ସମୟରେ ଇଣ୍ଡିଆ ଓ ଭାରତ ୨ଟି ନାମ ଆମ ସମ୍ବିଧାନରେ ରହିଛି । କିନ୍ତୁ ଇଣ୍ଡିଆ ର ଫୁଲ ଫର୍ମ ଏମିତିକି ସମ୍ବିଧାନ ରେ ମଧ୍ୟ ଲେଖା ନାହି । ଆଶା କରୁଛୁ ଆପଣ ଜାଣି ପାରିବେ ଇଣ୍ଡିଆର କିଛି ଫୁଲ ଫର୍ମ । ଇଣ୍ଡିଆ ଯେମିତି ଇଣ୍ଡିଆ ଯେମିତି ସମସ୍ତଙ୍କର ନିଜ ନିଜର ନାମ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।