ତେବେ ଦୁନିଆରେ କେହି ମୋଟା ହୋଇ ସମସ୍ଯା ସାମ୍ନା କରୁଛି ଓ କିଛି ଲୋକ ଅତ୍ୟଧିକ ପତଳା ହବା ଦ୍ଵାରା ସମସ୍ଯା ସାମ୍ନା କରିଥାନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପତଳା ହବା ଦ୍ଵାରା ନିଜ ସାଙ୍ଗ ମାନଙ୍କ ସାମ୍ନାରେ ହସ ପାତ୍ର ହୋଇଥାନ୍ତି । ତେବେ ପତଳା ହେଲେ ମଣିଷ ଅତ୍ୟଧିକ ଦୁର୍ବଳ ହୋଇଥାଏ ଯାହା ଦ୍ଵାରା ସେ କୌଣସି କାମ କରିବାରେ ବହୁତ ଶୀଘ୍ର ଥକି ଯାଇଥାନ୍ତି ଓ କାର୍ଯ୍ୟ ଭଲ ଭାବରେ କରି ପାରନ୍ତି ନାହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଅନୁଯାଇ କେବଳଦୁଇ ସପ୍ତାହରେ ଆପଣ ନିଜ ଓଜନ ବଢେଇ ପାରିବେ ।

ତେବେ ଓଜନ ବଢେଇବା ପାଇଁ ସାଗୁ ବହୁତ ଉପକାରୀ ହୋଇଥାଏ, ତେବେ ଲୋକ ସାଗୁ ବ୍ରତ ବା ଓପାସରେ ସେବନ କରନ୍ତି ଏହା ଛଡା ଓଜନ ବଢେଇବା ପାଇଁ ସାଗୁ ବହୁତ ଲାଭକାରୀ ଉପାୟ ଅଟେ ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ସେବନ କରିବା ଆଗ ଆପଣ ଗୋଟେ କଢେଇରେ ଦୁଇ ଗ୍ଳାସ ପାଣି ପକାନ୍ତୁ ପାଣି ଫୁଟିଲା ପରେ ଏଥିରେ ସାଗୁ ପକାନ୍ତୁ ଓ ଫୁଟିବା ପାଇଁ ଛାଡି ଦିଅନ୍ତୁ ସାଗୁ ସିଜି ଗଲା ପରେ ଆପଣ ଏଥିରେ କ୍ଷୀର ପକାନ୍ତୁ ଓ ଯଦି ଆପଣଙ୍କ ପାଖରେ କାଜୁ, କିସମିସ ଏବଂ ଅନ୍ୟ ଡ୍ରାଇଫୃଟ ଅଛି ତେବେ ଆପଣ ତାହା ମଧ୍ୟ ବ୍ୟବହାର କରି ପାରିବେ ।

ଏହା ପରେ ଚିନୀ ମିଶାଇ ଗୋଟେ ସାଗୁ ଖିରୀ ତିଆରି କରନ୍ତୁ ଆପଣଙ୍କୁ ଏହି ଖିରୀ ପ୍ରତିଦିନ ସକାଳେ ବା ସଞ୍ଜରେ ଯେବେ ଆପଣଙ୍କୁ ସମୟ ପ୍ରାପ୍ତ ହେଉଛି ସେବନ କରିବା ଉଚିତ ଏହା ଛଡା ଆପଣଙ୍କୁ ପ୍ରତିଦିନ ଗୋଟେ ସିଯା ଆଳୁ ସେବନ କରିବା ଉଚିତ ଆଳୁରେ କାର୍ବୋହାଇଡ୍ରେଟ ହୋଇଥାଏ ଯାହା ଆମକୁ ମୋଟା କରିବାରେ ସାହାଜ୍ଯ କରିଥାଏ ।

ତେବେ ଏହା ଛଡା ଆପଣ ପ୍ରତିଦିନ ଦୁଇଟି କଦଳୀ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିଥାଏ, କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ, କଦଳୀ ହଜମ କରିବାରେ ମଧ୍ୟ ବହୁତ ସାହାଜ୍ଯ କରିଥାଏ । ତେବେ ସାଗୁ ଖିରୀ, କଦଳୀ ଓ ସିଯା ଆଳୁ କେବଳ ୧୫ ଦିନ ସେବନ କରନ୍ତୁ ଆମେ କହୁ ନାହୁ ଯେ ଆପାନ ବହୁତ ମୋଟା ହୋଇଯିବେ କିନ୍ତୁ ଆପଣଙ୍କ ଓଜନ ୨ରୁ ୩ କେଜି ବଢି ଜୀବ ଏବଂ ଏହା ଆପଣ ନିଜେ ଅନୁଭବ କରି ପାରିବେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।