ବନ୍ଧୁଗଣ ମହିଳା ମାନେ ଯେଉଁ ସବୁ ଖାଦ୍ୟ ପ୍ରତେକ ଦିନ ବନାଇଥାନ୍ତି ସେମାନଙ୍କ ମଧ୍ୟରୁ ରୁଟି ଅନ୍ୟତମ । ରୁଟି ବିନା ଖାଦ୍ୟକୁ ଅଧୁରା ମାନାଯାଏ । ମହିଳା ମାନେ ଖାଦ୍ଯ ବନାଇବା ସମୟରେ ଏମିତି ଭୁଲ କରନ୍ତି ଯାହା ପାଇଁ ଘରେ ଗରିବୀ ଆସିଥାଏ । ଘରର ସଦସ୍ଯଙ୍କୁ ସଫଳତା ମିଳିପାରେ ନାହିଁ । ଜୀବନରେ ବହୁତ କଷ୍ଟ ଆସିଥାଏ । ଅନେକ ମହିଳା ମାନେ ରୁଟି ବନାଇବା ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ଦାରିଦ୍ରତା ଆସିଥାଏ ।
ଏବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ । 1- ମହିଳା ମାନେ କାହାକୁ ବି ଭୁଲରେ 3ଟି ରୁଟି ପରଶିବା ଉଚିତ ନୁହେଁ । ମୃତ ବ୍ୟକ୍ତିଙ୍କୁ 3ଟି ରୁଟି ପରଷା ଯାଇଥାଏ । ଯଦି କାହାକୁ 3ଟି ରୁଟି ଖାଇବାର ଅଛି ତେବେ ଗୋଟି ଗୋଟି କରି ନେଇ ପାରିବେ ଏକା ସହ ନୁହେଁ । ଯଦି ଆପଣଙ୍କୁ ଟିଫିନରେ 3ଟି ରୁଟି ନେବାର ଅଛି ତେବେ 3ଟି କୁ 2 ଭାଗ କରି ଦେବେ । ଯାହା ଦ୍ଵାରା ରୁଟିର ସଂଖ୍ୟା 3ଟି ହେବ ନାହିଁ , ଏହା ଦ୍ଵାରା ନେଗେଟିଭ ପ୍ରଭାବ ପଡିବ ନାହିଁ ।
2- ପ୍ରାୟତଃ ମହିଳା ଏମିତି କିଛି କାମ କରନ୍ତି ଯାହା ପାଇଁ ଘରର ସଦସ୍ୟ ରୋଗରେ ପଡିଥାନ୍ତି । ଏମିତିକି ଘରର କାମ ମଧ୍ୟ ବନ୍ଦ ହୋଇଯାଏ । ତେଣୁ ଭୁଲରେ ବି ମହିଳା ମାନେ ମନ ଦୁଖ କରି ରୋଷେଇ କରିବା ଉଚିତ ନୁହେଁ । କେବେ ବି ହାତ ଅପରିଷ୍କାର କରିବା ଉଚିତ ନୁହେଁ । ଏମିତି କିଛି ମହିଳା ଥାନ୍ତି ଯେଉଁ ମାନେ ଏପଟ ସେପଟ ହାତ ଲଗାଇଥାନ୍ତି । ଏମିତି ଭୁଲ କେବେ କରନ୍ତୁ ନାହିଁ । ଏହା ଦ୍ଵାରା ରାହୁ କେତୁଙ୍କ ସମାନ କରିବାକୁ ପଡିଥାଏ । ହାତ ପରିଷ୍କାର କରି ରୋଷେଇ କରିବା ଉଚିତ ।
3- ସୂର୍ଯ୍ୟାସ୍ତ ସମୟରେ ରୋଷେଇ ଘରୁ କୌଣସି ବି ଜିନିଷ କାହାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଧନର ହାନି ହେବା ସହ ଘରେ ଗରିବୀ ଦେଖାଯାଏର । ରୋଷେଇ ଘରେ ଗୋଟେ ରୁ ଅଧିକ ଛୁରୀ ରଖନ୍ତୁ ନାହିଁ । କାରଣ ଏହା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୁଏ । ରୋଷେଇ ଘରେ ବୁଢିଆଣୀ ଜାଲ ରହିଲେ ରାହୁ ଦୋଷ ଲାଗିଥାଏ । ଗରମ ତାୱା ଉପରେ କେବେ ପାଣି ପକାଇବା ଉଚିତ ନୁହେଁ ।
4- ରୋଷେଇ ଘରେ ରୁଟି କରିବା ବେଳେ କିଛି ଅଟା ପିମ୍ପୁଡି କୁ ଖାଇବାକୁ ଦେବା ଉଚିତ । ଏହାଦ୍ବାରା କରଜ କମ ହୁଏ । ପ୍ରଥମ ରୁଟି ଗାଈ କୁ, ଶେଷ ରୁଟି କୁକୁର କୁ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ମାତା ଅର୍ଣ୍ଣପୁର୍ଣ୍ଣା ଙ୍କ କୃପା ମିଳିଥାଏ ।
5- ଯଦି ଆପଣଙ୍କର ବାସୀ ରୁଟି ବଳି ଯାଇଛି ତେବେ ତାହାକୁ ନ ଫିଙ୍ଗି ଏହାକୁ କାମରେ ଲଗାଇପାରିବେ । ବାସୀ ରୁଟିକୁ ଜାମ ବା ଅନ୍ୟ କିଛି ଖାଦ୍ୟ ସହ ଖାଇପାରିବେ । କେବେବି ବାସୀ ରୁଟିକୁ ଫିଙ୍ଗିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।