ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତେକ ମହିଳାଙ୍କ ଜୀବନରେ ଗର୍ଭଧାରଣ କରିବା କେତେ ଜରୁରୀ ହୋଇଥାଏ । ଗର୍ଭଧାରଣ ପାଇଁ ସ୍ପମର ଅଧିକ ଦିନ ଯାଏଁ ରହିବା ନିହାତି ଜରୁରୀ ହୋଇଥାଏ । କିଛି ମହିଳାଙ୍କ ଠାରେ ଏମିତି ଲକ୍ଷଣ ଓ ଡିଶ୍ଚାର୍ଜ ଦେଖାଯାଏ ଯାହା ସ୍ପମ ପାଇଁ ଠିକ ହୋଇ ନ ଥାଏ । କିଛି କ୍ଷେତ୍ର ରେ ପୁରୁଷ ମାନେ ୧୦୦ ମିଲିୟନ ସ୍ପମ ରିଲିଜ କରିଥାନ୍ତି । କିଛି ସ୍ପମ ୟୁଟ୍ରସକୁ ଯାଇଥାଏ ଯାହା ଫୋର୍ଟିଲିଟିକୁ ଆକ୍ୟୁ କରିଥାଏ । ଯାହା ଦ୍ଵାରା ଗର୍ଭଧାରଣ ସମ୍ବବ ହୋଇଥାଏ । କିଛି ମହିଳାଙ୍କ ଠାରେ ସ୍ପମ କମ ରହି ଥିବାରୁ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।
ଯଦି ମହିଳାଙ୍କ ଶରୀରରେ PH କମ ଥାଏ ତେବେ ଏସିଡିଟି ସ୍ପମ ବହୁତ ଜଲ୍ଦି ଶେଷ ହୋଇଯାଏ । ଆମ ଶରୀର ପ୍ରକୃତି ଦ୍ଵାରା ବହୁତ କ୍ଳେମ ହୋଇଥାଏ । ଯେମିତିକି ହରମୋନ ବୃଦ୍ଧି ହେବା ସହ ଡିଶ୍ଚାର୍ଜ ହୋଇଥାଏ ଯାହା ପ୍ରକୃତି ଦ୍ଵାରା ସମ୍ବହବ ହୋଇଥାଏ ।
ମହିଳା ମାନେ ଗର୍ଭଧାରଣ କରିବା ପରେ ଯେବେ ଡେଲିଭରି ପାଇଁ ସମୟ ଆସିଥାଏ ସେହି ସମୟରେ ତାଙ୍କ ଶରୀରରୁ ପାଣି ଭଳି ୱ୍ହାଇଟ ଡିଶ୍ଚାର୍ଜ ହୋଇଥାଏ । ଯଦି ମହିଳାଙ୍କ ଠାରେ କେବେ ବି ଧଳା ଡିଶ୍ଚାର୍ଜ ବା ଦହି ବା କ୍ଷୀର ଛିଡିବା ଭଳି ଡିଶ୍ଚାର୍ଜ ହେଉଥାଏ ତେବେ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ ହୋଇ ନ ଥାଏ ।
ଏପରି ହେବାର କାରଣ ହେଉଛି ମହିଳାଙ୍କ ଶରୀରରେ ଏସିଡିଟି ଅଧିକ ରହୁଛି ଯାହା ଦ୍ଵାରା ମହିଳା ଗର୍ଭଧାରଣ କରି ପାରନ୍ତି ନାହି । ଏହା ସହ ଶରୀରକୁ ସ୍ପମ ସପର୍ଟ କରି ପାରିବ ନାହିଁ । ପ୍ରାକୃତିକ ରୂପରେ ଏହି ଟ୍ରାନ୍ସପ୍ଯାଣ୍ଟ ସମ୍ପର୍କ ରଖିବା ସମୟରେ ରିଲିଜ ହୋଇଥାଏ ।
ଏହା ଦ୍ଵାରା ସ୍ପମ ସପର୍ଟ ପାଇଥାଏ । ଏଥି ପାଇଁ ମହିଳା ମାନଙ୍କୁ ପାନମଧୁରୀ ବା ଶତାବରୀ ର ବ୍ୟବହାର କରି ପାରିବେ । ଯଦି ମହିଳାଙ୍କ ଠାରେ ଟ୍ରାନ୍ସପେଣ୍ଟ ଡିଶ୍କାର୍ଜ ହେଉ ନାହି ବା କନସେପ୍ଟର କରିପାରୁ ନାହାନ୍ତି ତେବେ ଶତାବରୀ ର ପ୍ରୟୋଗ କରି ପାରିବେ ।
ଶତାବରୀ ର ବ୍ୟବହାର କରିବା ପ୍ରେଗନେଣ୍ଟ ହେବା ପାଇଁ ବହୁତ ଭଲ ହୋଇଥାଏ । ଏପରି କରିବା ଦ୍ଵାରା ମହିଳା ମାନେ ବହୁତ ଜଲ୍ଦି ପ୍ରେଗନେଣ୍ଟ ହୋଇ ପାରିବେ । ଏହା ସହ ଯେଉଁ ୱ୍ହାଇଟ ଡିଶ୍ଚାର୍ଜ ର ସମସ୍ଯା ଥିବା ତାହା ମଧ୍ୟ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।