ଖୋଲା ଆକାଶ ତଳେ ଚାଲିଛି ବାର…. ପୁରୁଷ କଣ ମହିଳା ବି ଏଠି ପିଇକି ଚୁର, ଦେଖନ୍ତୁ Video

ଆପଣ ମାନେ ଅନେକ ସ୍ଥାନରେ ବା-ର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଖୋଲା ଆକାଶ ର ବା-ର ର ଦୃଶ୍ୟ ନେଇ ଆସିଛୁ ଯାହା ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ । ଲୋକ ମାନେ ବୋତଲରେ ମ-ଦ ସେବନ କରନ୍ତୁ କିନ୍ତୁ ଏହି ଭି-ଡି-ଓ ରେ ଲୋକ ମାନେ ହ-ଣ୍ଡା-ରେ ମ-ଦ ସେ-ବ-ନ- କରୁଛନ୍ତି । ଏହି ହାଣ୍ଡି ଗୁଡିକରେ ଫେ-ଣ୍ଡ-ମା, ଚି-ନୀ, ସ-ଲ-ଫା, ଗୁ-ଡ, ହା-ଣ୍ଡି-ଆ, ଚାଉଳ ରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ମ-ଦ ପ୍ରସ୍ତୁତ ହୋଇ ରହିଛି । ଏହି ମ-ଦକୁ ବିକ୍ରି କରୁଛନ୍ତି ଉଭୟ ମହିଳା ଓ ପୁରୁଷ ମାନେ ।

ଏହା ସହ ମହିଳା ଓ ପୁରୁଷ ଉଭୟ ମ-ଦର ସେ-ବ-ନ କରୁଛନ୍ତି ଯାହା ଏହି ଭି-ଡି-ଓରେ ଦୃଶ୍ୟ ହେଉଛି । ଏହି ଦୃଶ୍ୟ ହେଉଛି ମାଲକାନାଗିରିରେ ଯେଉଁଠାରେ ମ-ଦ ର ଆସର ଜମିଛି । ଏଠାରେ ସେମାନଙ୍କୁ କୌଣସି ଅନୁମତି ନେବାକୁ ପଡେ ନାହି କି ରାଜସ୍ୱ ଟି-କ-ସ ଦେବାକୁ ପଡେ ନାହି । ବିନା ଟି-କ-ସ ବିନା ଅନୁମତିରେ ଆଦିବାସୀ ଲୋକଙ୍କର ପରମ୍ପରା ବା-ର ଚାଲେ । ମୁ-କ୍ତ ଆକାଶ ତଳେ ଏହି ମ-ଦର ଆସର ଚାଲିଥାଏ । ଏଠାରେ ଆଦିବାସୀ ମାନେ ଛୁଆ ଜନ୍ମ ହେବା ଖୁସିରେ ମ-ଦ ସେବନ କରିଥାନ୍ତି ।

ଏମିତି କି ମୃ-ତ୍ୟୁ ହେବା ପରେ ମଧ୍ୟ ସେମାନେ ଶୋ-କ ପା-ଳ-ନ କରିବା ବଦଳରେ ମ-ଦ ର ସେ-ବ-ନ କରିଥାନ୍ତି । ଏହି ମ-ଦ ଗୁଡିକ ୧୦ ଗ୍ଳାସ ପିଇଲେ ଯାଇ ନି-ଶା ହୋଇଥାଏ ବୋଲି ଆଦିବାସୀ ମାନେ କହୁଛନ୍ତି । ଆଦିବାସୀ ମାନେ ମ-ଦ ପିଇବା ପରେ ବହୁତ ମ-ଜା ଲାଗିଥାଏ ବୋଲି ମତ ଦେଇଛନ୍ତି । ବିଭିନ୍ନ ପ୍ରକାର ସାମଗ୍ରୀ ରେ ମ-ଦ ଓ ହା-ଣ୍ଡି-ଆ ତିଆରି ହେଉଛି । ଏଠିକାର ଲୋକ ମାନେ ଖୁସି ଦୁଖ ସମୟରେ ମ-ଦର ସେ-ବ-ନ କରିଥାନ୍ତି । ଏହା ଛଡା ଅନ୍ୟ ଗାଁ ରୁ ଲୋକ ମାନେ ମଧ୍ୟ ଆସି ହାଟରେ ମ-ଦ ସେ-ବ-ନ କରୁଛନ୍ତି ।

ବୃଦ୍ଧ ବ୍ୟକ୍ତି ଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ଏହି ହା-ଣ୍ଡି-ଆ ଓ ମ-ଦ ର ସେ-ବ-ନ କରୁଛନ୍ତି । ଆଦିବାସୀ ମାନେ ଦିନକୁ ୨୦୦ ରୁ ୩୦୦ ଟଙ୍କା ଯାଏଁ ରୋଜଗାର କରୁଛନ୍ତି । ଲୋକ ମାନେ ମ-ଦ ପିଇବା ସହ ଚାଖଣା ଭାବେ ପିଆଜ ଆଦି ଲଗାଇ ସେବନ କରୁଛନ୍ତି । ବର୍ଷ ବର୍ଷ ଧରି ଏଠାରେ ମ-ଦ ସେବନ କରିବା ସହ ଆସର ଜମିଥାଏ । ଏହି କଥା କୁ ଆଦିବାସୀ ମାନେ ନିଜେ ସ୍ଵୀକାର ମଧ୍ୟ କରିଥାନ୍ତି । ଏହି ବ୍ୟବସାୟ ରୁ ସେମାନେ ନିଜର ଜୀବିକା ନି-ର୍ବା-ହ କରିଥାନ୍ତି ବୋଲି ମ-ତ ଦେଇଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *