ବନ୍ଧୁଗଣ ଟିମ ଇଣ୍ଡିଆର ଅଧିନାୟକ “ବିରାଟ କୋହଲୀ” ଏବଂ ବଲିଉଡ ଅଭିନେତ୍ରୀ “ଅନୁଷ୍କା ଶର୍ମା” ର ବିବାହର ଖବର ଆଜି ଦେଶ ଦୁନିଆରେ ଖୁବ ବ୍ୟାପୀ ସାରିଛି । ବନ୍ଧୁଗଣ ଗୋଟିଏ ଦିନ ସୋମବାର ରାତିରେ କୋହଲି ନିଜ ଟ୍ଵିଟର ଆକାଉନ୍ଟ ରେ ଏହି ବିବାହ ପ୍ରସଙ୍ଘରେ ଲେଖିବାରୁ ତାଙ୍କ ଫ୍ୟାନ ଙ୍କର ଶୁଭକାମନାର ଶୁଭେଛା ତାଙ୍କ ଆକାଉଣ୍ଟ ରେ ଆସିବାକୁ ଲାଗିଲା । ବଲିଉଡ ଏବଂ ଦେଶ ବିଦେଶରୁ ବହୁତ ବଡ ବଡ ହସ୍ତୀ ମଧ୍ୟ ଏହି ନବଯୋଡିକୁ ଆଶୀର୍ବାଦ ଏବଂ ଶୁଭେଛା ଜଣାଇଥିଲେ ।
ସୋସିଆଲ ମେଡିଆ ଏବଂ ଦେଶ ବିଦେଶରେ ବିରାଟ ଏବଂ ଅନୁଷ୍କାଙ୍କ ବିବାହ କୁ ନେଇ ଉତ୍ତକାଣ୍ଠା ଦେଖାଯାଇଥିଲା । ଦୁହିଜଣଙ୍କ ଯୋଡି ଏବଂ ଫେସ ର ମଧ୍ୟ ବହୁତ ଚର୍ଚା ହୋଇ ଆସିଛି । ବର୍ତ୍ତମାନ ଦୁହିଜଣ ବହୁତ ଖୁଶିର ସହିତ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଯଦି ତାଙ୍କ ମା ତାଙ୍କର ଗୋଟିଏ କଥାରେ ରାଜି ହୋଇ ଯାଇଥାନ୍ତେ, ତେବେ ଅନୁଷ୍କା ଠାରୁ ମଧ୍ୟ ଅଧିକ ସୁନ୍ଦର ଝିଅ ତାଙ୍କ ଜୀବନ ସାଥି ହୋଇଥାନ୍ତେ ବୋଲି ନଜରକୁ ଆସିଛି । ବନ୍ଧୁଗଣ ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ ଯେ, ସେହି ଝିଅଟି କିଏ ?
ବନ୍ଧୁଗଣ ଆମେ ଯେଉଁ ଝିଅଟିର କଥା କହିବାକୁ ଯାଉଛୁ ସେ ଆଉ କେହି ନୁହଁନ୍ତି, ଇଂଲଣ୍ଡ ମହିଳା କ୍ରିକେଟ ଟିମ ର ଖେଳାଳି “ସାରା ଟେଲର” ଅଟନ୍ତି । ବନ୍ଧୁଗଣ ସାରା ବିରାଟ ର ଦୁଲ୍ହନ ହେଉ ହେଉ ରହିଗଲେ । ବନ୍ଧୁଗଣ ଆପଣ ଯଦି ତାଙ୍କ ଫଟୋ ଦେଖନ୍ତି ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଏବଂ କହିବେ ଯେ ଏହି କ୍ଘେଳାଳି ଜଣକ ତ ଅନୁଷ୍କା ଠାରୁ ଅଧିକ ସୁନ୍ଦର ଦେଖା ଯାଉଛନ୍ତି ।
ବାସ୍ତବରେ ସେ ଦେଖିବାକୁ ଅତ୍ୟଧିକ ସୁନ୍ଦର ଅଟନ୍ତି । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ସାରା ଏବଂ ବିରାଟ ର ସମ୍ପର୍କ ର କଥା ହଟାତ ଆସିଲା କେଉଁଠାରୁ ? ୨୬ ବର୍ଷୀୟ ସାରା ନିଜେ ଟ୍ଵିଟର ରେ ବିରାଟ ଙ୍କୁ ପ୍ରୋପୋଜ କରିଥିଲେ । ସେ ବିରାଟ ଙ୍କର ଫ୍ୟାନ ଅଟନ୍ତି ଏବଂ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । ମାତ୍ର ସାରା ଙ୍କର ସେହି ପ୍ରୋପୋଜ ର ଉତ୍ତର ଦେବାକୁ ଯାଉଥିଲା ସମୟରେ ତାଙ୍କ ମା “ସରୋଜ” ଟ୍ଵିଟର ରେ କହିଦେଲେ ସାରାଙ୍କୁ ଯେ ବିରାଟ ଙ୍କର ବର୍ତ୍ତମାନ ବିବାହ କରିବାର ସମୟ ଆସି ନାହିଁ । ବିରାଟ ଙ୍କୁ ବର୍ତମାନ ତାଙ୍କ ଖେଳ ଉପରେ ଧ୍ୟାନ ଦେବାର ଅଛି ।
ଏହିଭଳି ଭାବରେ ସାରା ଏବଂ ବିରାଟ ଙ୍କ ଯୋଡି ବନିବା ପୂର୍ବରୁ ଭାଙ୍ଗିଗଲା । ବନ୍ଧୁଗଣ ଆମ୍ଭେ ତ ଏହା କହିବୁ ଯେ ଯଦି ବିରାଟ ଙ୍କ ମା ରାଜି ହୋଇ ଯାଇଥାନ୍ତେ ତେବେ ଅନୁଷ୍କା ଙ୍କ ବଦଳରେ ସାରା ତାଙ୍କ ଦୁଲ୍ହନ ହୋଇଥାନ୍ତେ । ବିରାଟ ଯେତେବେଳେ ଟ୍ବିଟର ରେ ନିଜ ବିବାହର ଫୋଟ ଅନୁଷ୍କାଙ୍କ ସହିତ ଜଡିତ ହୋଇଥିବା ଦେଲେ, ସେତେବେଳେ ସାରା ତାଙ୍କୁ ଶୁଭେଛା ଜଣାଇବାକୁ ଭୁଲିଲେ ନାହିଁ ।
ସେ ବିରାଟଙ୍କୁ ତାଙ୍କ ବିବାହର ଶୁଭେଛା ଜଣାଇଲେ । ବନ୍ଧୁଗଣ ଏଥିରୁ ଜଣା ପଢୁଛି ଯେ, ସାରାଙ୍କ ହୃଦୟରେ ଆଜି ମଧ୍ୟ ବିରାଟଙ୍କ ପାଇଁ ଜାଗା ରହିଅଛି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି କିପରି ଲାଗିଲା ନିଜର ମତାମତ ଦେବେ । ଯଦି ଆପଣଙ୍କୁ ଏହି ଟିପ୍ପଣୀ ଟି ପସନ୍ଦ ଆସିଥାଏ ତେବେ ଦୟାକରି ଗୋଟିଏ ଲାଇକ କରି ଦିଅନ୍ତୁ ।