ଯଦି ଆପଣ ନିଜ ସହ କଥା ହେଉଛନ୍ତି ତ ଏହାର ଅର୍ଥ ଆପଣଙ୍କ ଭିତରେ… Psychology Facts

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଯେଉଁ ମାନେ ନିଜ ସହ କଥା ହୋଇଥାନ୍ତି ସେମାନଙ୍କ ଠାରେ ଏକ ବିଶେଷ କ୍ଵାଲିଟି ରହିଥାଏ ତାହା କଣ । ଏହା ଛଡା ଟିଭି ଅଧିକ ଦେଖିଲେ ମଣିଷ ନିଜର ଖୁସି ହରାଇଥାଏ ତାହାର କାରଣ କଣ ହୋଇପାରେ ବା ଆପଣଙ୍କ ସିଗନେଚର ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ ଅନେକ କଥା କହିଥାଏ ଏହା କେମିତି ହୋଇପାରେ । ଏହି ସବୁ ପ୍ରଶ୍ନର ଉତ୍ତର ଯଦି ଆପଣ ମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ସାଇକୋଲୋଜି ଫ୍ୟାକ୍ଟ ବିଷୟରେ କହିବାକୁ ଯାଉଛୁ ।

୧- ପ୍ରତେକ ବ୍ୟକ୍ତି ନିଜ ଜୀବନରେ କାହାକୁ ନା କାହାକୁ ହରାଇଥାଏ । କେହି ପ୍ରେମରେ ହାରିଥାନ୍ତି ଟ ଆଉ କେହି ନିଜ ଲୋକଙ୍କୁ ହରାଇଥାନ୍ତି । ଏହା ଦ୍ଵାରା ବ୍ୟକ୍ତି ମାନସିକ ଚିନ୍ତାରେ ରହିଥାଏ । ଯାହା ଫଳରେ ହୃଦୟକୁ ବହୁତ ବଡ ଧକ୍କା ଲାଗୁଥାଏ ଯାହା ହାର୍ଟ ଆଟାକାର ସଂକେତ ଦେଇଥାଏ ।

୨- ଆପଣ ମାନେ ଜାଣିଥିବେ କିଛି ପିଲା ପାଠ ପଢିବା ସମୟରେ ଅନ୍ୟ କମା ପ୍ରତି ଧ୍ୟାନ ଅଧିକ ଦେଇଥାନ୍ତି । କାମ କରିବା ସମୟରେ ଅଳ୍ପ ସମୟ ରେସ୍ଟ ନେବା ଠିକ । କିନ୍ତୁ ଏତେ ମାତ୍ରାରେ ରିହାତି ନେବା ଠିକ ନୁହେଁ ଯାହା ଦ୍ଵାରା ଏହାର ଖରାପ ପ୍ରଭାବ ଆମ ମସ୍ତିସ୍କ ଉପରେ ପଡିବ ।

୩- ବିଜ୍ଞାନ ଅନୁସାରେ ଯଦି କୌଣସି ବ୍ୟକ୍ତିର ସିଗନେଚର ଷ୍ଟାଇଲ ଅଲଗା ହୋଇଥାଏ ତେବେ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ଯଦି ବ୍ଯକ୍ତିର ସିଗନେଚର ରାଇଟ ସାଇଡକୁ ରହିଥାଏ ତେବେ ସେ ସମାଜବାଦୀ ହୋଇଥାଏ । କିନ୍ତୁ ସିଗନେଚର କରିଥିବା ବ୍ୟକ୍ତିର ସିଗନେଚର ବାମ ପାଟରେ ରହିଲେ ସେ ଲାଜକୁଳା ସ୍ଵଭାବର ହୋଇଥାଏ ।

୪- କିଛି ବ୍ୟକ୍ତି ଫୋନ କଲ ଅପେକ୍ଷା ମ୍ଯାସେଜ କରିବାରେ ଆଗ୍ରହ ହୋଇଥାନ୍ତି । କାରଣ ସେମାନଙ୍କୁ ଲାଗେ ଯେ କଲ ଦ୍ଵାରା ଅଯଥା କଥା ହେବା ସହ ସମୟ ନଷ୍ଟ ହୋଇଥାଏ । ସେମାନେ ଲେଖିବାରେ ଆଗ୍ରହ ଥିବାରୁ କଲକୁ ଅନାଗ୍ରହ କରିଥାନ୍ତି ।

୫- ଅନେକ ସମୟରେ ବ୍ୟକ୍ତି ଅନ୍ୟ କଥାରେ ପଡି ନିଜର କ୍ଷତି କରିଥାଏ । ଯଦି ଆପଣଙ୍କୁ କିଏ ନିଜ କଥାରେ ଫସାଇବାକୁ ଚେଷ୍ଟା କରୁଥାଏ ତେବେ ଆପଣ ପ୍ରଶ୍ନ କରି ବ୍ୟକ୍ତିକୁ ଏତେ ବ୍ୟସ୍ତ କରନ୍ତୁ ଯେ ସେ ଉତ୍ତର ଦେଇପାରିବ ନାହି । ଏହା ଦ୍ଵାରା ଜଣାପଡିବ ବ୍ୟକ୍ତିଟି ଆପଣଙ୍କୁ ଫସାଇବାକୁ ଚାହୁଁଥିଲା ।

୬- ସାଇକୋଲୋଜି ମତରେ ଯଦି ସାମନା ବ୍ୟକ୍ତି ଆପଣଙ୍କ କଥାରେ ବିଶ୍ଵାସ କରୁନାହି ତେବେ ଆପଣ କିଛି ଏମିତି ଡାଟା ବିଷୟରେ କୁହନ୍ତୁ ଯାହା ପାଇଁ ସେ ବାଧ୍ୟ ହୋଇ ଆପଣଙ୍କ କଥା ଶୁଣିବ ।

୭- ଏକ ରିସର୍ଚ ଅନୁସାରେ ଯଦି ଆପଣ ଅଧିକ ଟିଭି ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନର ଦୁଖର କାରଣ ହୋଇଥାଏ । କାରଣ ଅଧିକ ଟିଭି ଦେଖିବା ଦ୍ଵାରା ବ୍ୟକ୍ତି ଖୁସି ବଦଳରେ ଦୁଖ ପାଇଥାଏ । ଯେଉଁ ମାନେ ଟିଭି ଦେଖିବା କମ କରି ଅନ୍ୟ କାମରେ ବ୍ୟସ୍ତ ରୁହନ୍ତି ସେମାନେ ଜୀବନରେ ସଫଳତା ପାଇ ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *