ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।
୧- ଏମିତି କିଏ ଅଛି ଯିଏ ବିନା ନିମନ୍ତ୍ରଣରେ ଆସିଥାନ୍ତି ଓ ସକାଳେ ହେବ ପରେ ନିଜେ ଗାୟବ ହୋଇଯାନ୍ତି ?
ଉତ୍ତର- ତାରା
୨- ଏମିତି କିଏ ଅଛି ଯାହା ଲଗାଇବା ସମୟରେ ସବୁଜ ହୋଇଥାଏ କିନ୍ତୁ ବାହାରିବା ସମୟରେ ନାଲି ହୋଇଯାଏ ?
ଉତ୍ତର- ମେହେନ୍ଦି
୩- ଏମିତି କଣ ଅଛି ଯାହା କେବେ ଆସେ ନାହି କିନ୍ତୁ ତା ଭରସାରେ ଯିଏ ରହିଥାଏ ସେ ଅନୁତାପ କରିଥାଏ ?
ଉତ୍ତର- ଆସନ୍ତା କାଲି
୪- ଏମିତି କଣ ଅଛି ଯାହା ଆମେ ଚାହିଁ ନ ଥାଉ କିନ୍ତୁ ଆସିଥାଏ ?
ଉତ୍ତର- ମୃତ୍ୟୁ
୫- ଯିଏ ଲମ୍ବା ପର ସହ ବିନା ଗୋଡରେ ଆକାଶରେ ଉଡିଥାଏ ତାହା ଅଣ ଅଟେ ?
ଉତ୍ତର- ଗୁଡି
୬- ଏମିତି କେଉଁ ଯିବ ଅଛି ଯାହାର ଆକାର ଚପଲ ଭଳି ହୋଇଥାଏ ?
ଉତ୍ତର- ପେରିଡେକ୍ସ
୭- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ଚୋଚରେ ହାତୀ ଭଳି ପଶୁକୁ ନେଇ ଉଡିପାରେ ?
ଉତ୍ତର- ସହାଦୁଲ
୮- ଏମିତି କେଉଁ ଯିବ ଅଛି ଯିଏ ନିଜ ଛୁଆକୁ ଦୁଇ ବର୍ଷ ପେଟରେ ରଖିଥାଏ ?
ଉତ୍ତର- ହାତୀ
୯- ଜଣେ ମହିଳା କେତୋଟି ଛୁଆ ଜନ୍ମ କରିପାରେ ?
ଉତ୍ତର- ୪୦
୧୦- ପ୍ରତେକ ସପ୍ତାହରେ ମା ଓସୋତନ କେତେ ସମୟ ଆମ ପାଇଁ ଖାଇବା କରିଥାନ୍ତି ?
ଉତ୍ତର- ୧୪ ଘଣ୍ଟା
୧୧- କେଉଁ ଦେଶରେ ପ୍ରଥମେ ବଲ ତିଆରି ହୋଇଥିଲା ?
ଉତ୍ତର- ଆମେରିକା
୧୨- ହୋଲକ୍ସ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ଆମେରିକା
୧୩- କେଉଁ ଦେଶରେ କୁରିକୁରି ଉପରେ ବ୍ୟାନ ଲାଗିଛି ?
ଉତ୍ତର- ଇଟାଲୀ
୧୪- ଭାରତରେ କେଉଁ ରାଜ୍ୟରେ ବାଉଁଶର କ୍ଷେତ ଅଧିକ ରହିଛି ?
ଉତ୍ତର- ବିହାର
୧୫- କେଉଁ ଦେଶ ପାଖରେ ସବୁଠାରୁ କମ ପରମାଣୁ ବୋମା ରହିଛି ?
ଉତ୍ତର- ବେଟିକନ ସିଟି
୧୬- କେଉଁ ଦେଶର ଲୋକେ ଅଧିକ ଏସି ବ୍ୟବହାର କରିଥାନ୍ତି ?
ଉତ୍ତର- ଆମେରିକା
୧୭- ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ମୋଟର ସାଇକେଲର ନାମ କଣ ?
ଉତ୍ତର- ହିରୋ ସ୍ପ୍ଲେଣ୍ଡର
୧୮- ଭାରତର କେଉଁ ରାଜ୍ୟର ଲୋକ ଅଧିକ ପିଜା ଖାଇଥାନ୍ତି ?
ଉତ୍ତର- ଝାଡଖଣ୍ଡ
୧୯- ସବୁଠାରୁ ଅଧିକ କଳା ଛୁଆ କେଉଁ ଦେଶରେ ଜନ୍ମ ହୋଇଥାଏ ?
ଉତ୍ତର- ବେଷ୍ଟଇଣ୍ଡିଜ
୨୦- ଜଣେ ପୁଅ ଝିଅ ସହ ବାଇକରେ ଯାଉଥିଲା ପୋଲିସ ରାସ୍ତାରେ ଅଟକ ରଖିଲା ଓ ତାଙ୍କର ସମ୍ପର୍କ ବିଷୟରେ ପଚାରିଲା ପୁଅ କହିଲା ତାଙ୍କର ଶ୍ଵଶୁର ମୋର ଶ୍ଵଶୁରର ବାପା ହେବେ ତ କୁହ ପୁଅ ଓ ଝିଅର ସମ୍ପର୍କ କଣ ?
ଉତ୍ତର- ଶାଶୁ ଓ ଜ୍ଵାଇଁ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।