ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ହେଲେ ସଫଳ ହେବେ କି ଅସଫଳ ହେବେ ? Date Astrology

ବନ୍ଧୁଗଣ ଅନେକ ଲୋକ ଜୀବନରେ ପ୍ରେମ ତ କରିଥାନ୍ତି । ହେଲେ ପ୍ରେମକୁ ନେଇ ବେଳେବେଳେ ତାଙ୍କୁ ଅନେକ ପ୍ରକାର ସମସ୍ଯାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ତେବେ ଆପଣ ମାନଙ୍କୁ ଆଜି ଏକ ଏପରି କିଛି ବିଷୟରେ କହିବାକୁ ଯାଉଛୁ । ଯେ ନିଜ ଜନ୍ମ ତାରିଖରୁ ପ୍ରେମ ସଫଳ ହେବ କି ଅସଫଳ ହେବ ଜାଣନ୍ତୁ । 1- ଯେଉଁ ମାନଙ୍କର ଜନ୍ମ ତାରିଖ 1, 10, 19 ଓ 28 ହୋଇଥିବ ।

ଏହି ଲୋକମାନେ ନିଜ ପାର୍ଟନରଙ୍କ ସହ ଛୋଟ ଛୋଟ କଥାରେ ହୁଏତ ମନମାଳିନ୍ୟ କରିପାରନ୍ତି । ହେଲେ ଏମାନଙ୍କ ପ୍ରେମ ବିବାହ କରିବା ପରେ ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟିଥାଏ । 2- ଯେଉଁ ମାନଙ୍କର ଜନ୍ମ ତାରିଖ 2, 11, 20, 29 ହୋଇଥାଏ । ଏହି ଲୋକଙ୍କର ଲଭ ଲାଇଫ ଯଦିଓ ଏତେ ଭଲ ହୋଇନଥାଏ । ହେଲେ ଏମାନଙ୍କ କ୍ଷେତ୍ରରେ ଆରେଞ୍ଜ ମ୍ୟାରେଜ କଲେ ଭଲ ଦାମ୍ପତ୍ୟ ଜୀବନ ହୋଇଥାଏ ।

3- ଯେଉଁ ମାନଙ୍କର ଜନ୍ମ ତାରିଖ 3, 12, 21, 30 ହୋଇଥିଲେ । ଏହି ଲୋକମାନେ ନିଜ ଲଭ ଲାଇଫକୁ ବହୁତ ପ୍ରାଇଭେଟ ରଖିଥାନ୍ତି । ଏହି ଲୋକମାନେ ନିଜ ପ୍ରେମକୁ ବିବାହରେ ରୂପ ଦେଇଥାନ୍ତି ସତ ହେଲେ ବିବାହ ପରେ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ କଳହ ଆସିଥାଏ । ତେଣୁ ଏଥିପ୍ରତି ଉଭୟଙ୍କ ମଧ୍ୟରେ ବୁଝାମଣା ରହିବା ଆବଶ୍ୟକ ।

4- ଯେଉଁ ମାନଙ୍କର ଜନ୍ମ ତାରିଖ 4, 13, 22 ଓ 31 ହୋଇଥାଏ । ଏମାନଙ୍କ ପ୍ରତି ବହୁତ ଲୋକ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି । ଏହି ଲୋକମାନେ ଯଦିଓ ପ୍ରେମ କରିଥାନ୍ତି । ହେଲେ ପ୍ରେମ ବିବାହ ଏହି ଲୋକଙ୍କ କ୍ଷେତ୍ରରେ ଅଧିକ ସଫଳ ହୋଇପାରିନଥାଏ । 5- ଯେଉଁ ଲୋକ ମାନଙ୍କର ଜନ୍ମ ତାରିଖ 5, 14, 23 ହୋଇଥାଏ । ଏହି ଲୋକମାନେ ସାମାନ୍ୟ ସ୍ଵାର୍ଥୀ ସ୍ଵଭାବର ହୋଇଥାନ୍ତି । ଏହି ଲୋକମାନେ ପ୍ରେମରେ ଅଧିକ ଇଣ୍ଟରେଷ୍ଟ ରଖିନଥାନ୍ତି ।

6- ଯେଉଁ ମାନଙ୍କର ଜନ୍ମ ତାରିଖ 6, 15, 24 ହୋଇଥାଏ । ଏହି ଲୋକମାନଙ୍କର ପ୍ରେମ ସମ୍ପର୍କ ରଖିବା ପରେ ସେମାନଙ୍କର ବିବାହ ହୋଇଥାଏ । ବିବାହ ପରେ ଛୋଟ ବଡ ମନମତାନ୍ତର ମଧ୍ୟ ଦେଖାଯାଇଥାଏ । 7- ଯେଉଁ ମାନଙ୍କର ଜନ୍ମ ତାରିଖ 7, 16 25 ହୋଇଥିବ । ଏହି ଲୋକ ମାନଙ୍କର ପ୍ରେମ ମାମଲାରେ ବହୁତ ଘରୋଇ ସମସ୍ଯା ଦେଖାଯାଇଥାଏ । କିଛି ଲୋକ ପ୍ରେମରେ ସଫଳତା ପାଇପାରୁଥିବା ବେଳେ କିଛି ଲୋକଙ୍କର ସଫଳ ହୋଇପାରିନଥାଏ ।

8- ଯେଉଁ ମାନଙ୍କର ଜନ୍ମ ତାରିଖ 8, 17 ଓ 26 ହୋଇଥିବ । ଏହି ଲୋକମାନେ ବହୁ ରସକିଆ ସ୍ଵଭାବର ହୋଇଥିବାରୁ ଅନେକ ଥର ପ୍ରେମ ଏମାନଙ୍କ ଜୀବନରେ ଆସିଥାଏ । ହେଲେ ବହୁ ବାର ଏମାନେ ପ୍ରେମରେ ଧୋକା ମଧ୍ୟ ଖାଇଥାନ୍ତି । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *