ବନ୍ଧୁଗଣ ପ୍ରେମ ଦିବସକୁ ନେଇ ଆଜି ବି ଲାଗି ରହିଛି ବିବାଦ । ପ୍ରେମ ଏମିତି ବନ୍ଧନ ଯାହାର କୌଣସି ପରିଭାଷା ନାହାଇ । ପ୍ରେମରେ ମଣିଷ କିଛି ବି କରିବାକୁ ଆଗେଇ ଆସିଥାଏ । ପ୍ରେମ ପାଇଁ ମଣିଷ ନିଜର ସବୁ ଖୁସି ମଧ୍ୟ ଭୁଲିଯାଏ ଯଦି ସେହି ପ୍ରେମ ସଚ୍ଚା ହୋଇଥିବା । ଏହାରି ମଧ୍ୟରେ ଆଜି ଆମେ ଆପଣ ମାନଙ୍କୁ ଏକ ଭିନ୍ନ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ସେହି କାହାଣୀ ହେଉଛି ବିଶିଷ୍ଟ ଶିଲ୍ପପତି ରତନ ଟାଟା ।

ସେ ବି ଦିନେ ପ୍ରମେ କରିଥିଲେ କିନ୍ତୁ ବିବାହ କରିପାରି ନ ଥିଲେ । ଆଉ ବିବାହରେ ବାଧକ ସାଜିଥିଲା ୧୯୬୨ର ଭାରତ ଓ ଚୀନ ଯୁଦ୍ଧ । ଏହାର କାରଣ ହେଉଛି ଜୀବନରେ କେବେ ଧାର୍ଯ୍ୟ ହରା ହୋଇ ନାହାନ୍ତି ରତନ ଟାଟା । ସବୁ ପରିସ୍ଥିତିକୁ କେମିତି ସହିବାକୁ ହୁଏ ସେହି କଳା ଶିଖାଇଥିଲେ ତାଙ୍କ ଜେଜେମା ନବଜୀ ବାଇ । ରତନ ଟାଟା ଆମେରିକାରେ ପାଠ ପଢିବାକୁ ଇଚ୍ଛା କରିଥିଲେ ମଧ୍ୟ ତାଙ୍କର ବାପା ତାଙ୍କୁ ୟୁକେରେ ପାଠ ପଢାଇ ଥିଲେ ।
ଶେଷରେ ଟାଙ୍କ ଜେଜେମାଙ୍କ ଯୋଗୁ ସେ ଆମେରିକାରେ ପାଠ ପଢିବାର ସୁଯୋଗ ପାଇଥିଲେ । ପ୍ରଥମେ ଇଞ୍ଜିନିୟରିଙ୍ଗ ଓ ପରେ ମେଜର ରେ ଆରକେଟେକ ପାଢୀଥିଲେ । ପାଠ ପଢା ସାରିବା ପରେ ରତନ ଟାଟା ଚାକିରି ରେ ନିଯୁକ୍ତ ହୋଇଥିଲେ । ଲସ ଆଞ୍ଜୋଲେସ ରେ ସେ ଚାକିରି କରିବା ସମୟରେ ତାଙ୍କୁ ପ୍ରେମ ହୋଇଥିଲା । ପ୍ରେମରେ ପଡି ବିବାହ କରିବାର ନିସ୍ପତି ନେଇଥିଲେ ବୋଲି ଲୋକପ୍ରିୟ ଫେସବୁକ ପେଜ ହ୍ୟୁମାନ୍ସ ଅଫ ବମ୍ବେକୁ ସାକ୍ଷାତକାର ସେ କହିଥିଲେ ।

ସେହି ସମୟରେ ତାଙ୍କ ଜେଜେମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଡେକହସୁନା କରିବା ପାଇଁ ସେ ଜେଜେମାଙ୍କ ପାଖକୁ ଭାରତ ଫେରିବା ପାଇଁ ଇଚ୍ଛା କରିଥିଲେ । ଏହା ସହ ସେ ନିଜର ପ୍ରେମିକା ଙ୍କୁ ସାଥିରେ ଧରି ଭାରତ ଆସିବା ପରେ ବିବାହ କରିବାକୁ ନିସ୍ପତି ନେଇଥିଲେ । ମାତ୍ର ସେହି ସମୟରେ ଭାରତ ଚୀନ ମଧ୍ୟରେ ଯୁଦ୍ଧ ଲାଗିଥିଲା । ଯାହା କାରଣରୁ ପ୍ରେମିକାଙ୍କ ଅଭିଭାବକ ଭାରତ ଆସିବାକୁ ରାଜି ହୋଇ ନଥିଲେ ।
ଫଳରେ ରତନଙ୍କ ବିବାହ ହୋଇ ପାରିଲା ନାହି । ଶେଷରେ ସେ ସାରା ଜୀବନ ବିବାହ ନ କରି ଅବିବାହିତ ହୋଇ ରହିଗଲେ । ଜୀବନରେ ୪ ଥର ସେ ବିବାହର ନିକଟତର ହୋଇଛନ୍ତି । ମାତ୍ର ଅନେକ କାରଣ ଓ ଅଜଣା ଭୟ ଯୋଗୁ ରତନ ଟାଟା ବିବାହ କରି ପାରିଲେ ନାହି ବୋଲି କହିଛନ୍ତି । ସୋସିଆଲ ପେଜରେ ରତନ ଟାଟା ଙ୍କ ଏହି ପୋଷ୍ଟ ଟି ଏବେ ଭାଇରାଲ ହେବାରେ ଲାଗିଛି । ପ୍ରେମ ଜୀବନରେ କେ ଉପୋଭୋଗୀ ସମୟ ଥିଲା ବୋଲି କହିଛନ୍ତି ରତନ ଟାଟା ।

ବନ୍ଧୁଗଣ ଆପଣ ମାନଙ୍କର ରତନ ଟାଟାଙ୍କ ପ୍ରେମ କାହାଣୀ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
